ଫସଲ କ୍ଷୟକ୍ଷତି ଯୋଗୁ ବିଲରେ ଟଳିପଡ଼ିଲେ ଚାଷୀ !

The Sakala Picture
Published On

ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଚିକଣା ଗ୍ରାମପଞ୍ଚାୟତର ମଣିତାପୁର ଗାଁରୁ ଚାଷୀ ମୃତ୍ୟୁ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଫସଲ କ୍ଷୟକ୍ଷତି ଯୋଗୁ ଚାଷୀଙ୍କର ମୃତ୍ୟୁ ଘଟିଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି। ମୃତ୍ୟୁବରଣ କରିଥିବା ଚାଷୀ ଜଣଙ୍କ ହେଉଛନ୍ତି ମଣିରାମ ମହାନ୍ତି। ସେ ଧାନବିଲକୁ ଯାଇଥିବାବେଳେ ବିଲରେ ହିଁ ଟଳିପଡି ଥିଲେ। ପରିବାର ଓ ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ଚିକିତ୍ସା ଲାଗି ବିଞ୍ଝାରପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଚିକଣା ଗ୍ରାମପଞ୍ଚାୟତର ମଣିତାପୁର ଗାଁରୁ ଚାଷୀ ମୃତ୍ୟୁ ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ଓସମା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ: ଲୋୟର ପିଏମଜିରେ ଗର୍ଜିଲେ ଶତାଧିକ କର୍ମଚାରୀ

ଅଭିଯୋଗ ଅନୁଯାୟୀ, ଫସଲ କ୍ଷୟକ୍ଷତି ଯୋଗୁ ଚାଷୀଙ୍କର ମୃତ୍ୟୁ ଘଟିଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି। ମୃତ୍ୟୁବରଣ କରିଥିବା ଚାଷୀ ଜଣଙ୍କ ହେଉଛନ୍ତି ମଣିରାମ ମହାନ୍ତି। ସେ ଧାନବିଲକୁ ଯାଇଥିବାବେଳେ ବିଲରେ ହିଁ ଟଳିପଡି ଥିଲେ। ପରିବାର ଓ ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ଚିକିତ୍ସା ଲାଗି ବିଞ୍ଝାରପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରି ଉପରେ କଟକଣା, ପେଟ୍ରୋଲ ପମ୍ପଗୁଡ଼ିକୁ ନୋଟିସ୍ ଜାରି

28 Dec 2024 By The Sakala

ଫସଲ କ୍ଷୟକ୍ଷତି ଯୋଗୁ ବିଲରେ ଟଳିପଡ଼ିଲେ ଚାଷୀ !

ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଚିକଣା ଗ୍ରାମପଞ୍ଚାୟତର ମଣିତାପୁର ଗାଁରୁ ଚାଷୀ ମୃତ୍ୟୁ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ, ଫସଲ କ୍ଷୟକ୍ଷତି ଯୋଗୁ ଚାଷୀଙ୍କର ମୃତ୍ୟୁ ଘଟିଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି। ମୃତ୍ୟୁବରଣ କରିଥିବା ଚାଷୀ ଜଣଙ୍କ ହେଉଛନ୍ତି ମଣିରାମ ମହାନ୍ତି। ସେ ଧାନବିଲକୁ ଯାଇଥିବାବେଳେ ବିଲରେ ହିଁ ଟଳିପଡି ଥିଲେ। ପରିବାର ଓ ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ଚିକିତ୍ସା ଲାଗି ବିଞ୍ଝାରପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର