ତପ୍ତପାଣି ଘାଟିରେ ବରଯାତ୍ରୀ ବସ୍ ଦୁର୍ଘଟଣା, ୧୫ରୁ ଉର୍ଦ୍ଧ ଆହାତ

The Sakala Picture
Published On

ସାନଖେମୁଣ୍ଡି: ଗଞ୍ଜାମ – ଗଜପତି ସୀମାନ୍ତ ମୁଖ୍ୟ ରାସ୍ତା ପାଟପୁର ଥାନା ତପ୍ତପାଣି ଘାଟିରେ ରବିବାର ଗୁପ୍ତେଶ୍ୱର ନାମକ ବରଯାତ୍ରୀ ବସ୍ ଦୁର୍ଘଟଣା । ଉକ୍ତ ଦୁର୍ଘଟଣାରେ ୧୫ରୁ ଉର୍ଦ୍ଧ ଆହାତ ହୋଇଛନ୍ତି। ଆହାତ ମାନେ ହେଲେ ପାଟପୁର ବାରମୁଣ୍ଡୁଳି ଗ୍ରାମର ମମତା ପଣ୍ଡା, ପ୍ରଭାସିନୀ ବିଷୋୟୀ, ରାମହରି ବିଷୋୟୀ, ସୂର୍ଯ୍ୟ ବିଷୋୟୀ, ଦିଗପହଣ୍ଡି ଥାନା ଭିସ୍ମଗିରି ଗ୍ରାମର ଚିନ୍ମୟ ମାହାନ୍ତି, ଲକ୍ଷ୍ମଣ ଦିକ୍ଷୀତି, ନିତ୍ୟାନନ୍ଦ ଦିକ୍ଷିତି, ସନ୍ତୋଷ ରଥ, ଏସ.ଟିକରପଡ଼ା ଗ୍ରାମର କୁମାରୀ ପାତ୍ର, ବନିତା […]

ସାନଖେମୁଣ୍ଡି: ଗଞ୍ଜାମ – ଗଜପତି ସୀମାନ୍ତ ମୁଖ୍ୟ ରାସ୍ତା ପାଟପୁର ଥାନା ତପ୍ତପାଣି ଘାଟିରେ ରବିବାର ଗୁପ୍ତେଶ୍ୱର ନାମକ ବରଯାତ୍ରୀ ବସ୍ ଦୁର୍ଘଟଣା । ଉକ୍ତ ଦୁର୍ଘଟଣାରେ ୧୫ରୁ ଉର୍ଦ୍ଧ ଆହାତ ହୋଇଛନ୍ତି। ଆହାତ ମାନେ ହେଲେ ପାଟପୁର ବାରମୁଣ୍ଡୁଳି ଗ୍ରାମର ମମତା ପଣ୍ଡା, ପ୍ରଭାସିନୀ ବିଷୋୟୀ, ରାମହରି ବିଷୋୟୀ, ସୂର୍ଯ୍ୟ ବିଷୋୟୀ, ଦିଗପହଣ୍ଡି ଥାନା ଭିସ୍ମଗିରି ଗ୍ରାମର ଚିନ୍ମୟ ମାହାନ୍ତି, ଲକ୍ଷ୍ମଣ ଦିକ୍ଷୀତି, ନିତ୍ୟାନନ୍ଦ ଦିକ୍ଷିତି, ସନ୍ତୋଷ ରଥ, ଏସ.ଟିକରପଡ଼ା ଗ୍ରାମର କୁମାରୀ ପାତ୍ର, ବନିତା ପାତ୍ର, ପେଣ୍ଠl ଗ୍ରାମର ସୁରେଶ ପଣ୍ଡା, ଲକ୍ଷ୍ମୀକାନ୍ତ ପଣ୍ଡା, ସିମାଞ୍ଚଳ ପଣ୍ଡା, ଲଣ୍ଡା ଗୌଡ଼, ମହେଶ ବିଶ୍ୱାସରାୟ, ଲକ୍ଷ୍ମୀକାନ୍ତ ବିଶ୍ୱାସରାୟ, କିଶୋର ସାହୁ।

ସୂଚନା ମୁତାବକ ଦିଗପହଣ୍ଡି ଥାନା ମେଘୋଝୋଲି ଗ୍ରାମ ନିକଟ ପେଣ୍ଠl ଗ୍ରାମରୁ ଗୁପ୍ତେଶ୍ୱର ନାମକ ଏକ ବସରେ ବାହାଘର କାର୍ଯ୍ୟରେ ଗଜପତି ଜିଲ୍ଲା ଚାନ୍ଦିପୁଟ ଗ୍ରାମରେ ଯୋଗ ଦେଇ ନିଜ ଗାଁ ପେଣ୍ଠlକୁ ଫେରୁଥିବା ବେଳେ ତପ୍ତପାଣି ଘାଟି ନିକଟରେ ଗାଡ଼ିର ବ୍ରେକଫେଲ୍ ହୋଇଯିବାରୁ ଗାଡ଼ିଟି ଭାରସାମ୍ୟ ହରାଇ ଏକ ରାସ୍ତା କଡରେ ଥିବା ପଥରକୁ ଧକ୍କା ଦେଇଥିଲା। ଫଳରେ ଗାଡ଼ରେ ବସିଥିବା ୧୫ରୁ ଉର୍ଦ୍ଧ ଜଣ ଆହତ ହୋଇଥିଲେ। ଖବର ପାଇ ସାନଖେମୁଣ୍ଡି ଅଗ୍ନିସମ ବାହୀନି, ପାଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଅଟୋ, କାର, ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ିରେ ନିକଟସ୍ଥ ଦିଗପହଣ୍ଡି ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଦିଗପହଣ୍ଡି ମେଡ଼ିକାଲରେ ଆସିକା ଏସ ଡି ପି ଓ ସଞ୍ଜୟ ମହାପାତ୍ର, ପାଟପୁର ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ ପହଞ୍ଚି ଆହାତ ମାନଙ୍କ ସ୍ଵାସ୍ଥ୍ୟ ଅବସ୍ଥା ବୁଝିବା ସହ ଦୁର୍ଘଟଣା ଗ୍ରସ୍ତ ବସ୍ କୁ ଜବତ କରିଥିବା ଜଣାପଡ଼ିଛି ।

03 Mar 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର