ବୋଲେରୋରୁ ୪ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

The Sakala Picture
Published On

ନବରଙ୍ଗପୁର : ଗଞ୍ଜେଇ ବେପାରୀମାନେ ଲକଡାଉନରେ ବହୁତ ସକ୍ରିୟ ହୋଇପଡିଥିବା ଜଣାପଡୁଛି । ଯେ କୌଣସି ଉପାୟରେ ଗଞ୍ଜେଇ ଚାଲାଣ କରିବା ପାଇଁ ପଛାଉନାହାନ୍ତି ବେପାରୀ । ପୋଲିସକୁ ଚକମା ଦେବା ପାଇଁ ବିଭିନ୍ନ ଉପାୟ ଆପଣାଉଛନ୍ତି । ଏକ ବୋଲେରୋରେ ମାଲକାନଗିରିରୁ ଝାଡଖଣ୍ଡକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୋଲିସ ଚଢାଉ କରି ୬୪ କେଜି ଗଞ୍ଜେଇ ଜବତ କରିଛି । ଏଥିସହ ୨ ଜଣଙ୍କୁ ଗିରଫ କରିଛି ମଇଦଲପୁର ପୋଲିସ। ଜବତ ଗଞ୍ଜେଇର ଆନୁମାନକିକ […]

ନବରଙ୍ଗପୁର : ଗଞ୍ଜେଇ ବେପାରୀମାନେ ଲକଡାଉନରେ ବହୁତ ସକ୍ରିୟ ହୋଇପଡିଥିବା ଜଣାପଡୁଛି । ଯେ କୌଣସି ଉପାୟରେ ଗଞ୍ଜେଇ ଚାଲାଣ କରିବା ପାଇଁ ପଛାଉନାହାନ୍ତି ବେପାରୀ । ପୋଲିସକୁ ଚକମା ଦେବା ପାଇଁ ବିଭିନ୍ନ ଉପାୟ ଆପଣାଉଛନ୍ତି । ଏକ ବୋଲେରୋରେ ମାଲକାନଗିରିରୁ ଝାଡଖଣ୍ଡକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୋଲିସ ଚଢାଉ କରି ୬୪ କେଜି ଗଞ୍ଜେଇ ଜବତ କରିଛି । ଏଥିସହ ୨ ଜଣଙ୍କୁ ଗିରଫ କରିଛି ମଇଦଲପୁର ପୋଲିସ। ଜବତ ଗଞ୍ଜେଇର ଆନୁମାନକିକ ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ପୁଣି ବିବାଦରେ FM ସ୍ୱୟଂଶାସିତ ମହାବିଦ୍ୟାଳୟ: ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ହ୍ଵାଟସଆପ୍ ଡାର୍ଟି ମେସେଜ୍ ଭାଇରାଲ୍

14 Jun 2021 By The Sakala

ବୋଲେରୋରୁ ୪ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ନବରଙ୍ଗପୁର : ଗଞ୍ଜେଇ ବେପାରୀମାନେ ଲକଡାଉନରେ ବହୁତ ସକ୍ରିୟ ହୋଇପଡିଥିବା ଜଣାପଡୁଛି । ଯେ କୌଣସି ଉପାୟରେ ଗଞ୍ଜେଇ ଚାଲାଣ କରିବା ପାଇଁ ପଛାଉନାହାନ୍ତି ବେପାରୀ । ପୋଲିସକୁ ଚକମା ଦେବା ପାଇଁ ବିଭିନ୍ନ ଉପାୟ ଆପଣାଉଛନ୍ତି । ଏକ ବୋଲେରୋରେ ମାଲକାନଗିରିରୁ ଝାଡଖଣ୍ଡକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୋଲିସ ଚଢାଉ କରି ୬୪ କେଜି ଗଞ୍ଜେଇ ଜବତ କରିଛି । ଏଥିସହ ୨ ଜଣଙ୍କୁ ଗିରଫ କରିଛି ମଇଦଲପୁର ପୋଲିସ। ଜବତ ଗଞ୍ଜେଇର ଆନୁମାନକିକ ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର