ଶିକାର ଭାବି ସାଙ୍ଗକୁ ଗୁଳିକଲା ଆଉ ଜଣେ ସାଙ୍ଗ, ୪ ଅଟକ

The Sakala Picture
Published On

ଢ଼େଙ୍କାନାଳ: ଶିକାର ଭାବି ସାଙ୍ଗକୁ ଗୁଳିକଲା ଆଉ ଜଣେ ସାଙ୍ଗ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ କଦଳୀପାଳ ଗାଁ ମାନପୁର ସାହିରେ ଘଟିଛି ଅଭାବନୀୟ ଘଟଣା। ଘଟଣାରେ ୪ ଜଣଙ୍କୁ ଅଟକ ରଖିଛି ରାସୋଳ ଥାନା ପୋଲିସ । ବାର୍‌ହା ଶିକାର କରିବାକୁ ୫ ଜଣ ସାଙ୍ଗ ହୋଇ ଜଙ୍ଗଲକୁ ଯାଇଥିଲେ । ସେଠାରେ ଜଣେ ସାଙ୍ଗ ଶିକାର ଉଦ୍ଦେଶ୍ୟରେ ଗୁଳି ଚଳାଇଥିଲା । ଶିକାର ଭାବି ଗୁଳି ଚଳାଇଥିବାବେଳେ ଆଉ ଜଣେ ସାଙ୍ଗର ମୃତ୍ୟୁ ହୋଇଛି। […]

ଢ଼େଙ୍କାନାଳ: ଶିକାର ଭାବି ସାଙ୍ଗକୁ ଗୁଳିକଲା ଆଉ ଜଣେ ସାଙ୍ଗ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ କଦଳୀପାଳ ଗାଁ ମାନପୁର ସାହିରେ ଘଟିଛି ଅଭାବନୀୟ ଘଟଣା। ଘଟଣାରେ ୪ ଜଣଙ୍କୁ ଅଟକ ରଖିଛି ରାସୋଳ ଥାନା ପୋଲିସ । ବାର୍‌ହା ଶିକାର କରିବାକୁ ୫ ଜଣ ସାଙ୍ଗ ହୋଇ ଜଙ୍ଗଲକୁ ଯାଇଥିଲେ । ସେଠାରେ ଜଣେ ସାଙ୍ଗ ଶିକାର ଉଦ୍ଦେଶ୍ୟରେ ଗୁଳି ଚଳାଇଥିଲା । ଶିକାର ଭାବି ଗୁଳି ଚଳାଇଥିବାବେଳେ ଆଉ ଜଣେ ସାଙ୍ଗର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ବାବୁଲି ନାଏକ। ଖବର ଜଣା ପଡିବା ପରେ ଗାଁରେ ଆଲୋଡନ ସୃଷ୍ଟି ହୋଇଛି। ମୃତଦେହକୁ ଜବତ କରି ହିନ୍ଦୋଳ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ। ଘଟଣାରେ ୪ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

04 Apr 2025 By The Sakala

ଶିକାର ଭାବି ସାଙ୍ଗକୁ ଗୁଳିକଲା ଆଉ ଜଣେ ସାଙ୍ଗ, ୪ ଅଟକ

ଢ଼େଙ୍କାନାଳ: ଶିକାର ଭାବି ସାଙ୍ଗକୁ ଗୁଳିକଲା ଆଉ ଜଣେ ସାଙ୍ଗ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ କଦଳୀପାଳ ଗାଁ ମାନପୁର ସାହିରେ ଘଟିଛି ଅଭାବନୀୟ ଘଟଣା। ଘଟଣାରେ ୪ ଜଣଙ୍କୁ ଅଟକ ରଖିଛି ରାସୋଳ ଥାନା ପୋଲିସ । ବାର୍‌ହା ଶିକାର କରିବାକୁ ୫ ଜଣ ସାଙ୍ଗ ହୋଇ ଜଙ୍ଗଲକୁ ଯାଇଥିଲେ । ସେଠାରେ ଜଣେ ସାଙ୍ଗ ଶିକାର ଉଦ୍ଦେଶ୍ୟରେ ଗୁଳି ଚଳାଇଥିଲା । ଶିକାର ଭାବି ଗୁଳି ଚଳାଇଥିବାବେଳେ ଆଉ ଜଣେ ସାଙ୍ଗର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ବାବୁଲି ନାଏକ। ଖବର ଜଣା ପଡିବା ପରେ ଗାଁରେ ଆଲୋଡନ ସୃଷ୍ଟି ହୋଇଛି। ମୃତଦେହକୁ ଜବତ କରି ହିନ୍ଦୋଳ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ। ଘଟଣାରେ ୪ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ।

https://www.thesakala.in/latest-odisha-news/friend-killed-his-friend-while-hunting-in-dhenkanal/article-39781
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର