ଖୋର୍ଦ୍ଧାରେ ହାତୀ ଆତଙ୍କ

The Sakala Picture
Published On

ଖୋର୍ଦ୍ଧା : ଏକ ଦନ୍ତା ହାତୀ ଗତ ରାତିରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ ଏଇଭିଏମ ଗୋଦାମ ଗୃହ ନିକଟରେ ପାଚେରୀ ଭାଙ୍ଗି ଦେଇଛି। ରାତିସାରା ହାତୀ ଆତଙ୍କ ସୃଷ୍ଟି କରିଥିଲା। ନିକଟରେ ଥିବା ଜାନକୀ ବଲ୍ଲଭ ପାର୍କ ପାଚେରୀ ମଧ୍ୟ ଭାଙ୍ଗୁଛି। ହାତୀ ରାତିସାରା ସହର ମଧ୍ୟରେ ପଶି ଆତଙ୍କ ସୃଷ୍ଟି କରୁଥିବା ବେଳେ ବନବିଭାଗ କାହାର ଦେଖାମିଳିନୀ ।

ଆହୁରି ପଢ଼ନ୍ତୁ: ଟାଇଁ ଟାଇଁ ଖରାରେ ହନ୍ତସନ୍ତ ରାଜଧାନୀବାସୀ, ଅପରାହ୍ନ ୨ଟା ସୁଦ୍ଧା ୪୨ ଡିଗ୍ରୀ ଛୁଇଁଲା ତାପମାତ୍ରା

15 Jan 2022 By The Sakala

ଖୋର୍ଦ୍ଧାରେ ହାତୀ ଆତଙ୍କ

ଖୋର୍ଦ୍ଧା : ଏକ ଦନ୍ତା ହାତୀ ଗତ ରାତିରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ ଏଇଭିଏମ ଗୋଦାମ ଗୃହ ନିକଟରେ ପାଚେରୀ ଭାଙ୍ଗି ଦେଇଛି। ରାତିସାରା ହାତୀ ଆତଙ୍କ ସୃଷ୍ଟି କରିଥିଲା। ନିକଟରେ ଥିବା ଜାନକୀ ବଲ୍ଲଭ ପାର୍କ ପାଚେରୀ ମଧ୍ୟ ଭାଙ୍ଗୁଛି। ହାତୀ ରାତିସାରା ସହର ମଧ୍ୟରେ ପଶି ଆତଙ୍କ ସୃଷ୍ଟି କରୁଥିବା ବେଳେ ବନବିଭାଗ କାହାର ଦେଖାମିଳିନୀ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର