ଜୁଏଲେରୀ ଦୋକାନୀକୁ ୨୨ ଲକ୍ଷ ୪୨ ହଜାର ୩୬୦ ଟଙ୍କା ଜରିମାନା, ଦେଇପାରିଲେନି ସୁନା ଓ ରୁପାର ହିସାବ

The Sakala Picture
Published On

ଜୟପୁର: ଜୟପୁର ସହରର ମୟୂରୀ ଜୁଏଲର୍ସକୁ ୨୨ ଲକ୍ଷ ୪୨ ହଜାର ୩୬୦ ଟଙ୍କା ଜରିମାନା ହୋଇଛି। ସୁନା ଓ ରୁପା କିଣାବିକାରେ ହେରଫେର୍‌ ହୋଇଥିବା ଅଭିଯୋଗରେ ଏହି ଜରିମାନା କରିଛି । ଜିଏସ୍‌ଟି ଏନଫୋର୍ସମେଣ୍ଟ ସ୍କ୍ୱାଡ୍‌।ସୁନା ଓ ରୁପା କିଣାବିକାରେ ହୋଇଥିବା ହେରଫେର୍‌ ଅଭିଯୋଗରେ ଗତ ୪ ତାରିଖରେ ରାଜ୍ୟରେ ୧୨ଟି ସହରରେ ଚଢ଼ଉ କରିଥିଲା ଜିଏସ୍‌ଟି ଏନଫୋର୍ସମେଣ୍ଟ ସ୍କ୍ୱାଡ୍‌। ଏଥିରେ ଜୟପୁରର ମୟୂରୀ ଜୁଏଲର୍ସ ରହିଥିଲା। ଜିଏସ୍‌ ବିଭାଗ ଜୁଏଲର୍ସରେ ଚଢ଼ଉ ବେଳେ ୬୯୦ […]

ଜୟପୁର: ଜୟପୁର ସହରର ମୟୂରୀ ଜୁଏଲର୍ସକୁ ୨୨ ଲକ୍ଷ ୪୨ ହଜାର ୩୬୦ ଟଙ୍କା ଜରିମାନା ହୋଇଛି। ସୁନା ଓ ରୁପା କିଣାବିକାରେ ହେରଫେର୍‌ ହୋଇଥିବା ଅଭିଯୋଗରେ ଏହି ଜରିମାନା କରିଛି । ଜିଏସ୍‌ଟି ଏନଫୋର୍ସମେଣ୍ଟ ସ୍କ୍ୱାଡ୍‌।ସୁନା ଓ ରୁପା କିଣାବିକାରେ ହୋଇଥିବା ହେରଫେର୍‌ ଅଭିଯୋଗରେ ଗତ ୪ ତାରିଖରେ ରାଜ୍ୟରେ ୧୨ଟି ସହରରେ ଚଢ଼ଉ କରିଥିଲା ଜିଏସ୍‌ଟି ଏନଫୋର୍ସମେଣ୍ଟ ସ୍କ୍ୱାଡ୍‌। ଏଥିରେ ଜୟପୁରର ମୟୂରୀ ଜୁଏଲର୍ସ ରହିଥିଲା। ଜିଏସ୍‌ ବିଭାଗ ଜୁଏଲର୍ସରେ ଚଢ଼ଉ ବେଳେ ୬୯୦ ଗ୍ରାମ ସୁନା ଓ ୧୧୩୨୯ ଗ୍ରାମ ରୁପା ଜବତ କରିଥିଲା। ଯାହାର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ୩୯ ହଜାର ଟଙ୍କା ହେବ। ଏହି ସୁନା ଓ ରୁପାର ହିସାବ ଗହଣା ଦୋକାନୀ ଦେଇପାରିନଥିଲେ। ତେଣୁ ଏଥିରେ ହେର୍‌ଫେର୍‌ ହୋଇଥିବା ଜିଏସ୍‌ଟି ସନ୍ଦେହ କରିଥିଲା। ସେଥିପାଇଁ ଏହି ଫାଇନ୍‌ ହୋଇଛି।

ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟରେ ଫସିରହିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ

ଆହୁରି ପଢ଼ନ୍ତୁ: ମଦ ପିଇ ତହସିଲ ଅଫିସ ଆସିଥିଲେ ୩ କର୍ମଚାରୀ, ନିଲମ୍ୱନ କଲେ ଜିଲ୍ଲାପାଳ

07 Oct 2021 By The Sakala

ଜୁଏଲେରୀ ଦୋକାନୀକୁ ୨୨ ଲକ୍ଷ ୪୨ ହଜାର ୩୬୦ ଟଙ୍କା ଜରିମାନା, ଦେଇପାରିଲେନି ସୁନା ଓ ରୁପାର ହିସାବ

ଜୟପୁର: ଜୟପୁର ସହରର ମୟୂରୀ ଜୁଏଲର୍ସକୁ ୨୨ ଲକ୍ଷ ୪୨ ହଜାର ୩୬୦ ଟଙ୍କା ଜରିମାନା ହୋଇଛି। ସୁନା ଓ ରୁପା କିଣାବିକାରେ ହେରଫେର୍‌ ହୋଇଥିବା ଅଭିଯୋଗରେ ଏହି ଜରିମାନା କରିଛି । ଜିଏସ୍‌ଟି ଏନଫୋର୍ସମେଣ୍ଟ ସ୍କ୍ୱାଡ୍‌।ସୁନା ଓ ରୁପା କିଣାବିକାରେ ହୋଇଥିବା ହେରଫେର୍‌ ଅଭିଯୋଗରେ ଗତ ୪ ତାରିଖରେ ରାଜ୍ୟରେ ୧୨ଟି ସହରରେ ଚଢ଼ଉ କରିଥିଲା ଜିଏସ୍‌ଟି ଏନଫୋର୍ସମେଣ୍ଟ ସ୍କ୍ୱାଡ୍‌। ଏଥିରେ ଜୟପୁରର ମୟୂରୀ ଜୁଏଲର୍ସ ରହିଥିଲା। ଜିଏସ୍‌ ବିଭାଗ ଜୁଏଲର୍ସରେ ଚଢ଼ଉ ବେଳେ ୬୯୦ ଗ୍ରାମ ସୁନା ଓ ୧୧୩୨୯ ଗ୍ରାମ ରୁପା ଜବତ କରିଥିଲା। ଯାହାର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ୩୯ ହଜାର ଟଙ୍କା ହେବ। ଏହି ସୁନା ଓ ରୁପାର ହିସାବ ଗହଣା ଦୋକାନୀ ଦେଇପାରିନଥିଲେ। ତେଣୁ ଏଥିରେ ହେର୍‌ଫେର୍‌ ହୋଇଥିବା ଜିଏସ୍‌ଟି ସନ୍ଦେହ କରିଥିଲା। ସେଥିପାଇଁ ଏହି ଫାଇନ୍‌ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର