ମଝି ଆକାଶରେ ଗୁରୁତର ଅସୁସ୍ଥ ହେଲେ ଯାତ୍ରୀ, ଭୁବନେଶ୍ୱରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

The Sakala Picture
Published On

ଭୁବନେଶ୍ବର : ମଝି ଆକାଶରେ ବିମାନରେ ଥିବା ଜଣେ ଯାତ୍ରୀ ହଠାତ ଗୁରୁତର ଅସୁସ୍ଥ ହୋଇପଡିଲେ। ଯାହା ଫଳରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦରରେ ଇଣ୍ଡିଗୋ ବିମାନ ଜରୁରୀ ଅବତରଣ କରିଛି। ସୂଚନାଅନୁସାରେ  କୋଲକାତା ରୁ ହାଇଦ୍ରାବାଦ ଯାଉଥିଲା ଇଣ୍ଡିଗୋ ବିମାନ। ମଝି ଆକାଶରେ ହଠାତ ବିମାନରେ ଥିବା ଜଣେ ଯାତ୍ରୀ ଗୁରୁତର ଅସୁସ୍ଥ ହୋଇପଡିଲେ। ଯାହାଫଳରେ ବିମାନଟିର ପାଇଲଟ୍‌ ବିମାନର ଜରୁରୀ ଅବତରଣ ପାଇଁ  ଭୁବନେଶ୍ବର ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦର […]

ଭୁବନେଶ୍ବର : ମଝି ଆକାଶରେ ବିମାନରେ ଥିବା ଜଣେ ଯାତ୍ରୀ ହଠାତ ଗୁରୁତର ଅସୁସ୍ଥ ହୋଇପଡିଲେ। ଯାହା ଫଳରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦରରେ ଇଣ୍ଡିଗୋ ବିମାନ ଜରୁରୀ ଅବତରଣ କରିଛି।

ଆହୁରି ପଢ଼ନ୍ତୁ: ଡିଜିଟାଲ୍‌ ଯୁଗରେ ଅଲୋଡ଼ା ହେଉଛି ପୁରୁଣା ବହି, ଅନଲାଇନ ସାଜୁଛି ବାଧକ

ସୂଚନାଅନୁସାରେ  କୋଲକାତା ରୁ ହାଇଦ୍ରାବାଦ ଯାଉଥିଲା ଇଣ୍ଡିଗୋ ବିମାନ। ମଝି ଆକାଶରେ ହଠାତ ବିମାନରେ ଥିବା ଜଣେ ଯାତ୍ରୀ ଗୁରୁତର ଅସୁସ୍ଥ ହୋଇପଡିଲେ। ଯାହାଫଳରେ ବିମାନଟିର ପାଇଲଟ୍‌ ବିମାନର ଜରୁରୀ ଅବତରଣ ପାଇଁ  ଭୁବନେଶ୍ବର ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦର କଣ୍ଟୋଲରୁମ୍‌ ସହ ଯୋଗାଯୋଗ କରିଥିଲେ। ଯାଥାଶିଘ୍ର ବିମାନଟିକୁ ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦରରେ  ଜରୁରୀ ଅବତରଣ କରାଯାଇଥିଲା। ବିମାନ ଅବତରଣ କରାଯିବା ପରେ ତତକ୍ଷଣାତ ଅସୁସ୍ଥ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ଓଲଟିଲା ଡିଜେ ଗାଡ଼ି: ଜଣଙ୍କର ମୃତ୍ୟୁ, ୧୦ରୁ ଊର୍ଦ୍ଧ୍ୱ ଆହତ

 

ଆହୁରି ପଢ଼ନ୍ତୁ: ବିଜେପି ଶାସନରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଅସୁରକ୍ଷିତ, ମହିଳା ଓ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ: ବିଜେଡି

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର