ରୂପାନ୍ତରିତ ହେବ ଜଗତସିଂହପୁରର ଧ୍ୟାନକୁଦ ପଞ୍ଚସଖା ଜଗନ୍ନାଥ ମନ୍ଦିରର ରୂପରେଖ

The Sakala Picture
Published On

ଜଗତସିଂହପୁର: ରୂପାନ୍ତରିତ ହେବ ଜଗତସିଂହପୁରର ଧ୍ୟାନକୁଦ ପଞ୍ଚସଖା ଜଗନ୍ନାଥ ମନ୍ଦିରର ରୂପରେଖ। ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ସହିତ ଉନ୍ନତିକରଣ ନେଇ ଆଲୋଚନା କରିଛନ୍ତି 5T ସଚିବ। ଏହି ଅବସରରେ ମନ୍ଦିରର ପାରିପାର୍ଶ୍ବିକ ଉନ୍ନତି ପାଇଁ ଆଲୋଚନା କରିଛନ୍ତି। ଏହାପରେ ଏକ ଜନଶୁଣାଣି କାର୍ଯ୍ୟକ୍ରମରେ ଫାଇଭ୍-ଟି ସଚିବ ଯୋଗଦେଇ ଲୋକଙ୍କଠାରୁ ଅଭିଯୋଗପତ୍ର ଗ୍ରହଣ କରିଥିଲେ। ତେବେ କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମା’ମାନେ, ପ୍ରାଣୀମିତ୍ର, କୃଷିମିତ୍ର, ଏମବିକେ, ସିଆରପିମାନେ ଯୋଗଦେଇଥିଲେ । ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବୀଙ୍କ ସମେତ […]

ଜଗତସିଂହପୁର: ରୂପାନ୍ତରିତ ହେବ ଜଗତସିଂହପୁରର ଧ୍ୟାନକୁଦ ପଞ୍ଚସଖା ଜଗନ୍ନାଥ ମନ୍ଦିରର ରୂପରେଖ। ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ସହିତ ଉନ୍ନତିକରଣ ନେଇ ଆଲୋଚନା କରିଛନ୍ତି 5T ସଚିବ। ଏହି ଅବସରରେ ମନ୍ଦିରର ପାରିପାର୍ଶ୍ବିକ ଉନ୍ନତି ପାଇଁ ଆଲୋଚନା କରିଛନ୍ତି। ଏହାପରେ ଏକ ଜନଶୁଣାଣି କାର୍ଯ୍ୟକ୍ରମରେ ଫାଇଭ୍-ଟି ସଚିବ ଯୋଗଦେଇ ଲୋକଙ୍କଠାରୁ ଅଭିଯୋଗପତ୍ର ଗ୍ରହଣ କରିଥିଲେ।

ଆହୁରି ପଢ଼ନ୍ତୁ: ଆସନ୍ତା ୩୧ ଓ ସେପ୍ଟେମ୍ବର ୧ ତାରିଖରେ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି

ତେବେ କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମା’ମାନେ, ପ୍ରାଣୀମିତ୍ର, କୃଷିମିତ୍ର, ଏମବିକେ, ସିଆରପିମାନେ ଯୋଗଦେଇଥିଲେ । ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବୀଙ୍କ ସମେତ ପ୍ରାୟ ୧୦ ହଜାର ଲୋକଙ୍କ ସମାଗମ ହୋଇଥିଲା। ସମସ୍ତଙ୍କର ସମସ୍ୟା ଶୁଣିବା ସହିତ ଖୁବଶୀଘ୍ର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଫାଇଭ-ଟି ସଚିବ।

ଆହୁରି ପଢ଼ନ୍ତୁ: ୩ କୋଟି ଟଙ୍କା ଆତ୍ମସାତ୍ ମାମଲା: ତିର୍ତ୍ତୋଲ ବ୍ଲକର ପୂର୍ବତନ ଏସଆରଏଙ୍କ ୬ଟି ଠିକଣାରେ ଭିଜିଲାନ୍ସ ଚଢ଼ାଉ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର