କଲେଜ ଆଗରେ ଭୁଜାଲି ଦେଖାଇ ଯୁବତୀଙ୍କୁ ଧମକାଇଲା ଯୁବକ, ଥାନାରେ ଅଟକ

Madhusudan Das Picture
Published On

କେନ୍ଦ୍ରାପଡ଼ା: କଲେଜ ଆଗରେ ଭୁଜାଲି ବୁଲାଇଲା ଯୁବକ । ଯୁବତୀଙ୍କ ବେକରେ ଭୁଜାଲି ଲଗାଇ ଧମକାଇଲା ଯୁବକ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ଡେରାବିଶ କଲେଜ ସମ୍ମୁଖରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହାର ଭିଜୁଆଲ ଏବେ ଭାଇରାଲ୍ ହେବାରେ ଲାଗିଛି । ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖିଛି । 

ଆହୁରି ପଢ଼ନ୍ତୁ: ନବୀନଙ୍କ ନେତୃତ୍ୱକୁ ବ୍ୟାଡ୍‌ମିଣ୍ଟନ ଖେଳାଳି ପିଭି ସିନ୍ଧୁଙ୍କ ପ୍ରଶଂସା

ଭାଇରାଲ୍ ଭିଡ଼ିଓରେ ଯୁବକ ଜଣକ ଭୁଜାଲି ଧରି କଲେଜ ଆଗରେ ଛିଡା ହୋଇଥିବା ଛାତ୍ରୀ ଏବଂ ତାଙ୍କର ଜଣେ ବାନ୍ଧବୀଙ୍କୁ ଭୁଜାଲି ଦେଖାଇ ଧମକଚମକ ଦେଉଛନ୍ତି l ଘଟଣା ଘଟିବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖିଛି । ତେବେ ଏକତରଫା ପ୍ରେମ ବ୍ୟାପାରକୁ ନେଇ ଏହା ଘଟିଥିବା ଜଣାପଡିଛି l

ଆହୁରି ପଢ଼ନ୍ତୁ: ବୁର୍ଲା ଭିସୁଟ୍‌ରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ: ନିମ୍ନମାନର ହଷ୍ଟେଲ ଖାଦ୍ୟ ସହ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଧାରଣା

06 Jun 2026 By Madhusudan Das

କଲେଜ ଆଗରେ ଭୁଜାଲି ଦେଖାଇ ଯୁବତୀଙ୍କୁ ଧମକାଇଲା ଯୁବକ, ଥାନାରେ ଅଟକ

କେନ୍ଦ୍ରାପଡ଼ା: କଲେଜ ଆଗରେ ଭୁଜାଲି ବୁଲାଇଲା ଯୁବକ । ଯୁବତୀଙ୍କ ବେକରେ ଭୁଜାଲି ଲଗାଇ ଧମକାଇଲା ଯୁବକ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ଡେରାବିଶ କଲେଜ ସମ୍ମୁଖରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହାର ଭିଜୁଆଲ ଏବେ ଭାଇରାଲ୍ ହେବାରେ ଲାଗିଛି । ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖିଛି । 

ଭାଇରାଲ୍ ଭିଡ଼ିଓରେ ଯୁବକ ଜଣକ ଭୁଜାଲି ଧରି କଲେଜ ଆଗରେ ଛିଡା ହୋଇଥିବା ଛାତ୍ରୀ ଏବଂ ତାଙ୍କର ଜଣେ ବାନ୍ଧବୀଙ୍କୁ ଭୁଜାଲି ଦେଖାଇ ଧମକଚମକ ଦେଉଛନ୍ତି l ଘଟଣା ଘଟିବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖିଛି । ତେବେ ଏକତରଫା ପ୍ରେମ ବ୍ୟାପାରକୁ ନେଇ ଏହା ଘଟିଥିବା ଜଣାପଡିଛି l

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର