ମଦ୍ୟପ ପୁଅକୁ କୁରାଢ଼ୀରେ ହାଣି ହତ୍ୟା କଲା ବାପା

Madhusudan Das Picture
Published On

ବାରିପଦା: ମଦ୍ୟପ ପୁଅକୁ କୁରାଢ଼ୀରେ ହାଣି ହତ୍ୟା କଲା ବାପା । ମଦ ପିଇ ପାଟିତୁଣ୍ଡ କରିବା ସହ ଗୋଇଠା ମାରିବାରୁ ପୁଅକୁ ହତ୍ୟା କଲା ବାପା । ଠାକୁରମୁଣ୍ଡା ଥାନା ଭରାଣ୍ଡିଆ ଗାଁରେ ଘଟିଛି ଏପରି ବୀଭତ୍ସ ହତ୍ୟାକାଣ୍ଡ । କୁରାଢ଼ୀରେ ହାଣି ହତ୍ୟା ପରେ ଥାନାରେ ଆତ୍ମସମର୍ପଣ କରିଛି ବାପା । ସୂଚନା ଅନୁସାରେ, ଗତକାଲି ରାତି ୯ଟା ବେଳେ ବାପା ଅନାମ ବାଉଁଶିଆ ରୋଷେଇ କରୁଥିବା ବେଳେ ପୁଅ ତପନ ମଦ ପିଇ ଆସି ବାପାଙ୍କ ସହ ପାଟିତୁଣ୍ଡ କରିଥିଲେ । ପୁଅ ଗୋଇଠା ମାରିବାରୁ ବାପା ରାଗି ଯାଇ ଏକ କୁରାଢ଼ୀରେ ହାଣି ତାକୁ ହତ୍ୟା କରିଥିଲେ । ପରେ ଠାକୁରମୁଣ୍ଡା ଥାନାରେ ଆତ୍ମସମର୍ପଣ କରିଛନ୍ତି । ଠାକୁରମୁଣ୍ଡା ଥାନା ପୋଲିସ ମାମଲା ରୁଜୁ କରି ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମ ଦ୍ଵାରା ଆଜି ତଦନ୍ତ କରୁଛି ପୋଲିସ ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

09 Jan 2026 By Madhusudan Das

ମଦ୍ୟପ ପୁଅକୁ କୁରାଢ଼ୀରେ ହାଣି ହତ୍ୟା କଲା ବାପା

ବାରିପଦା: ମଦ୍ୟପ ପୁଅକୁ କୁରାଢ଼ୀରେ ହାଣି ହତ୍ୟା କଲା ବାପା । ମଦ ପିଇ ପାଟିତୁଣ୍ଡ କରିବା ସହ ଗୋଇଠା ମାରିବାରୁ ପୁଅକୁ ହତ୍ୟା କଲା ବାପା । ଠାକୁରମୁଣ୍ଡା ଥାନା ଭରାଣ୍ଡିଆ ଗାଁରେ ଘଟିଛି ଏପରି ବୀଭତ୍ସ ହତ୍ୟାକାଣ୍ଡ । କୁରାଢ଼ୀରେ ହାଣି ହତ୍ୟା ପରେ ଥାନାରେ ଆତ୍ମସମର୍ପଣ କରିଛି ବାପା । ସୂଚନା ଅନୁସାରେ, ଗତକାଲି ରାତି ୯ଟା ବେଳେ ବାପା ଅନାମ ବାଉଁଶିଆ ରୋଷେଇ କରୁଥିବା ବେଳେ ପୁଅ ତପନ ମଦ ପିଇ ଆସି ବାପାଙ୍କ ସହ ପାଟିତୁଣ୍ଡ କରିଥିଲେ । ପୁଅ ଗୋଇଠା ମାରିବାରୁ ବାପା ରାଗି ଯାଇ ଏକ କୁରାଢ଼ୀରେ ହାଣି ତାକୁ ହତ୍ୟା କରିଥିଲେ । ପରେ ଠାକୁରମୁଣ୍ଡା ଥାନାରେ ଆତ୍ମସମର୍ପଣ କରିଛନ୍ତି । ଠାକୁରମୁଣ୍ଡା ଥାନା ପୋଲିସ ମାମଲା ରୁଜୁ କରି ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମ ଦ୍ଵାରା ଆଜି ତଦନ୍ତ କରୁଛି ପୋଲିସ ।

https://www.thesakala.in/latest-odisha-news/father-hacks-drunk-son-to-death-with-axe-in-baripada/article-44011
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର