ଦାଦା ବଟି ମାଗି ଗିରଫ ହେଲେ ବିଜେପି ନେତା

The Sakala Picture
Published On

ଜଗତସିଂହପୁର: ୫ଲକ୍ଷ ଟଙ୍କା ଦାଦା ବଟି ମାଗି ବିଜେପି ନେତା ଗିରଫ ହୋଇଛନ୍ତି। ନୂଆପଡା ବାଲିଘାଟରେ ବନ୍ଧୁକ ଲଗାଇ ଆତଙ୍କ ରାଜ୍ କରିଥିଲେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସମ୍ପାଦକ ପ୍ରକାଶ ଦଳାଇ । ତିର୍ତ୍ତୋଲ ପୁଲିସ ଦ୍ୱାରା ଗିରଫ ହୋଇଛନ୍ତି ଉକ୍ତ ବିଜେପି କର୍ମୀ । ଏଥିସହ ଏହି ଘଟଣାରେ ସମ୍ପୃକ୍ତ  ବିଜେପିର ଆଉ ୯ ଜଣ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଆତଙ୍କ ରାଜ୍ ସହ ୬ ଟି ତେଲ ବ୍ୟରେଳ ମହନଦୀକୁ […]

ଜଗତସିଂହପୁର: ୫ଲକ୍ଷ ଟଙ୍କା ଦାଦା ବଟି ମାଗି ବିଜେପି ନେତା ଗିରଫ ହୋଇଛନ୍ତି। ନୂଆପଡା ବାଲିଘାଟରେ ବନ୍ଧୁକ ଲଗାଇ ଆତଙ୍କ ରାଜ୍ କରିଥିଲେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସମ୍ପାଦକ ପ୍ରକାଶ ଦଳାଇ । ତିର୍ତ୍ତୋଲ ପୁଲିସ ଦ୍ୱାରା ଗିରଫ ହୋଇଛନ୍ତି ଉକ୍ତ ବିଜେପି କର୍ମୀ । ଏଥିସହ ଏହି ଘଟଣାରେ ସମ୍ପୃକ୍ତ  ବିଜେପିର ଆଉ ୯ ଜଣ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଆତଙ୍କ ରାଜ୍ ସହ ୬ ଟି ତେଲ ବ୍ୟରେଳ ମହନଦୀକୁ ଫିଙ୍ଗିଦେଇଥିଲେ।
ବାଲିଘାଟରୁ ଗଲା ବେଳେ ୮୨ ହଜାର ଟଙ୍କା ଡ୍ରରୁ ନେଇଯାଇଥିବା ସୂଚନା।

12 Jul 2023 By The Sakala

https://www.thesakala.in/latest-odisha-news/jagatsinghpur/bjp-leader-arrested-for-taking-batty/article-23429
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର