STF ଜାଲରେ କାଶ୍ମୀର ଆତଙ୍କୀ ! ଅନେକ ସନ୍ଦିଗ୍ଧ ସଂଗଠନ ସହ ରହିଛି ଲିଙ୍କ

The Sakala Picture
Published On

ଯାଜପୁର: ଓଡ଼ିଶାରେ କାଶ୍ମୀର ଆତଙ୍କବାଦୀ ! ଯାଜପୁରରୁ ଧରା ହେଲା କାଶ୍ମୀର ଆତଙ୍କବାଦୀ । ଯାଜପୁର ନେଉଳପୁରରୁ କାବୁ କରିଛି ଏସଟିଏଫ । ଗିରଫ ଅଭିଯୁକ୍ତ ନାଁ ଇଶାନ ବୁଖାରୀ ବୋଲି ଜଣାପଡ଼ିଛି। ସେ ଯାଜପୁରରେ ୪ ବର୍ଷ ହେଲା ଏକ ଭଡ଼ା ଘରେ ରହୁଥିଲା । ଅଭିଯୁକ୍ତ ନିୟମିତ ରହୁ ନ ଥିଲା। ମଝିରେ ମଝିରେ ଆସୁଥିଲା ବୋଲି ସୂଚନା । ଖବର ଅନୁଯାୟୀ, ଇଶାନ ବୁଖାରୀ ଜାଲ କାଗଜ ପତ୍ର ଦେଇ ଠକେଇ କରୁଥିଲା […]

ଯାଜପୁର: ଓଡ଼ିଶାରେ କାଶ୍ମୀର ଆତଙ୍କବାଦୀ ! ଯାଜପୁରରୁ ଧରା ହେଲା କାଶ୍ମୀର ଆତଙ୍କବାଦୀ । ଯାଜପୁର ନେଉଳପୁରରୁ କାବୁ କରିଛି ଏସଟିଏଫ । ଗିରଫ ଅଭିଯୁକ୍ତ ନାଁ ଇଶାନ ବୁଖାରୀ ବୋଲି ଜଣାପଡ଼ିଛି। ସେ ଯାଜପୁରରେ ୪ ବର୍ଷ ହେଲା ଏକ ଭଡ଼ା ଘରେ ରହୁଥିଲା । ଅଭିଯୁକ୍ତ ନିୟମିତ ରହୁ ନ ଥିଲା। ମଝିରେ ମଝିରେ ଆସୁଥିଲା ବୋଲି ସୂଚନା ।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଖବର ଅନୁଯାୟୀ, ଇଶାନ ବୁଖାରୀ ଜାଲ କାଗଜ ପତ୍ର ଦେଇ ଠକେଇ କରୁଥିଲା । ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତି ରହିଛି । ଅଭିଯୁକ୍ତ ନିକଟରୁ ୧୦୦ରୁ ଅଧିକ ଜାଲ କାଗଜପତ୍ର ଜବତ କରିଛି ଏସଟିଏଫ। କେତେବେଳେ ଡାକ୍ତର ଆଉ କେତେବେଳେ ସେନା ଡାକ୍ତର ପରିଚୟ ଦେଉଥିଲା। ପୁଣି ପିଏମଓ ଓ ଏନଆଇଏ ଅଧିକାରୀର ମଧ୍ୟ ପରିଚୟ ଦେଇଥିଲା। ଅଭିଯୁକ୍ତ ନିକଟରୁ ନକଲି ଡାକ୍ତରୀ ଡିଗ୍ରୀ ସାର୍ଟିଫିକେଟ ମିଳିଛି। ଏହି ଜବତ ଜାଲ କାଗଜପତ୍ର ଆମେରିକା, କାନେଡା ଓ ଭେଲୋରର । ଅନେକ ଆଇ-କାର୍ଡ, ଏଟିଏମ କାର୍ଡ, ଚେକ, ଆଧାରକାର୍ଡ, ଭିଜିଟିଂ କାର୍ଡ ମଧ୍ୟ ଜବତ କରାଯାଇଛି। କାଶ୍ମୀର, ମହାରାଷ୍ଟ୍ର, ଓଡ଼ିଶାର ୬ରୁ ୭ଝିଅଙ୍କୁ ବିବାହ କରିଥିବା ଜଣାପଡ଼ିଛି। କେରଳ ଓ ପାକିସ୍ତାନର ଅନେକ ସନ୍ଦିଗ୍ଧ ସଂଗଠନ ସହ ଯୋଗାଯୋଗରେ ଥିବା ସୂଚନା ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ଜଣାପଡିଛି ଯେ, ଠକେଇ ଓ ଜାଲିଆତି ମାମଲାରେ କାଶ୍ମୀର ପୁଲିସ ମଧ୍ୟ ଉକ୍ତ ଅଭିଯୁକ୍ତକୁ ଖୋଜୁୁଥିଲା। ଅଭିଯୁକ୍ତ ମଧ୍ୟରେ NBW ଜାରି ହୋଇଛି। ଦଫା ୪୧୯, ୪୨୦, ୪୬୫, ୪୬୭, ୪୬୮, ୪୭୧, ୧୨୦(ଖ)ରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ନିକଟରୁ ୪ଟି ମୋବାଇଲ ଜବତ ହୋଇଛି ।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

16 Dec 2023 By The Sakala

STF ଜାଲରେ କାଶ୍ମୀର ଆତଙ୍କୀ ! ଅନେକ ସନ୍ଦିଗ୍ଧ ସଂଗଠନ ସହ ରହିଛି ଲିଙ୍କ

ଯାଜପୁର: ଓଡ଼ିଶାରେ କାଶ୍ମୀର ଆତଙ୍କବାଦୀ ! ଯାଜପୁରରୁ ଧରା ହେଲା କାଶ୍ମୀର ଆତଙ୍କବାଦୀ । ଯାଜପୁର ନେଉଳପୁରରୁ କାବୁ କରିଛି ଏସଟିଏଫ । ଗିରଫ ଅଭିଯୁକ୍ତ ନାଁ ଇଶାନ ବୁଖାରୀ ବୋଲି ଜଣାପଡ଼ିଛି। ସେ ଯାଜପୁରରେ ୪ ବର୍ଷ ହେଲା ଏକ ଭଡ଼ା ଘରେ ରହୁଥିଲା । ଅଭିଯୁକ୍ତ ନିୟମିତ ରହୁ ନ ଥିଲା। ମଝିରେ ମଝିରେ ଆସୁଥିଲା ବୋଲି ସୂଚନା ।

ଖବର ଅନୁଯାୟୀ, ଇଶାନ ବୁଖାରୀ ଜାଲ କାଗଜ ପତ୍ର ଦେଇ ଠକେଇ କରୁଥିଲା । ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତି ରହିଛି । ଅଭିଯୁକ୍ତ ନିକଟରୁ ୧୦୦ରୁ ଅଧିକ ଜାଲ କାଗଜପତ୍ର ଜବତ କରିଛି ଏସଟିଏଫ। କେତେବେଳେ ଡାକ୍ତର ଆଉ କେତେବେଳେ ସେନା ଡାକ୍ତର ପରିଚୟ ଦେଉଥିଲା। ପୁଣି ପିଏମଓ ଓ ଏନଆଇଏ ଅଧିକାରୀର ମଧ୍ୟ ପରିଚୟ ଦେଇଥିଲା। ଅଭିଯୁକ୍ତ ନିକଟରୁ ନକଲି ଡାକ୍ତରୀ ଡିଗ୍ରୀ ସାର୍ଟିଫିକେଟ ମିଳିଛି। ଏହି ଜବତ ଜାଲ କାଗଜପତ୍ର ଆମେରିକା, କାନେଡା ଓ ଭେଲୋରର । ଅନେକ ଆଇ-କାର୍ଡ, ଏଟିଏମ କାର୍ଡ, ଚେକ, ଆଧାରକାର୍ଡ, ଭିଜିଟିଂ କାର୍ଡ ମଧ୍ୟ ଜବତ କରାଯାଇଛି। କାଶ୍ମୀର, ମହାରାଷ୍ଟ୍ର, ଓଡ଼ିଶାର ୬ରୁ ୭ଝିଅଙ୍କୁ ବିବାହ କରିଥିବା ଜଣାପଡ଼ିଛି। କେରଳ ଓ ପାକିସ୍ତାନର ଅନେକ ସନ୍ଦିଗ୍ଧ ସଂଗଠନ ସହ ଯୋଗାଯୋଗରେ ଥିବା ସୂଚନା ।

ଜଣାପଡିଛି ଯେ, ଠକେଇ ଓ ଜାଲିଆତି ମାମଲାରେ କାଶ୍ମୀର ପୁଲିସ ମଧ୍ୟ ଉକ୍ତ ଅଭିଯୁକ୍ତକୁ ଖୋଜୁୁଥିଲା। ଅଭିଯୁକ୍ତ ମଧ୍ୟରେ NBW ଜାରି ହୋଇଛି। ଦଫା ୪୧୯, ୪୨୦, ୪୬୫, ୪୬୭, ୪୬୮, ୪୭୧, ୧୨୦(ଖ)ରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ନିକଟରୁ ୪ଟି ମୋବାଇଲ ଜବତ ହୋଇଛି ।

https://www.thesakala.in/latest-odisha-news/jajpur/kashmir-terrorists-caught-from-odisha-linked-many-some-suspicious-anti-national-elements/article-28291
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର