ଭାରତ ବନ୍ଦ ଭିତରେ ଫସିଗଲେ 'ବର', ବିବାହ ମଣ୍ଡପକୁ ଯିବା ପୂର୍ବରୁ ଅଟକାଇଲେ ବିକ୍ଷୋଭକାରୀ

Madhusudan Das Picture
Published On

ଭୁବନେଶ୍ୱର: ଭାରତ ବନ୍ଦ ଭିତରେ ଫସିଗଲେ 'ବର' । ରାସ୍ତା ମଝିରେ ହେଲେ ହଟହଟା । ସୋରରୁ ଖୋର୍ଦ୍ଧା ଯିବାବେଳେ ଭୁବନେଶ୍ବରରେ ଅଟକିଲେ । ବିବାହ ମଣ୍ଡପକୁ ଯିବା ପୂର୍ବରୁ ଜୟଦେବ ବିହାରରେ ବର ଗାଡିକୁ ଅଟକାଇଲେ ବିକ୍ଷୋଭକାରୀ । ଭାରତ ବନ୍ଦ ଯୋଗୁଁ ରାସ୍ତା ମଝିରେ ହଟହଟା ହେଲେ ବର ଓ ବରଯାତ୍ରୀ । ବେଶ୍ କିଛି ସମୟ ଯାଏଁ ଘଟଣାସ୍ଥଳରେ ଉତ୍ତେଜନାମୂଳକ ସ୍ଥିତି ଉପୁଜିଥିଲା। ପରେ ବର ଓ ବରଯାତ୍ରୀକୁ ଆନ୍ଦୋଳନକାରୀମାନେ ରାସ୍ତା ଛାଡ଼ିଥିଲେ । ତେବେ ଏହି ଉତ୍ତେଜନାକୁ ନେଇ ବର କହିଛନ୍ତି ଯେ, ବନ୍ଦ ସଂପର୍କରେ କୌଣସି କଥା ମୁଁ ଜାଣିନଥିଲି । ବିବାହ କରିବାକୁ ଆମେ ଖୋର୍ଦ୍ଧା ଯାଉଛୁ ।

ଆହୁରି ପଢ଼ନ୍ତୁ: ରାଜଧାନୀ କାର୍ ଦୁର୍ଘଟଣା ପଛରେ ହତ୍ୟା ରହସ୍ୟ: ତଣ୍ଟି କାଟି ପ୍ରେମିକକୁ ମାରିଦେଲା ପ୍ରେମିକା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp