ମା’ ସାଜିଲା ପିଶାଚୀ; ମାସକର ଶିଶୁପୁତ୍ରକୁ ଟାଙ୍ଗିଆରେ ହାଣି ହତ୍ୟା କଲା ମା’
ତେଲକୋଇ: ମା’ ସାଜିଲା ପିଶାଚୀ । ନିଜର ଏକ ମାସର କଅଁଳା ଶିଶୁପୁତ୍ରକୁ ଟାଙ୍ଗିଆରେ ହାଣି ହତ୍ୟା କଲା ମା’। ଘଟଣାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ବିମଳା ପଞ୍ଚାୟତ ନମକାନୀ ଜୁଆଙ୍ଗ ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା ଅନୁସାରେ, ଜୁଆଙ୍ଗ ସାହିରେ ରହୁଥିବା ଗୁରୁଚରଣ ଜୁଆଙ୍ଗଙ୍କ ପତ୍ନୀ ଲକ୍ଷ୍ମୀ ଜୁଆଙ୍ଗ (35) ଆଜି ମଧ୍ୟାହ୍ନରେ ନିଜର ଏକମାସର ଶିଶୁପୁତ୍ରକୁ ଘରେ ଥିବା ଟାଙ୍ଗିଆରେ […]
ତେଲକୋଇ: ମା’ ସାଜିଲା ପିଶାଚୀ । ନିଜର ଏକ ମାସର କଅଁଳା ଶିଶୁପୁତ୍ରକୁ ଟାଙ୍ଗିଆରେ ହାଣି ହତ୍ୟା କଲା ମା’। ଘଟଣାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ବିମଳା ପଞ୍ଚାୟତ ନମକାନୀ ଜୁଆଙ୍ଗ ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା ଅନୁସାରେ, ଜୁଆଙ୍ଗ ସାହିରେ ରହୁଥିବା ଗୁରୁଚରଣ ଜୁଆଙ୍ଗଙ୍କ ପତ୍ନୀ ଲକ୍ଷ୍ମୀ ଜୁଆଙ୍ଗ (35) ଆଜି ମଧ୍ୟାହ୍ନରେ ନିଜର ଏକମାସର ଶିଶୁପୁତ୍ରକୁ ଘରେ ଥିବା ଟାଙ୍ଗିଆରେ ହାଣି ଦୁଇଗଡ଼ କରିଦେଇଛନ୍ତି। ତେବେ ଶିଶୁକୁ କାହିଁକି ମା’ ହତ୍ୟା କରିଛି ତା’ର କାରଣ ଅସ୍ପଷ୍ଟ ଅଛି। ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଚଳାଇଛି।
ତେବେ 4/5 ବର୍ଷ ପୂର୍ବେ ଲକ୍ଷ୍ମୀ ଜୁଆଙ୍ଗ ତାଙ୍କର ନିଜର ଝିଅକୁ ମଧ୍ୟ ହତ୍ୟା କରିଥିଲେ ବୋଲି ଗ୍ରାମବାସୀ କହୁଥିବାବେଳେ ସେ ଜଣେ ମାନସିକ ରୋଗୀ ହୋଇଥାଇପାରନ୍ତି ବୋଲି ଲୋକେ କହୁଛନ୍ତି। ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।