ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ପାଟଣା ରେଞ୍ଜରେ ମହାବଳ ବାଘର ପାଦ ଚିହ୍ନ ଠାବ, ଜଙ୍ଗଲରେ ଲାଗିଲା ୩୫ଟି ଟ୍ରାପ କ୍ୟାମେରା...

Deviprasad Mohanty Picture
Published On

କେନ୍ଦୁଝର:  କେନ୍ଦୁଝର ଜିଲ୍ଲା କରଞ୍ଜିଆ ଏବଂ କେନ୍ଦୁଝର ସୀମାନ୍ତରେ ଥିବା ପଟଣା ରେଞ୍ଜ୍‌ର ମାଛଗଡ଼ ଠାରେ ଏକ ବାଘର ପାଦଚିହ୍ନ ଠାବ ହୋଇଛି। ବାଘର ଫୋଟ ଉତ୍ତୋଳନ ପାଇଁ  ଜଙ୍ଗଲରେ ଲାଗିଲା ୩୫ ଟି ଟ୍ରାପ କ୍ୟାମେରା ଲଗାଯାଇଛି। ବାଘ ଅନୁଧ୍ୟାନ ଟିମ୍ ପ୍ରତିଦିନ ପାଟ୍ରୋଲିଂ କରୁଛନ୍ତି। ଏପର୍ଯ୍ୟନ୍ତ କୌଣସି ସିଧାସଳଖ ଦେଖାଯିବାର ପ୍ରମାଣ ମିଳିନାହିଁ। ଏହା ଏକ ବାଘ କରିଡର  ଏବଂ ବାଘ ପ୍ରାୟତଃ ଆଟେଇ ଆରଏଫକୁ ଆସି ପୁଣି ଫେରିଯାଏ।  ଆଟେଇ ଆରଏଫ୍ ଭିତରେ ତୃଣଭୋଜୀ ପ୍ରାଣୀମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ, ମାଂସାହାରୀ ପ୍ରାଣୀମାନେ ଆଟେଇ ଆରଏଫ୍‌ରେ ରହିବାକୁ ପସନ୍ଦ କରିପାରନ୍ତି।  ଏହା ବନ୍ୟଜନ୍ତୁ ସଂରକ୍ଷଣ, ବିଶେଷ କରି ଆଟେଇ ସଫାରୀ ପାଇଁ ଏକ ଶୁଭ ସଂକେତ ବୋଲି କେନ୍ଦୁଝର ଡିଏଫଓ କହିଛନ୍ତି।

ଆହୁରି ପଢ଼ନ୍ତୁ: କୁବେର ITDA ସହକାରୀ ନିର୍ବାହୀ ଯନ୍ତ୍ରୀ: ମିଳିଲାଣି ୧କେଜିରୁ ଉର୍ଦ୍ଧ୍ୱ ସୁନା, ଦୁଇ କୋଟି ଟଙ୍କା ସହ ୫ଟି ଆଲିସାନ କୋଠା ଓ ୧୪ଟି ପ୍ଲଟ ଠାବ

03 Nov 2025 By Deviprasad Mohanty

ପାଟଣା ରେଞ୍ଜରେ ମହାବଳ ବାଘର ପାଦ ଚିହ୍ନ ଠାବ, ଜଙ୍ଗଲରେ ଲାଗିଲା ୩୫ଟି ଟ୍ରାପ କ୍ୟାମେରା...

କେନ୍ଦୁଝର:  କେନ୍ଦୁଝର ଜିଲ୍ଲା କରଞ୍ଜିଆ ଏବଂ କେନ୍ଦୁଝର ସୀମାନ୍ତରେ ଥିବା ପଟଣା ରେଞ୍ଜ୍‌ର ମାଛଗଡ଼ ଠାରେ ଏକ ବାଘର ପାଦଚିହ୍ନ ଠାବ ହୋଇଛି। ବାଘର ଫୋଟ ଉତ୍ତୋଳନ ପାଇଁ  ଜଙ୍ଗଲରେ ଲାଗିଲା ୩୫ ଟି ଟ୍ରାପ କ୍ୟାମେରା ଲଗାଯାଇଛି। ବାଘ ଅନୁଧ୍ୟାନ ଟିମ୍ ପ୍ରତିଦିନ ପାଟ୍ରୋଲିଂ କରୁଛନ୍ତି। ଏପର୍ଯ୍ୟନ୍ତ କୌଣସି ସିଧାସଳଖ ଦେଖାଯିବାର ପ୍ରମାଣ ମିଳିନାହିଁ। ଏହା ଏକ ବାଘ କରିଡର  ଏବଂ ବାଘ ପ୍ରାୟତଃ ଆଟେଇ ଆରଏଫକୁ ଆସି ପୁଣି ଫେରିଯାଏ।  ଆଟେଇ ଆରଏଫ୍ ଭିତରେ ତୃଣଭୋଜୀ ପ୍ରାଣୀମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ, ମାଂସାହାରୀ ପ୍ରାଣୀମାନେ ଆଟେଇ ଆରଏଫ୍‌ରେ ରହିବାକୁ ପସନ୍ଦ କରିପାରନ୍ତି।  ଏହା ବନ୍ୟଜନ୍ତୁ ସଂରକ୍ଷଣ, ବିଶେଷ କରି ଆଟେଇ ସଫାରୀ ପାଇଁ ଏକ ଶୁଭ ସଂକେତ ବୋଲି କେନ୍ଦୁଝର ଡିଏଫଓ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର