ବଜ୍ରକାପ୍ତା ଚୋରା ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୪ ଗିରଫ

The Sakala Picture
Published On

ବାଲିଗୁଡ଼ା: ବଜ୍ରକାପ୍ତା ଚୋରା ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ମିଡ଼ିଆକିଆ ଅଞ୍ଚଳରେ ଜଣେ ଲୋକଙ୍କ ପାଖରେ ବଜ୍ରକାପ୍ତା ଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବନ ବିଭାଗ ଅଧିକାରୀ ଗ୍ରାହକ ବେଶରେ ଯାଇ ଚଢ଼ାଉ କରିଥିଲେଷ । ୧୦୫ ସେଣ୍ଟିମିଟର ଲମ୍ବର ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି ବନ ବିଭାଗ । ଘଟଣାରେ ୪ ଜଣ ଚାଲାଣକାରୀଙ୍କୁ ଗିରଫ […]

ବାଲିଗୁଡ଼ା: ବଜ୍ରକାପ୍ତା ଚୋରା ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ମିଡ଼ିଆକିଆ ଅଞ୍ଚଳରେ ଜଣେ ଲୋକଙ୍କ ପାଖରେ ବଜ୍ରକାପ୍ତା ଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବନ ବିଭାଗ ଅଧିକାରୀ ଗ୍ରାହକ ବେଶରେ ଯାଇ ଚଢ଼ାଉ କରିଥିଲେଷ । ୧୦୫ ସେଣ୍ଟିମିଟର ଲମ୍ବର ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି ବନ ବିଭାଗ । ଘଟଣାରେ ୪ ଜଣ ଚାଲାଣକାରୀଙ୍କୁ ଗିରଫ କରିବା ସହ ଗୋଟିଏ ବାଇକ୍ ଓ ଗୋଟିଏ ସ୍କୁଟି ଜବତ କରିଛି ବନ ବିଭାଗ। ଗିରଫ ୪ ଜଣଙ୍କ ମଧ୍ୟରେ ମହାସିଙ୍ଗି ଗାଁର ମହାଦେବ ବେହେରା ଦଳାଇ, ପାରିଗଡ଼ର ଭିମସେନ ବଡ଼ସେଠ୍, କ.ନୂଆଗାଁ ଥାନା ଅଞ୍ଚଳର ସୁକଦେବ ଦିଗାଳ ଓ ଟିକାବାଲି ପଣସପଦର ଗାଁର ସିତାଂଶୁ ମୁଖି । ଏହି ରାକେଟରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ସେନେଇ ଅଧିକ ଖୋଳତାଡ଼ କରୁଛି ବନ ବିଭାଗ ।

ଆହୁରି ପଢ଼ନ୍ତୁ: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବ୍ୟବସ୍ଥା: ଗୋଟିଏ ବିଷୟରେ ଦେଇପାରିବେ ଇମ୍‌ପ୍ରୁଭମେଣ୍ଟ ପରୀକ୍ଷା

01 Sep 2021 By The Sakala

ବଜ୍ରକାପ୍ତା ଚୋରା ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୪ ଗିରଫ

ବାଲିଗୁଡ଼ା: ବଜ୍ରକାପ୍ତା ଚୋରା ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ମିଡ଼ିଆକିଆ ଅଞ୍ଚଳରେ ଜଣେ ଲୋକଙ୍କ ପାଖରେ ବଜ୍ରକାପ୍ତା ଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବନ ବିଭାଗ ଅଧିକାରୀ ଗ୍ରାହକ ବେଶରେ ଯାଇ ଚଢ଼ାଉ କରିଥିଲେଷ । ୧୦୫ ସେଣ୍ଟିମିଟର ଲମ୍ବର ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି ବନ ବିଭାଗ । ଘଟଣାରେ ୪ ଜଣ ଚାଲାଣକାରୀଙ୍କୁ ଗିରଫ କରିବା ସହ ଗୋଟିଏ ବାଇକ୍ ଓ ଗୋଟିଏ ସ୍କୁଟି ଜବତ କରିଛି ବନ ବିଭାଗ। ଗିରଫ ୪ ଜଣଙ୍କ ମଧ୍ୟରେ ମହାସିଙ୍ଗି ଗାଁର ମହାଦେବ ବେହେରା ଦଳାଇ, ପାରିଗଡ଼ର ଭିମସେନ ବଡ଼ସେଠ୍, କ.ନୂଆଗାଁ ଥାନା ଅଞ୍ଚଳର ସୁକଦେବ ଦିଗାଳ ଓ ଟିକାବାଲି ପଣସପଦର ଗାଁର ସିତାଂଶୁ ମୁଖି । ଏହି ରାକେଟରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ସେନେଇ ଅଧିକ ଖୋଳତାଡ଼ କରୁଛି ବନ ବିଭାଗ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର