ଭିଜିଲାନ୍ସ ଜାଲରେ ଆରଆଇ, ମିଉଟେଶନ ପାଇଁ ନେଉଥିଲେ ଲାଞ୍ଚ…

The Sakala Picture
Published On

ଜଗତସିଂହପୁର: ବାଲିକୁଦାରେ ଭିଜିଲାନ୍ସ ଚଢ଼ାଉ । ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କୋଷଠି ମଳିକାପୁର ଆରଆଇ ବିଭୁଦତ ସାହୁ। ଜମି ମିଉଟେଶନ କରେଇଦେବା ପାଇଁ ଲାଞ୍ଚ ନେଉଥିଲେ।ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବିଭୁଦତଙ୍କୁ ଭିଜିଲାନ୍ସ ମାଡ଼ିବସିଥିଲା। ଜଗତସିଂହପୁର ଭିଜିଲାନ୍ସ ବିଭାଗ ଦ୍ଵାରା ଆରଆଇ ବିଭୁଦତ ସାହୁଙ୍କୁ ଗିରଫ କରାଯାଇଛି।

ଆହୁରି ପଢ଼ନ୍ତୁ: ସରିଥିଲା ନିର୍ବନ୍ଧ, ବିବାହର କିଛି ଦିନ ପୂର୍ବରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା

28 Aug 2024 By The Sakala

ଭିଜିଲାନ୍ସ ଜାଲରେ ଆରଆଇ, ମିଉଟେଶନ ପାଇଁ ନେଉଥିଲେ ଲାଞ୍ଚ…

ଜଗତସିଂହପୁର: ବାଲିକୁଦାରେ ଭିଜିଲାନ୍ସ ଚଢ଼ାଉ । ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କୋଷଠି ମଳିକାପୁର ଆରଆଇ ବିଭୁଦତ ସାହୁ। ଜମି ମିଉଟେଶନ କରେଇଦେବା ପାଇଁ ଲାଞ୍ଚ ନେଉଥିଲେ।ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବିଭୁଦତଙ୍କୁ ଭିଜିଲାନ୍ସ ମାଡ଼ିବସିଥିଲା। ଜଗତସିଂହପୁର ଭିଜିଲାନ୍ସ ବିଭାଗ ଦ୍ଵାରା ଆରଆଇ ବିଭୁଦତ ସାହୁଙ୍କୁ ଗିରଫ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର