୧୨ ଘଣ୍ଟା ଧରି ଅନ୍ଧାରରେ ବାବା ଆଖଣ୍ଡଳମଣିଙ୍କ ପୀଠ, ପ୍ରଦୂଷିତ ଜଳରେ ଚାଲିଛି ନୀତିକାନ୍ତି

The Sakala Picture
Published On

ଆରଡି: ବିଦ୍ୟୁତ ବିଭାଗର ମନମୁଖି କାର୍ଯ୍ୟ ପାଇଁ ଘଣ୍ଟାଘଣ୍ଟା ଧରି ଅନ୍ଧାରରେ ରହିଲା ଭଦ୍ରକର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ପୀଠ । ଏଥିସହ ଆଖପାଖ ଅଞ୍ଚଳର ୪୦ରୁ ୫୦ ଗାଁରେ ଅନେକ ସମୟରେ ବିଦ୍ୟୁତ୍ କାଟ ହେଉଥିବା ଅଭିଯୋଗ ଆସିଛି । ବିଦ୍ୟୁତ କାଟ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଫୋନ କଲେ କୌଣସି ଉତ୍ତର ମିଳୁନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ । ବିଦ୍ୟୁତ କାଟ ଯୋଗୁଁ ଆଖଣ୍ଡଳମଣିଙ୍କ ମନ୍ଦିରରେ ନାନା ଅସୁବିଧା ହେଉଥିବା ବେଳେ […]

ଆରଡି: ବିଦ୍ୟୁତ ବିଭାଗର ମନମୁଖି କାର୍ଯ୍ୟ ପାଇଁ ଘଣ୍ଟାଘଣ୍ଟା ଧରି ଅନ୍ଧାରରେ ରହିଲା ଭଦ୍ରକର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ପୀଠ । ଏଥିସହ ଆଖପାଖ ଅଞ୍ଚଳର ୪୦ରୁ ୫୦ ଗାଁରେ ଅନେକ ସମୟରେ ବିଦ୍ୟୁତ୍ କାଟ ହେଉଥିବା ଅଭିଯୋଗ ଆସିଛି । ବିଦ୍ୟୁତ କାଟ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଫୋନ କଲେ କୌଣସି ଉତ୍ତର ମିଳୁନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ । ବିଦ୍ୟୁତ କାଟ ଯୋଗୁଁ ଆଖଣ୍ଡଳମଣିଙ୍କ ମନ୍ଦିରରେ ନାନା ଅସୁବିଧା ହେଉଥିବା ବେଳେ ନିକଟରେ ଥିବା ପୁଷ୍କରିଣୀର ଦୂଷିତ ଜଳରେ ନୀତିକାନ୍ତି ଓ ଜଳାଭିଷେକ ହେଉଥିବା କହିଛନ୍ତି ସେବାୟତ ।

ଆହୁରି ପଢ଼ନ୍ତୁ: ସୋସିଆଲ୍‌ ମିଡିଆରେ ଅଶ୍ଳୀଳ ଭାଷା ପ୍ରୟୋଗ କଲେ ହେବ କଡ଼ା ଆକ୍ସନ, ଲାଗିବ ଅପରାଧ ଆକ୍ଟ

27 Oct 2021 By The Sakala

୧୨ ଘଣ୍ଟା ଧରି ଅନ୍ଧାରରେ ବାବା ଆଖଣ୍ଡଳମଣିଙ୍କ ପୀଠ, ପ୍ରଦୂଷିତ ଜଳରେ ଚାଲିଛି ନୀତିକାନ୍ତି

ଆରଡି: ବିଦ୍ୟୁତ ବିଭାଗର ମନମୁଖି କାର୍ଯ୍ୟ ପାଇଁ ଘଣ୍ଟାଘଣ୍ଟା ଧରି ଅନ୍ଧାରରେ ରହିଲା ଭଦ୍ରକର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ପୀଠ । ଏଥିସହ ଆଖପାଖ ଅଞ୍ଚଳର ୪୦ରୁ ୫୦ ଗାଁରେ ଅନେକ ସମୟରେ ବିଦ୍ୟୁତ୍ କାଟ ହେଉଥିବା ଅଭିଯୋଗ ଆସିଛି । ବିଦ୍ୟୁତ କାଟ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଫୋନ କଲେ କୌଣସି ଉତ୍ତର ମିଳୁନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ । ବିଦ୍ୟୁତ କାଟ ଯୋଗୁଁ ଆଖଣ୍ଡଳମଣିଙ୍କ ମନ୍ଦିରରେ ନାନା ଅସୁବିଧା ହେଉଥିବା ବେଳେ ନିକଟରେ ଥିବା ପୁଷ୍କରିଣୀର ଦୂଷିତ ଜଳରେ ନୀତିକାନ୍ତି ଓ ଜଳାଭିଷେକ ହେଉଥିବା କହିଛନ୍ତି ସେବାୟତ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର