ଶୋଇଥିବା ବେଳେ ମାଡି଼ଗଲା ବାଲି ବୋଝଇ ହାଇୱା: ୨ମୃତ, ୩ଗୁରୁତର
ଖୋର୍ଦ୍ଧା: ଖୋର୍ଦ୍ଧା_ଚେନ୍ନାଇ ୧୬ନଂ ଜାତୀୟ ରାଜପଥ ଅନ୍ତର୍ଗତ ଜିଲାପାଳଙ୍କ କାର୍ଯ୍ୟାଳୟ ଛକରେ ଶୁକ୍ରବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ବାଲି ବୋଝଇ ହାଇୱା ଭାରସାମ୍ଯ ହରାଇ ରାସ୍ତା ପାର୍ଶ୍ବକୁ ଖସି ପଡିଥିଲା। ଫଳରେ ଅସ୍ଥାୟୀ ଗୃହରେ ଶୋଇଥିବା ଦୁଇ ଜଣ ଶ୍ରମିକଙ୍କୁ ଚାପି ହୋଇ ଯାଇଥିଲେ। ଫଳରେ ଘଟଣାସ୍ଥଳରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ଯୁ ଘଟିଥିବା ବେଳେ ୩ଜଣ ଆହତ ହୋଇଛନ୍ତି। ମୃତକ ହେଲେ ପଶ୍ଚିମବଙ୍ଗ ବେଲୁରଘାଟର ବାଦଲ ପାହାନ ଓ କନକ ପାହାନ। ଆହତମାନେ […]
ଖୋର୍ଦ୍ଧା: ଖୋର୍ଦ୍ଧା_ଚେନ୍ନାଇ ୧୬ନଂ ଜାତୀୟ ରାଜପଥ ଅନ୍ତର୍ଗତ ଜିଲାପାଳଙ୍କ କାର୍ଯ୍ୟାଳୟ ଛକରେ ଶୁକ୍ରବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ବାଲି ବୋଝଇ ହାଇୱା ଭାରସାମ୍ଯ ହରାଇ ରାସ୍ତା ପାର୍ଶ୍ବକୁ ଖସି ପଡିଥିଲା। ଫଳରେ ଅସ୍ଥାୟୀ ଗୃହରେ ଶୋଇଥିବା ଦୁଇ ଜଣ ଶ୍ରମିକଙ୍କୁ ଚାପି ହୋଇ ଯାଇଥିଲେ। ଫଳରେ ଘଟଣାସ୍ଥଳରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ଯୁ ଘଟିଥିବା ବେଳେ ୩ଜଣ ଆହତ ହୋଇଛନ୍ତି। ମୃତକ ହେଲେ ପଶ୍ଚିମବଙ୍ଗ ବେଲୁରଘାଟର ବାଦଲ ପାହାନ ଓ କନକ ପାହାନ। ଆହତମାନେ ହେଲେ ପଶ୍ଚିମବଙ୍ଗ ମସିହାନୋଟାର ସାଗର ମଣ୍ଡଳ ଓ ଅସିମ ସରକାର ଏବଂ ବେଲୁରଘାଟର ରୋବିନ ମଲିକ । ଖବରପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି କ୍ରେନ ସାହାର୍ଯ୍ଯରେ ମୃତଦେହକୁ ଉଦ୍ଧାର କରିଥିଲେ। ପୁଲିସ ମୃତଦେହ ଜବତ କରି ବ୍ଯବଚ୍ଛେଦ ପାଇଁ ମେଡିକାଲ ପଠାଇଛି।