ପୁଣି ଭାଲୁ ଆକ୍ରମଣରେ ଚାଷୀ ଗୁରୁତର: ଚାଷ ଜମିକୁ ଯିବାବେଳେ ଭାଲୁ ହାବୁଡ଼ରେ ପଡିଲେ ଚାଷୀ

The Sakala Picture
Published On

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ କଳିଆ ହତା ଫରେଷ୍ଟ ବିଟ ଅନ୍ତର୍ଗତ ସାରୁପାଟ ଠାରେ ଜଣେ ଚାଷୀ ତାଙ୍କର ଚାଷ ଜମିରେ କାମ କରିବାକୁ ଯିବା ବେଳେ ଏକ ଜଙ୍ଗଲୀ ଭାଲୁ ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡିଛି। ଉକ୍ତ ଚାଷୀ ଜଣଙ୍କ ହେଲେ ସାରୁପାଟ ଗ୍ରାମର ସୁରେଶ ମହାରଣା(୪୮) । ସୂଚନା ଅନୁଯାୟୀ, ସୁରେଶ ଆଜି ସକାଳୁ ଗାଁ ନିକଟସ୍ଥ ବାଙ୍କଶାଳା ହୁଡ଼ି ପାଖରେ ଥିବା ତାଙ୍କ ଚାଷ ଜମିକୁ ଯାଉଥିଲେ। ଏତିକିବେଳେ ଏକ ଜଙ୍ଗଲୀ […]

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ କଳିଆ ହତା ଫରେଷ୍ଟ ବିଟ ଅନ୍ତର୍ଗତ ସାରୁପାଟ ଠାରେ ଜଣେ ଚାଷୀ ତାଙ୍କର ଚାଷ ଜମିରେ କାମ କରିବାକୁ ଯିବା ବେଳେ ଏକ ଜଙ୍ଗଲୀ ଭାଲୁ ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡିଛି। ଉକ୍ତ ଚାଷୀ ଜଣଙ୍କ ହେଲେ ସାରୁପାଟ ଗ୍ରାମର ସୁରେଶ ମହାରଣା(୪୮) ।

ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟରେ ଫସିରହିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ

ସୂଚନା ଅନୁଯାୟୀ, ସୁରେଶ ଆଜି ସକାଳୁ ଗାଁ ନିକଟସ୍ଥ ବାଙ୍କଶାଳା ହୁଡ଼ି ପାଖରେ ଥିବା ତାଙ୍କ ଚାଷ ଜମିକୁ ଯାଉଥିଲେ। ଏତିକିବେଳେ ଏକ ଜଙ୍ଗଲୀ ଭାଲୁ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ଫଳରେ ସେ ଗୁରୁତର ଆହତ ହୋଇଛନ୍ତି। ଚାଷ ଜମିରେ ଥିବା ଅନ୍ୟ ଲୋକମାନେ ଚିତ୍କାର ଶୁଣି ପାଟିତୁଣ୍ଡ କରିବାରୁ ଭାଲୁ ତାଙ୍କୁ ଛାଡି ପଳାଇଥିଲା। ତାଙ୍କୁ ଉଦ୍ଧାର କରାଯାଇ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୪୬୦୭ ଡାକ୍ତର ପଦବୀ ଖାଲି: ବିଧାନସଭାରେ ଉଦବେଗଜନକ ତଥ୍ୟ ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ପ୍ରକାଶ ଯୋଗ୍ୟ ଯେ, ମଙ୍ଗଳବାର ଦିନ ମଧ୍ୟ ତେଲକୋଇ ବ୍ଲକ ଅଞ୍ଚଳରେ ଭାଲୁ ଆକ୍ରମଣରେ ୨ ଜଣ ଗୁରୁତର ହୋଇଥିଲେ।

ଆହୁରି ପଢ଼ନ୍ତୁ: ଗଲ୍ଫରେ ଇରାନ-ଇସ୍ରାଏଲ ଯୁଦ୍ଧର ପ୍ରଭାବ: ଗଞ୍ଜାମର ମାଣିକପୁର ଗାଁରେ ଆତଙ୍କିତ ପରିବାର

08 Sep 2021 By The Sakala

ପୁଣି ଭାଲୁ ଆକ୍ରମଣରେ ଚାଷୀ ଗୁରୁତର: ଚାଷ ଜମିକୁ ଯିବାବେଳେ ଭାଲୁ ହାବୁଡ଼ରେ ପଡିଲେ ଚାଷୀ

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ କଳିଆ ହତା ଫରେଷ୍ଟ ବିଟ ଅନ୍ତର୍ଗତ ସାରୁପାଟ ଠାରେ ଜଣେ ଚାଷୀ ତାଙ୍କର ଚାଷ ଜମିରେ କାମ କରିବାକୁ ଯିବା ବେଳେ ଏକ ଜଙ୍ଗଲୀ ଭାଲୁ ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡିଛି। ଉକ୍ତ ଚାଷୀ ଜଣଙ୍କ ହେଲେ ସାରୁପାଟ ଗ୍ରାମର ସୁରେଶ ମହାରଣା(୪୮) ।

ସୂଚନା ଅନୁଯାୟୀ, ସୁରେଶ ଆଜି ସକାଳୁ ଗାଁ ନିକଟସ୍ଥ ବାଙ୍କଶାଳା ହୁଡ଼ି ପାଖରେ ଥିବା ତାଙ୍କ ଚାଷ ଜମିକୁ ଯାଉଥିଲେ। ଏତିକିବେଳେ ଏକ ଜଙ୍ଗଲୀ ଭାଲୁ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ଫଳରେ ସେ ଗୁରୁତର ଆହତ ହୋଇଛନ୍ତି। ଚାଷ ଜମିରେ ଥିବା ଅନ୍ୟ ଲୋକମାନେ ଚିତ୍କାର ଶୁଣି ପାଟିତୁଣ୍ଡ କରିବାରୁ ଭାଲୁ ତାଙ୍କୁ ଛାଡି ପଳାଇଥିଲା। ତାଙ୍କୁ ଉଦ୍ଧାର କରାଯାଇ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ପ୍ରକାଶ ଯୋଗ୍ୟ ଯେ, ମଙ୍ଗଳବାର ଦିନ ମଧ୍ୟ ତେଲକୋଇ ବ୍ଲକ ଅଞ୍ଚଳରେ ଭାଲୁ ଆକ୍ରମଣରେ ୨ ଜଣ ଗୁରୁତର ହୋଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର