ବସଲାଟ୍ ଜଙ୍ଗଲରୁ ମାଈ ହାତୀର ମୃତଦେହ ଉଦ୍ଧାର

The Sakala Picture
Published On

ସୋନପୁର:  ସୁବର୍ଣ୍ଣପୁର ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ ବସଲାଟ ଜଙ୍ଗଲରୁ ଏକ ମାଈ ହାତୀର ମୃତ ଦେହ ଉଦ୍ଧାର ହୋଇଛି । ଶନିବାର ସକାଳେ ଜଙ୍ଗଲରେ ଏକ ହାତୀ ପଡିଥିବା ଦେଖି ନିକଟସ୍ଥ ଗାଁଲୋକେ ବନ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ । ପରେ ସଦର ରେଞ୍ଜର ସମେତ ବନ ବିଭାଗ କର୍ମଚାରୀ ଓ ପ୍ରାଣୀ ଚିକିତ୍ସକ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପ୍ରାଣୀ ଚିକିତ୍ସକ ତଥା ବନ ବିଭାଗ ଦ୍ବାରା ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ବିଷକ୍ରିୟାରେ […]

ସୋନପୁର:  ସୁବର୍ଣ୍ଣପୁର ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ ବସଲାଟ ଜଙ୍ଗଲରୁ ଏକ ମାଈ ହାତୀର ମୃତ ଦେହ ଉଦ୍ଧାର ହୋଇଛି । ଶନିବାର ସକାଳେ ଜଙ୍ଗଲରେ ଏକ ହାତୀ ପଡିଥିବା ଦେଖି ନିକଟସ୍ଥ ଗାଁଲୋକେ ବନ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ । ପରେ ସଦର ରେଞ୍ଜର ସମେତ ବନ ବିଭାଗ କର୍ମଚାରୀ ଓ ପ୍ରାଣୀ ଚିକିତ୍ସକ ଘଟଣା ସ୍ଥଳରେ ପହଞ୍ଚିଥିଲେ ।

ଆହୁରି ପଢ଼ନ୍ତୁ: ସ୍କୁଲ ପିଲାଙ୍କୁ ପୋଷାକ ଯୋଗାଇବେ ପୁରୁଣା ଏଜେନ୍ସି, ୨୭ ତାରିଖ ସୁଦ୍ଧା ହେବ ବଣ୍ଟନ

ପ୍ରାଣୀ ଚିକିତ୍ସକ ତଥା ବନ ବିଭାଗ ଦ୍ବାରା ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ବିଷକ୍ରିୟାରେ ହାତୀର ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।ତେବେ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ବନ ବିଭାଗ ଅଧିକାରୀ । ସୋନପୁର-ବଲାଙ୍ଗିର ସୀମାକୁ ଲାଗିଥିବା ଏହି ଜଙ୍ଗଲ ନିକଟସ୍ଥ ଗାଁ ଗୁଡିକରେ କିଛି ଦିନ ହେଲା ହାତୀ ପଲ ବହୁ କ୍ଷୟକ୍ଷତି ଘଟାଉଛନ୍ତି। ଏକର ଏକର ଫସଲ ମାଡି ବଦଳି ନଷ୍ଟ କରୁଛନ୍ତି ହାତୀ ।

ଆହୁରି ପଢ଼ନ୍ତୁ: ପୁଣି ଖୋଲିଲା ଶ୍ରୀଜିଉଙ୍କ ରତ୍ନଭଣ୍ଡାର: ଦ୍ୱିତୀୟ ପର୍ଯ୍ୟାୟ ଗଣତିର ଆଜି ତୃତୀୟ ଦିନ

04 Dec 2021 By The Sakala

ବସଲାଟ୍ ଜଙ୍ଗଲରୁ ମାଈ ହାତୀର ମୃତଦେହ ଉଦ୍ଧାର

ସୋନପୁର:  ସୁବର୍ଣ୍ଣପୁର ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ ବସଲାଟ ଜଙ୍ଗଲରୁ ଏକ ମାଈ ହାତୀର ମୃତ ଦେହ ଉଦ୍ଧାର ହୋଇଛି । ଶନିବାର ସକାଳେ ଜଙ୍ଗଲରେ ଏକ ହାତୀ ପଡିଥିବା ଦେଖି ନିକଟସ୍ଥ ଗାଁଲୋକେ ବନ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ । ପରେ ସଦର ରେଞ୍ଜର ସମେତ ବନ ବିଭାଗ କର୍ମଚାରୀ ଓ ପ୍ରାଣୀ ଚିକିତ୍ସକ ଘଟଣା ସ୍ଥଳରେ ପହଞ୍ଚିଥିଲେ ।

ପ୍ରାଣୀ ଚିକିତ୍ସକ ତଥା ବନ ବିଭାଗ ଦ୍ବାରା ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ବିଷକ୍ରିୟାରେ ହାତୀର ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।ତେବେ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ବନ ବିଭାଗ ଅଧିକାରୀ । ସୋନପୁର-ବଲାଙ୍ଗିର ସୀମାକୁ ଲାଗିଥିବା ଏହି ଜଙ୍ଗଲ ନିକଟସ୍ଥ ଗାଁ ଗୁଡିକରେ କିଛି ଦିନ ହେଲା ହାତୀ ପଲ ବହୁ କ୍ଷୟକ୍ଷତି ଘଟାଉଛନ୍ତି। ଏକର ଏକର ଫସଲ ମାଡି ବଦଳି ନଷ୍ଟ କରୁଛନ୍ତି ହାତୀ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର