ଶୋଇଥିବା ବେଳେ କଳାକନା ବୁଲାଇଲେ ଦୁର୍ବୃତ୍ତ: ଲୁଟିନେଲେ ୨୫ ଭରି ସୁନା, ୪୦ ଭରି ରୂପା ସମେତ ନଗଦ ୨୫ ହଜାର ଟଙ୍କା
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ତୁଳସୀ ନଗର ୪ର୍ଥ ଲାଇନ ନିବାସୀ କିଶୋର ଚନ୍ଦ୍ର ଗୌଡ଼ଙ୍କ ଘରୁ ବଡ଼ ଧରଣର ଚୋରି ହୋଇଛି । ବିଳମ୍ବିତ ରାତିରେ ଦୁର୍ବତ୍ତମାନେ ଘରେ ପଶି ୨୫ ଭରି ସୁନା, ୪୦ ଭରି ରୂପା , ନଗଦ୨୫ ହଜାର ଟଙ୍କା ଓ ଏଟିଏମ ,ଆଧାର କାର୍ଡ ସମେତ ଆନ୍ୟନ୍ୟ କାଗଜପତ୍ର ଚୋରି କରି ନେଇଯାଇଛନ୍ତି । ଘରେ ଭିତରେ ଲୋକେ ଶୋଇଥିଲେ ତଥାପି ଚୋର ଗ୍ୟାଙ୍ଗ ଚୋରି କରିବାରେ […]
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ତୁଳସୀ ନଗର ୪ର୍ଥ ଲାଇନ ନିବାସୀ କିଶୋର ଚନ୍ଦ୍ର ଗୌଡ଼ଙ୍କ ଘରୁ ବଡ଼ ଧରଣର ଚୋରି ହୋଇଛି । ବିଳମ୍ବିତ ରାତିରେ ଦୁର୍ବତ୍ତମାନେ ଘରେ ପଶି ୨୫ ଭରି ସୁନା, ୪୦ ଭରି ରୂପା , ନଗଦ୨୫ ହଜାର ଟଙ୍କା ଓ ଏଟିଏମ ,ଆଧାର କାର୍ଡ ସମେତ ଆନ୍ୟନ୍ୟ କାଗଜପତ୍ର ଚୋରି କରି ନେଇଯାଇଛନ୍ତି । ଘରେ ଭିତରେ ଲୋକେ ଶୋଇଥିଲେ ତଥାପି ଚୋର ଗ୍ୟାଙ୍ଗ ଚୋରି କରିବାରେ ସଫଳ ହୋଇଛି । ଏ ନେଇ ଛତ୍ରପୁର ଥାନାରେ ଅଭିଯୋଗ କରିଛନ୍ତି କିଶୋର ଚନ୍ଦ୍ର ଗୌଡ଼ । ପୁଲିସର ଢ଼ିଲା ପେଟ୍ରୋଲ ଯୋଗୁଁ ଚୋରି ମାମଲା ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି। ଖବର ପାଇ ଘଟଣା ସ୍ଥଳରେ ଛତ୍ରପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହା ସହିତ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ପୁଲିସ ଘରେ ଭିତରେ ସ୍ୱାମୀ ଓ ସ୍ତ୍ରୀ ଅନ୍ୟ ଏକ ରୁମ୍ରେ ଶୋଇଥିଵା ବେଳେ ଅନ୍ୟ ରୁମରେ ଥିବା ଆଲମିରାକୁ ତାଡି ସୁନା ରୁପା ଓ ଟଙ୍କା ନେବାରେ ସଫଳ ହୋଇଥିଲେ।