ଆଜିଠାରୁ ମାଟ୍ରିକ ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା, କପି ଧରିବାକୁ ୧୧୨ଟି ସ୍କ୍ୱାଡ୍

The Sakala Picture
Published On

ଭୁବନେଶ୍ବର :  ଆଜିଠୁ ଦଶମ ଶ୍ରେଣୀର ପ୍ରଥମ ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା ।ମୋଟ ୫ ଲକ୍ଷ ୭୬ ହଜାର ୩୮୭ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ । ୩ ହଜାର ୧୪୩ଟି କେନ୍ଦ୍ରରେ ପରୀକ୍ଷା ହେବ । ଆସନ୍ତା ୮ ତାରିଖ ଯାଏଁ ଚାଲିବାକୁ ଥିବା ଏହି ପରୀକ୍ଷାରେ ପ୍ରଥମ ତିନି ଦିନ ୨ଟି ସିଟିଂରେ ଲିଖିତ ଓ ଶେଷ ଦିନ କେବଳ ପ୍ରାକ୍ଟିକାଲ ପରୀକ୍ଷା ହେବ । ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ଶେଷ […]

ଭୁବନେଶ୍ବର :  ଆଜିଠୁ ଦଶମ ଶ୍ରେଣୀର ପ୍ରଥମ ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା ।ମୋଟ ୫ ଲକ୍ଷ ୭୬ ହଜାର ୩୮୭ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ । ୩ ହଜାର ୧୪୩ଟି କେନ୍ଦ୍ରରେ ପରୀକ୍ଷା ହେବ । ଆସନ୍ତା ୮ ତାରିଖ ଯାଏଁ ଚାଲିବାକୁ ଥିବା ଏହି ପରୀକ୍ଷାରେ ପ୍ରଥମ ତିନି ଦିନ ୨ଟି ସିଟିଂରେ ଲିଖିତ ଓ ଶେଷ ଦିନ କେବଳ ପ୍ରାକ୍ଟିକାଲ ପରୀକ୍ଷା ହେବ । ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୩୧୧ଟି ନୋଡାଲ୍ କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯାଇଥିବାବେଳେ କପି ଧରିବା ପାଇଁ ୧୧୨ଟି ସ୍କ୍ୱାଡ୍ ଗଠନ କରାଯାଇଛି।

ଆହୁରି ପଢ଼ନ୍ତୁ: ‘ଏପିକେ’ ଆତଙ୍କ: ଫାଇଲ୍‌‌ ଖୋଲିଲେ ହ୍ୟାକରଙ୍କ ନିୟନ୍ତ୍ରଣକୁ ଚାଲିଯିବ ଆପଣଙ୍କ ମୋବାଇଲ, ଖାଲି ହୋଇଯିବ ଆକାଉଣ୍ଟ

କୋରୋନା ସଂକ୍ରମଣ ଦୃଷ୍ଟିରୁ ସମସ୍ତ ପରୀକ୍ଷା କେନ୍ଦ୍ରରେ ବ୍ୟାପକ ସତର୍କତା ଅବଲମ୍ବନ କରିବାକୁ କେନ୍ଦ୍ର ଅଧୀକ୍ଷକଙ୍କୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ରୁମରେ ୨୪ ଜଣ ଲେଖାଏଁ ପିଲା ବସିବେ । OMR ସିଟ୍‌ରେ ୬ଟି ବିଷୟରେ ହେବ ପରୀକ୍ଷା । ଦିନ ୧୦ରୁ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ୯ଟାରୁ କେନ୍ଦ୍ର ଭିତରକୁ କୋଭିଡ କଟକଣାରେ ଯାଞ୍ଚ ପରେ ପିଲାଙ୍କୁ ଛଡ଼ାଯାଉଛି । ୫୦ ମାର୍କ ବିଶିଷ୍ଟ OMR ସିଟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ପ୍ରତି ବିଷୟ ପାଇଁ ମିଳିବ ୧ ଘଣ୍ଟା ସମୟ ।କେବଳ ଗଣିତ ପାଇଁ ଦିଆଯିବ ୧୫ ମିନିଟର ଅଧିକ ସମୟ । ଦିନକୁ ଦୁଇଟି ସିଫ୍ଟରେ ପରୀକ୍ଷା ହେବ ।

ଆହୁରି ପଢ଼ନ୍ତୁ: ଚିଲିକା ନଳବଣରେ ଭୟାବହ ଅଗ୍ନିକାଣ୍ଡ: ୬ ଦିନ ହେଲା ଜଳୁଛି ନିଆଁ, ବିଦେଶାଗତ ପକ୍ଷୀଙ୍କ ଜୀବନ ସଙ୍କଟରେ

ପରୀକ୍ଷାର୍ଥୀ ଏବଂ ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଶିକ୍ଷକମାନଙ୍କ ମଧ୍ୟରୁ କେହି ବି ସଂକ୍ରମିତ ହେଲେ କିମ୍ବା ଲକ୍ଷଣ ପ୍ରକାଶ ପାଇଲେ, ସେମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ । ବୋର୍ଡ ପକ୍ଷରୁ ନୂଆ ମୂଲ୍ୟାଙ୍କନ ପଦ୍ଧତି ଅନୁଯାୟୀ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରଥମ ସମ୍ମେଟିଭ ଆସେସମେଂଟ ପରୀକ୍ଷା କରାଯାଉଛି ।ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ଆଗକୁ ମାର୍ଚ୍ଚ ମାସରେ ବୋର୍ଡ଼ ପରୀକ୍ଷା ହେବ କି ନାହିଁ ତାକୁ ନେଇ ଦ୍ବନ୍ଦ୍ବରେ ଛାତ୍ରଛାତ୍ରୀ ଓ ଶିକ୍ଷକ । ଏଣୁ ସମେଟିଭ ଆସେସମେଣ୍ଟ ପରୀକ୍ଷା ସମସ୍ତ ଛାତ୍ରଛାତ୍ରୀ ନିଶ୍ଚିତ ଦେବାକୁ ସ୍କୁଲ ପକ୍ଷରୁ କୁହାଯାଇଛି । ତେବେ କରୋନା କାରଣରୁ ବାର୍ଷିକ ପରୀକ୍ଷା ହୋଇନପାରିଲେ ଏହି ସମ୍ମେଟିଭ୍ ଆସେସମେଣ୍ଟ ପରୀକ୍ଷା ଫଳ ଆଧାରରେ ମୂଲ୍ୟାୟନ କରାଯିବ ।

ଆହୁରି ପଢ଼ନ୍ତୁ: ମହିଳା ସଂରକ୍ଷଣ ବିଲ୍‌କୁ ନେଇ ବିଜେପି ନାଟକ କରୁଛି, ସଂରକ୍ଷଣ ନାଁରେ ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌ ପାରିତ ଉଦ୍ଦେଶ୍ୟ ଥିଲା: ବିଜେଡି

05 Jan 2022 By The Sakala

ଆଜିଠାରୁ ମାଟ୍ରିକ ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା, କପି ଧରିବାକୁ ୧୧୨ଟି ସ୍କ୍ୱାଡ୍

ଭୁବନେଶ୍ବର :  ଆଜିଠୁ ଦଶମ ଶ୍ରେଣୀର ପ୍ରଥମ ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା ।ମୋଟ ୫ ଲକ୍ଷ ୭୬ ହଜାର ୩୮୭ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ । ୩ ହଜାର ୧୪୩ଟି କେନ୍ଦ୍ରରେ ପରୀକ୍ଷା ହେବ । ଆସନ୍ତା ୮ ତାରିଖ ଯାଏଁ ଚାଲିବାକୁ ଥିବା ଏହି ପରୀକ୍ଷାରେ ପ୍ରଥମ ତିନି ଦିନ ୨ଟି ସିଟିଂରେ ଲିଖିତ ଓ ଶେଷ ଦିନ କେବଳ ପ୍ରାକ୍ଟିକାଲ ପରୀକ୍ଷା ହେବ । ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୩୧୧ଟି ନୋଡାଲ୍ କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯାଇଥିବାବେଳେ କପି ଧରିବା ପାଇଁ ୧୧୨ଟି ସ୍କ୍ୱାଡ୍ ଗଠନ କରାଯାଇଛି।

କୋରୋନା ସଂକ୍ରମଣ ଦୃଷ୍ଟିରୁ ସମସ୍ତ ପରୀକ୍ଷା କେନ୍ଦ୍ରରେ ବ୍ୟାପକ ସତର୍କତା ଅବଲମ୍ବନ କରିବାକୁ କେନ୍ଦ୍ର ଅଧୀକ୍ଷକଙ୍କୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ରୁମରେ ୨୪ ଜଣ ଲେଖାଏଁ ପିଲା ବସିବେ । OMR ସିଟ୍‌ରେ ୬ଟି ବିଷୟରେ ହେବ ପରୀକ୍ଷା । ଦିନ ୧୦ରୁ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ୯ଟାରୁ କେନ୍ଦ୍ର ଭିତରକୁ କୋଭିଡ କଟକଣାରେ ଯାଞ୍ଚ ପରେ ପିଲାଙ୍କୁ ଛଡ଼ାଯାଉଛି । ୫୦ ମାର୍କ ବିଶିଷ୍ଟ OMR ସିଟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ପ୍ରତି ବିଷୟ ପାଇଁ ମିଳିବ ୧ ଘଣ୍ଟା ସମୟ ।କେବଳ ଗଣିତ ପାଇଁ ଦିଆଯିବ ୧୫ ମିନିଟର ଅଧିକ ସମୟ । ଦିନକୁ ଦୁଇଟି ସିଫ୍ଟରେ ପରୀକ୍ଷା ହେବ ।

ପରୀକ୍ଷାର୍ଥୀ ଏବଂ ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଶିକ୍ଷକମାନଙ୍କ ମଧ୍ୟରୁ କେହି ବି ସଂକ୍ରମିତ ହେଲେ କିମ୍ବା ଲକ୍ଷଣ ପ୍ରକାଶ ପାଇଲେ, ସେମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ । ବୋର୍ଡ ପକ୍ଷରୁ ନୂଆ ମୂଲ୍ୟାଙ୍କନ ପଦ୍ଧତି ଅନୁଯାୟୀ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରଥମ ସମ୍ମେଟିଭ ଆସେସମେଂଟ ପରୀକ୍ଷା କରାଯାଉଛି ।ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ଆଗକୁ ମାର୍ଚ୍ଚ ମାସରେ ବୋର୍ଡ଼ ପରୀକ୍ଷା ହେବ କି ନାହିଁ ତାକୁ ନେଇ ଦ୍ବନ୍ଦ୍ବରେ ଛାତ୍ରଛାତ୍ରୀ ଓ ଶିକ୍ଷକ । ଏଣୁ ସମେଟିଭ ଆସେସମେଣ୍ଟ ପରୀକ୍ଷା ସମସ୍ତ ଛାତ୍ରଛାତ୍ରୀ ନିଶ୍ଚିତ ଦେବାକୁ ସ୍କୁଲ ପକ୍ଷରୁ କୁହାଯାଇଛି । ତେବେ କରୋନା କାରଣରୁ ବାର୍ଷିକ ପରୀକ୍ଷା ହୋଇନପାରିଲେ ଏହି ସମ୍ମେଟିଭ୍ ଆସେସମେଣ୍ଟ ପରୀକ୍ଷା ଫଳ ଆଧାରରେ ମୂଲ୍ୟାୟନ କରାଯିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର