ମୃତ୍ୟୁ ପରେ ବି ୨ଜଣଙ୍କ ଜୀବନ ବଞ୍ଚାଇଲେ ୫ବର୍ଷର ଶିଶୁ

The Sakala Picture
Published On

ଭୁବନେଶ୍ୱର: ଜଗତସିଂହପୁର ବାଲିକୁଦା ବ୍ଲକ ଈଶ୍ୱରପୁର ଗାଁର ୫ବର୍ଷର ଶିଶୁ ସୁଧାଂଶୁ ମୃତ୍ଯୁ ପରେ ମଧ୍ଯ ଅମର ହୋଇଯାଇଛନ୍ତି। ନିଜେ ଆରପାରିକୁ ଚାଲିଗଲେ କିନ୍ତୁ ଦୁଇ ଦୁଇଟି ଜୀବନ ବଞ୍ଚାଇଦେଇଛନ୍ତି । ସୂଚନା ଅନୁଯାୟୀ, ୫ବର୍ଷର ଶିଶୁ ସୁଧାଂଶୁର ବ୍ରେନ୍ ଡେଡ୍ ପରେ କିଡ୍‌ନୀ ଦାନ କରିଥିଲେ ପରିବାର ।  ସୁଧାଂଶୁଙ୍କ ୨ଟି ଯାକ କିଡନି ଦାନ କରିଥିଲେ । ଦୁଇଟି କିଡନୀରୁ ଗୋଟିଏ କଟକର ଜଣେ ୩୨ ବର୍ଷୀୟ ଯୁବକ ଏବଂ ଭୁବନେଶ୍ୱରର ଜଣେ ୫୨ ବର୍ଷୀୟା ମହିଳାଙ୍କ […]

ଭୁବନେଶ୍ୱର: ଜଗତସିଂହପୁର ବାଲିକୁଦା ବ୍ଲକ ଈଶ୍ୱରପୁର ଗାଁର ୫ବର୍ଷର ଶିଶୁ ସୁଧାଂଶୁ ମୃତ୍ଯୁ ପରେ ମଧ୍ଯ ଅମର ହୋଇଯାଇଛନ୍ତି। ନିଜେ ଆରପାରିକୁ ଚାଲିଗଲେ କିନ୍ତୁ ଦୁଇ ଦୁଇଟି ଜୀବନ ବଞ୍ଚାଇଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଜମିବାଡ଼ି ବିବାଦ: ପୋଲିସ ଉପସ୍ଥିତିରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ !

ସୂଚନା ଅନୁଯାୟୀ, ୫ବର୍ଷର ଶିଶୁ ସୁଧାଂଶୁର ବ୍ରେନ୍ ଡେଡ୍ ପରେ କିଡ୍‌ନୀ ଦାନ କରିଥିଲେ ପରିବାର ।  ସୁଧାଂଶୁଙ୍କ ୨ଟି ଯାକ କିଡନି ଦାନ କରିଥିଲେ । ଦୁଇଟି କିଡନୀରୁ ଗୋଟିଏ କଟକର ଜଣେ ୩୨ ବର୍ଷୀୟ ଯୁବକ ଏବଂ ଭୁବନେଶ୍ୱରର ଜଣେ ୫୨ ବର୍ଷୀୟା ମହିଳାଙ୍କ ଶରୀରରେ ପ୍ରତିରୋପଣ ହୋଇଛି । ଏଭଳି ପ୍ରତିରୋପଣ ଓଡ଼ିଶାରେ ବିରଳ । ଏହାକୁ ସଫଳତାର ସହ ସମ୍ପନ୍ନ କରିଛନ୍ତି ଡାକ୍ତର ସମୀରନ ଦାସ ଅଧିକାରୀ ଓ ତାଙ୍କ ଟିମ୍ ।

14 Jul 2022 By The Sakala

ମୃତ୍ୟୁ ପରେ ବି ୨ଜଣଙ୍କ ଜୀବନ ବଞ୍ଚାଇଲେ ୫ବର୍ଷର ଶିଶୁ

ଭୁବନେଶ୍ୱର: ଜଗତସିଂହପୁର ବାଲିକୁଦା ବ୍ଲକ ଈଶ୍ୱରପୁର ଗାଁର ୫ବର୍ଷର ଶିଶୁ ସୁଧାଂଶୁ ମୃତ୍ଯୁ ପରେ ମଧ୍ଯ ଅମର ହୋଇଯାଇଛନ୍ତି। ନିଜେ ଆରପାରିକୁ ଚାଲିଗଲେ କିନ୍ତୁ ଦୁଇ ଦୁଇଟି ଜୀବନ ବଞ୍ଚାଇଦେଇଛନ୍ତି ।

ସୂଚନା ଅନୁଯାୟୀ, ୫ବର୍ଷର ଶିଶୁ ସୁଧାଂଶୁର ବ୍ରେନ୍ ଡେଡ୍ ପରେ କିଡ୍‌ନୀ ଦାନ କରିଥିଲେ ପରିବାର ।  ସୁଧାଂଶୁଙ୍କ ୨ଟି ଯାକ କିଡନି ଦାନ କରିଥିଲେ । ଦୁଇଟି କିଡନୀରୁ ଗୋଟିଏ କଟକର ଜଣେ ୩୨ ବର୍ଷୀୟ ଯୁବକ ଏବଂ ଭୁବନେଶ୍ୱରର ଜଣେ ୫୨ ବର୍ଷୀୟା ମହିଳାଙ୍କ ଶରୀରରେ ପ୍ରତିରୋପଣ ହୋଇଛି । ଏଭଳି ପ୍ରତିରୋପଣ ଓଡ଼ିଶାରେ ବିରଳ । ଏହାକୁ ସଫଳତାର ସହ ସମ୍ପନ୍ନ କରିଛନ୍ତି ଡାକ୍ତର ସମୀରନ ଦାସ ଅଧିକାରୀ ଓ ତାଙ୍କ ଟିମ୍ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର