ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଭାରତର ପରାଜୟକୁ ସହ୍ୟ କରିନପାରି ଜୀବନ ହାରିଲେ ଯୁବକ

The Sakala Picture
Published On

ବିଞ୍ଝାରପୁର: ଗତକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ୍ ପାଇଁ ଟକ୍କର ହୋଇଥିଲା । ଭାରତ ଏହି ବିଶ୍ୱକପ୍ ଫାଇନାଲ ମ୍ୟାଚରେ ପରାଜୟ ବରଣ କରିଥିଲା। ଫଳରେ ଭାରତୀୟ କ୍ରିକେଟପ୍ରେମୀଙ୍କୁ ନିରାଶ ହେବାକୁ ପଡ଼ିଥିଲା । ଏହାକୁ ସହଜରେ ଗ୍ରହଣ କରିପାରି ନ ଥିେଲେ କ୍ରିକେଟ୍ ପ୍ରେମୀ । ଭାରତ କ୍ରିକେଟ ଖେଳରେ ହାରିଲା ବୋଲି ଜୀବନ ହାରିଛନ୍ତି ୨୩ ବର୍ଷୀୟ ଯୁବକ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ  […]

ବିଞ୍ଝାରପୁର: ଗତକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ୍ ପାଇଁ ଟକ୍କର ହୋଇଥିଲା । ଭାରତ ଏହି ବିଶ୍ୱକପ୍ ଫାଇନାଲ ମ୍ୟାଚରେ ପରାଜୟ ବରଣ କରିଥିଲା। ଫଳରେ ଭାରତୀୟ କ୍ରିକେଟପ୍ରେମୀଙ୍କୁ ନିରାଶ ହେବାକୁ ପଡ଼ିଥିଲା । ଏହାକୁ ସହଜରେ ଗ୍ରହଣ କରିପାରି ନ ଥିେଲେ କ୍ରିକେଟ୍ ପ୍ରେମୀ । ଭାରତ କ୍ରିକେଟ ଖେଳରେ ହାରିଲା ବୋଲି ଜୀବନ ହାରିଛନ୍ତି ୨୩ ବର୍ଷୀୟ ଯୁବକ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ  ଜରୀ ପଞ୍ଚାୟତ କୁଳସାହି ଗ୍ରାମରେ।

ଆହୁରି ପଢ଼ନ୍ତୁ: କାର୍ଯ୍ୟରେ ଅବହେଳା ଅଭିଯୋଗରେ ଜଳ ସଂପଦ ବିଭାଗର ୩ ଇଂଜିନିୟର ସସ୍‌ପେଣ୍ଡ

ନୀଳମଣି ଦାସଙ୍କର ସାନ ପୁଅ ଦେବରଞ୍ଜନ ଦାସ କ୍ରିକେଟକୁ ଅତ୍ୟଧିକ ଭଲପାଆନ୍ତି । ଦେବ ଅନେକ ସମୟ ପର୍ଯ୍ୟନ୍ତ ଟିଭି ପରଦାରେ ଅପେକ୍ଷା ଚାହିଁ ରହିଥିଲେ । ଧିରେଧିରେ ଯେତେବେଳେ ଭାରତ ହାତରୁ ମ୍ୟାଚ୍ ଖସିଯାଉଥାଏ ସେତେବେଳେ ସେ ନିଜକୁ ବୁଝାଇ ପାରୁନଥିଲେ । ଏହାପରେ ଦେବରଞ୍ଜନ ଦାସଙ୍କର ଦେଖା ମିଳି ନ ଥିଲା । ଆଜି ସକାଳୁ ସକାଳୁ ପରିବାର ଲୋକ ଖୋଜା ଖୋଜି କରିଥିଲେ । ଅନେକ ସମୟ ଖୋଜା ଖୋଜି କରିବା ପରେ ପଡୋଶି ଛାତରେ ଥିବା ଏକ ରଡ଼ରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ସ୍ଥାନୀୟ ପୁଲିସ ଫାଣ୍ଡିକୁ ଖବର କରିଥିଲେ । ଖବର ପାଇ ଜରୀ ଫାଣ୍ଡି ଅଧିକାରୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ଘଟଣାର ଅଧିକ ତଦନ୍ତ କରୁଛି ପୁଲିସ ।

ଆହୁରି ପଢ଼ନ୍ତୁ: ରଥଖଳାରେ ଶୋକର ଛାୟା: ତାଳଧ୍ୱଜ ରଥ ନିର୍ମାଣକାରୀ ଭୋଇ ସେବାୟତଙ୍କ ହୃଦଘାତରେ ମୃତ୍ୟୁ

20 Nov 2023 By The Sakala

ଭାରତର ପରାଜୟକୁ ସହ୍ୟ କରିନପାରି ଜୀବନ ହାରିଲେ ଯୁବକ

ବିଞ୍ଝାରପୁର: ଗତକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ୍ ପାଇଁ ଟକ୍କର ହୋଇଥିଲା । ଭାରତ ଏହି ବିଶ୍ୱକପ୍ ଫାଇନାଲ ମ୍ୟାଚରେ ପରାଜୟ ବରଣ କରିଥିଲା। ଫଳରେ ଭାରତୀୟ କ୍ରିକେଟପ୍ରେମୀଙ୍କୁ ନିରାଶ ହେବାକୁ ପଡ଼ିଥିଲା । ଏହାକୁ ସହଜରେ ଗ୍ରହଣ କରିପାରି ନ ଥିେଲେ କ୍ରିକେଟ୍ ପ୍ରେମୀ । ଭାରତ କ୍ରିକେଟ ଖେଳରେ ହାରିଲା ବୋଲି ଜୀବନ ହାରିଛନ୍ତି ୨୩ ବର୍ଷୀୟ ଯୁବକ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ  ଜରୀ ପଞ୍ଚାୟତ କୁଳସାହି ଗ୍ରାମରେ।

ନୀଳମଣି ଦାସଙ୍କର ସାନ ପୁଅ ଦେବରଞ୍ଜନ ଦାସ କ୍ରିକେଟକୁ ଅତ୍ୟଧିକ ଭଲପାଆନ୍ତି । ଦେବ ଅନେକ ସମୟ ପର୍ଯ୍ୟନ୍ତ ଟିଭି ପରଦାରେ ଅପେକ୍ଷା ଚାହିଁ ରହିଥିଲେ । ଧିରେଧିରେ ଯେତେବେଳେ ଭାରତ ହାତରୁ ମ୍ୟାଚ୍ ଖସିଯାଉଥାଏ ସେତେବେଳେ ସେ ନିଜକୁ ବୁଝାଇ ପାରୁନଥିଲେ । ଏହାପରେ ଦେବରଞ୍ଜନ ଦାସଙ୍କର ଦେଖା ମିଳି ନ ଥିଲା । ଆଜି ସକାଳୁ ସକାଳୁ ପରିବାର ଲୋକ ଖୋଜା ଖୋଜି କରିଥିଲେ । ଅନେକ ସମୟ ଖୋଜା ଖୋଜି କରିବା ପରେ ପଡୋଶି ଛାତରେ ଥିବା ଏକ ରଡ଼ରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ସ୍ଥାନୀୟ ପୁଲିସ ଫାଣ୍ଡିକୁ ଖବର କରିଥିଲେ । ଖବର ପାଇ ଜରୀ ଫାଣ୍ଡି ଅଧିକାରୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ଘଟଣାର ଅଧିକ ତଦନ୍ତ କରୁଛି ପୁଲିସ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର