ମନୋରଞ୍ଜନ
ଆଟ୍ ରିସ୍କ ଦେଶରୁ ଓଡ଼ିଶା ଫେରିଥିବା ୯୮୨ଜଣଙ୍କ ମଧ୍ୟରୁ ୪ଜଣ କରୋନା ପଜିଟିଭ ଚିହ୍ନଟ, ଜିନୋମ ସିକ୍ୱେନସିଂ ପାଇଁ ପଠାଯାଇଛି ନମୁନା
ଭୁବନେଶ୍ବର : ରାଜ୍ୟ ପାଇଁ ବଢୁଛି ଓମିକ୍ରନ୍ ଭୟ । ଦେଶରେ ୪ ଟି ରାଜ୍ୟ ଓ ରାଜଧାନୀ ଦିଲ୍ଲୀରେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇସାରିଥିବା ବେଳେ ଓଡ଼ିଶାରେ ଯେମିତି ଏହା ପ୍ରବେଶ ନକରେ, ତା’ଉପରେ କଡ଼ା ନଜର ରଖିଛନ୍ତି ରାଜ୍ୟ ସରକାର। ଗତକାଲି ସୁଦ୍ଧା ଓଡ଼ିଶା ଫେରିଥିବା ୯୮୨ଜଣଙ୍କର କରୋନା ପରୀକ୍ଷା କରାଯାଇଥିବା ବେଳେ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ତେବେ କରୋନା […]
ଭୁବନେଶ୍ବର : ରାଜ୍ୟ ପାଇଁ ବଢୁଛି ଓମିକ୍ରନ୍ ଭୟ । ଦେଶରେ ୪ ଟି ରାଜ୍ୟ ଓ ରାଜଧାନୀ ଦିଲ୍ଲୀରେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇସାରିଥିବା ବେଳେ ଓଡ଼ିଶାରେ ଯେମିତି ଏହା ପ୍ରବେଶ ନକରେ, ତା’ଉପରେ କଡ଼ା ନଜର ରଖିଛନ୍ତି ରାଜ୍ୟ ସରକାର। ଗତକାଲି ସୁଦ୍ଧା ଓଡ଼ିଶା ଫେରିଥିବା ୯୮୨ଜଣଙ୍କର କରୋନା ପରୀକ୍ଷା କରାଯାଇଥିବା ବେଳେ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି
ତେବେ କରୋନା ସଂକ୍ରମିତ ୪ଜଣ ଓମିକ୍ରମ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି ନା ନାହିଁ, ସେ ବିଷୟରେ ଜାଣିବା ପାଇଁ ନମୁନାକୁ ଜିନୋମ ସିକ୍ୱେନସିଂ ପାଇଁ ପଠାଯାଇଥିବା କହିଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ତାଙ୍କ କହିବା ମୁତାବକ, ବିଦେଶ ଫେରାନ୍ତଙ୍କୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ । ସେମାନେ ଫେରାର ନାହାନ୍ତି । କିଛି ଲୋକ ଫୋନ ଉଠାଉ ନାହାନ୍ତି । ସ୍ୱାସ୍ଥ୍ୟକର୍ମୀମାନେ ଗାଁ ଗାଁ ବୁଲି ସେମାନଙ୍କୁ ଟ୍ରେସ କରିବା କାମରେ ଲାଗିଛନ୍ତି । ଯଦି ତୃତୀୟ ଲହର ଆସେ, ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର । ପ୍ରଥମ ଓ ଦ୍ବିତୀୟ ଲହରରୁ ରାଜ୍ୟ ଅନେକ ଶିକ୍ଷା ପାଇଛି ବୋଲି ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।