ତେଲକୋଇରେ ବୃଦ୍ଧକୁ କଚାଡି ମାରିଲା ଦନ୍ତା

The Sakala Picture
Published On

ତେଲକୋଇ: କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଚଳ ଅଧିନ ଦୋବଲାପାଳ ପଞ୍ଚାୟତର ବାଂଶପାଳ ଜୁଆଙ୍ଗ ସାହିରେ ଦନ୍ତା ହାତୀ ଜଣେ ବୃଦ୍ଧକୁ  କଚାଡି  ମାରିଦେଇଥିବା ଜଣାପଡିଛି। ବୃଦ୍ଧ ଜଣକ ହେଲେ ମକୁରୁ ନାଏକ(୬୧)।ସୂଚନାନୁଯାୟୀ ମକୁରୁ ଆଜି ଭୋର ସକାଳୁ ଶୌଚ ପାଇଁ ଘର ନିକଟ ପଡ଼ିଆକୁ ଯାଇଥିଲେ।ଏହି ସମୟରେ କେଉଁଠି ଥିବା ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରି କଚାଡି ମାରିଥିଲା।ତେବେ ଏହି ଦନ୍ତା ତେଲକୋଇ ଅଂଚଳରେ ଘର ଭାଙ୍ଗି ଧନ ହାନୀ କରିବା ସହିତ ଜୀବନ ମଧ୍ୟ […]

ତେଲକୋଇ: କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଚଳ ଅଧିନ ଦୋବଲାପାଳ ପଞ୍ଚାୟତର ବାଂଶପାଳ ଜୁଆଙ୍ଗ ସାହିରେ ଦନ୍ତା ହାତୀ ଜଣେ ବୃଦ୍ଧକୁ  କଚାଡି  ମାରିଦେଇଥିବା ଜଣାପଡିଛି। ବୃଦ୍ଧ ଜଣକ ହେଲେ ମକୁରୁ ନାଏକ(୬୧)।ସୂଚନାନୁଯାୟୀ ମକୁରୁ ଆଜି ଭୋର ସକାଳୁ ଶୌଚ ପାଇଁ ଘର ନିକଟ ପଡ଼ିଆକୁ ଯାଇଥିଲେ।ଏହି ସମୟରେ କେଉଁଠି ଥିବା ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରି କଚାଡି ମାରିଥିଲା।ତେବେ ଏହି ଦନ୍ତା ତେଲକୋଇ ଅଂଚଳରେ ଘର ଭାଙ୍ଗି ଧନ ହାନୀ କରିବା ସହିତ ଜୀବନ ମଧ୍ୟ ନେଇଛି।ଏଭଳି ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି।ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି ।

ଆହୁରି ପଢ଼ନ୍ତୁ: ବୁର୍ଲା ଭିସୁଟ୍‌ରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ: ନିମ୍ନମାନର ହଷ୍ଟେଲ ଖାଦ୍ୟ ସହ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଧାରଣା

11 Sep 2021 By The Sakala

ତେଲକୋଇରେ ବୃଦ୍ଧକୁ କଚାଡି ମାରିଲା ଦନ୍ତା

ତେଲକୋଇ: କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଚଳ ଅଧିନ ଦୋବଲାପାଳ ପଞ୍ଚାୟତର ବାଂଶପାଳ ଜୁଆଙ୍ଗ ସାହିରେ ଦନ୍ତା ହାତୀ ଜଣେ ବୃଦ୍ଧକୁ  କଚାଡି  ମାରିଦେଇଥିବା ଜଣାପଡିଛି। ବୃଦ୍ଧ ଜଣକ ହେଲେ ମକୁରୁ ନାଏକ(୬୧)।ସୂଚନାନୁଯାୟୀ ମକୁରୁ ଆଜି ଭୋର ସକାଳୁ ଶୌଚ ପାଇଁ ଘର ନିକଟ ପଡ଼ିଆକୁ ଯାଇଥିଲେ।ଏହି ସମୟରେ କେଉଁଠି ଥିବା ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରି କଚାଡି ମାରିଥିଲା।ତେବେ ଏହି ଦନ୍ତା ତେଲକୋଇ ଅଂଚଳରେ ଘର ଭାଙ୍ଗି ଧନ ହାନୀ କରିବା ସହିତ ଜୀବନ ମଧ୍ୟ ନେଇଛି।ଏଭଳି ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି।ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର