ସମ୍ବଲପୁର ପୁଲିସ୍‌ ହାତରେ ନକଲି ଟଙ୍କା ତିଆରି ଗ୍ୟାଙ୍ଗ; ୧୩ ଲକ୍ଷ ନକଲି ଟଙ୍କା ଜବତ, ୬ ଗିରଫ

The Sakala Picture
Published On

ସମ୍ବଲପୁର: ସମ୍ବଲପୁର ପୁଲିସ୍‌କୁ ବଡ ସଫଳତା । ପୁଲିସ୍‌ ପଞ୍ଝାରେ ନକଲି ଟଙ୍କା ତିଆରି ଗ୍ୟାଙ୍ଗ । ସମ୍ବଲପୁର ପୋଲିସ ନକଲି ଟଙ୍କା ତିଆରି ଗ୍ୟାଙ୍ଗକୁ ଗିରଫ କରିବା ସହ  ୨୦୦୦, ୫୦୦ ଓ ୧୦୦ ଟଙ୍କିଆ ନକଲି ନୋଟ ଜବତ କରିଛି। ଏହା ସହିତ ଟଙ୍କା ପ୍ରସ୍ତୁତ ମେସିନ୍ ଓ ବିପୁଳ ପରିମାଣର କାଗଜ ମଧ୍ୟ ଜବତ କରିଛି ପୁଲିସ୍‌ । ତେବେ ଜବତ ନକଲି ନୋଟ୍‌ର ପରିମାଣ ପ୍ରାୟ ୧୩ ଲକ୍ଷ ଟଙ୍କାରୁ ଅଧିକ […]

ସମ୍ବଲପୁର: ସମ୍ବଲପୁର ପୁଲିସ୍‌କୁ ବଡ ସଫଳତା । ପୁଲିସ୍‌ ପଞ୍ଝାରେ ନକଲି ଟଙ୍କା ତିଆରି ଗ୍ୟାଙ୍ଗ । ସମ୍ବଲପୁର ପୋଲିସ ନକଲି ଟଙ୍କା ତିଆରି ଗ୍ୟାଙ୍ଗକୁ ଗିରଫ କରିବା ସହ  ୨୦୦୦, ୫୦୦ ଓ ୧୦୦ ଟଙ୍କିଆ ନକଲି ନୋଟ ଜବତ କରିଛି। ଏହା ସହିତ ଟଙ୍କା ପ୍ରସ୍ତୁତ ମେସିନ୍ ଓ ବିପୁଳ ପରିମାଣର କାଗଜ ମଧ୍ୟ ଜବତ କରିଛି ପୁଲିସ୍‌ । ତେବେ ଜବତ ନକଲି ନୋଟ୍‌ର ପରିମାଣ ପ୍ରାୟ ୧୩ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଏହି ଘଟଣାରେ ପୁଲିସ୍‌ ୬ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

08 Aug 2021 By The Sakala

ସମ୍ବଲପୁର ପୁଲିସ୍‌ ହାତରେ ନକଲି ଟଙ୍କା ତିଆରି ଗ୍ୟାଙ୍ଗ; ୧୩ ଲକ୍ଷ ନକଲି ଟଙ୍କା ଜବତ, ୬ ଗିରଫ

ସମ୍ବଲପୁର: ସମ୍ବଲପୁର ପୁଲିସ୍‌କୁ ବଡ ସଫଳତା । ପୁଲିସ୍‌ ପଞ୍ଝାରେ ନକଲି ଟଙ୍କା ତିଆରି ଗ୍ୟାଙ୍ଗ । ସମ୍ବଲପୁର ପୋଲିସ ନକଲି ଟଙ୍କା ତିଆରି ଗ୍ୟାଙ୍ଗକୁ ଗିରଫ କରିବା ସହ  ୨୦୦୦, ୫୦୦ ଓ ୧୦୦ ଟଙ୍କିଆ ନକଲି ନୋଟ ଜବତ କରିଛି। ଏହା ସହିତ ଟଙ୍କା ପ୍ରସ୍ତୁତ ମେସିନ୍ ଓ ବିପୁଳ ପରିମାଣର କାଗଜ ମଧ୍ୟ ଜବତ କରିଛି ପୁଲିସ୍‌ । ତେବେ ଜବତ ନକଲି ନୋଟ୍‌ର ପରିମାଣ ପ୍ରାୟ ୧୩ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଏହି ଘଟଣାରେ ପୁଲିସ୍‌ ୬ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର