ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଅନ୍ୟ ରାଜ୍ୟ ଅପେକ୍ଷା ଆମ ରାଜ୍ୟରେ ସ୍ଥିତି ଭଲ ଅଛି, କିନ୍ତୁ ଢିଲା ଛାଡ଼ିବା ଉଚିତ ନୁହେଁ

The Sakala Picture
Published On

ଭୁବନେଶ୍ବର : ଓଡ଼ିଶାରେ କରୋନା ଗ୍ରାଫ ଉପର ମୁହାଁ। ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ରାଜ୍ୟରେ କରୋନା ସ୍ଥିତିକୁ ନେଇ ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି, ‘ଆଗକୁ ବଢ଼ିପାରେ କରୋନା ସଂକ୍ରମଣ। ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ବର୍ତ୍ତମାନ ସ୍ଥିତି ଭଲ ଅଛି । ତାମାନେ ନୁହେଁ ଆମେ ଏହାକୁ ଢିଲା ଛାଡ଼ିଦେବା । ଆଗାମୀ ଦିନରେ ସଂକ୍ରମଣ ସଂଖ୍ୟା ଆହୁରି ବଢିବ । ସେଥିପାଇଁ ଆମେ ପ୍ରସ୍ତୁତ ରହିବା […]

ଭୁବନେଶ୍ବର : ଓଡ଼ିଶାରେ କରୋନା ଗ୍ରାଫ ଉପର ମୁହାଁ। ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ରାଜ୍ୟରେ କରୋନା ସ୍ଥିତିକୁ ନେଇ ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି, ‘ଆଗକୁ ବଢ଼ିପାରେ କରୋନା ସଂକ୍ରମଣ। ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ବର୍ତ୍ତମାନ ସ୍ଥିତି ଭଲ ଅଛି । ତାମାନେ ନୁହେଁ ଆମେ ଏହାକୁ ଢିଲା ଛାଡ଼ିଦେବା । ଆଗାମୀ ଦିନରେ ସଂକ୍ରମଣ ସଂଖ୍ୟା ଆହୁରି ବଢିବ । ସେଥିପାଇଁ ଆମେ ପ୍ରସ୍ତୁତ ରହିବା ଦରକାର’।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଧଉଳି ଥାନା ପୋଲିସ: ହୋଟେଲକୁ ଡାକି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ

ଡିଏମ୍ଇଟି ସିବିକେ ମହାନ୍ତି ଆହୁରି ମଧ୍ୟ କହିଛନ୍ତି ଯେ ଗୋଷ୍ଠୀ ସଂକ୍ରମଣ ଭଳି ଦ୍ରୁତ ଗତିରେ ସଂକ୍ରମଣ ବଢୁଛି। ଏହା ମେ’ ମାସରେ ପିକକୁ ଆସି, ମେ’ ମାସରେ ସଂକ୍ରମଣ କମିପାରେ । ତେବେ ବର୍ତ୍ତମାନ ବଢୁଥିବା ସଂକ୍ରମିତଙ୍କ ସଂଖ୍ୟା ଆଗକୁ ଆହୁରି ବଢିବ। ସମସ୍ତ ଜିଲ୍ଲାର ଟୋଲ ଫ୍ରି ନମ୍ବରକୁ ଆକ୍ଟିଭ କରାଯିବ। ସେଥିପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। କେବଳ ସରକାରଙ୍କର ଦାୟିତ୍ୱ ନୁହେଁ ରୋଗୀଙ୍କୁ ଖୋଜିବା, ସାଧାରଣ ଲୋକଙ୍କର ବି କିଛି ଦାୟିତ୍ୱ ରହିବା ଦରକାର। ଲୋକଲ ସ୍ତରରେ ଯିଏ ବି ସଂକ୍ରମିତ ହେଉଛନ୍ତି ସେମାନେ ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀମାନଙ୍କୁ ବି ଯୋଗାଯୋଗ କରନ୍ତୁ ବୋଲି ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ବାରିପଦା-ରାଇରଙ୍ଗପୁରରେ ବ୍ୟାପକ ସୁରକ୍ଷା ପ୍ରସ୍ତୁତି, ମୁତୟନ ହେବେ ୧୫୦ ପ୍ଲାଟୁନରୁ ଅଧିକ ଫୋର୍ସ

19 Apr 2021 By The Sakala

ଅନ୍ୟ ରାଜ୍ୟ ଅପେକ୍ଷା ଆମ ରାଜ୍ୟରେ ସ୍ଥିତି ଭଲ ଅଛି, କିନ୍ତୁ ଢିଲା ଛାଡ଼ିବା ଉଚିତ ନୁହେଁ

ଭୁବନେଶ୍ବର : ଓଡ଼ିଶାରେ କରୋନା ଗ୍ରାଫ ଉପର ମୁହାଁ। ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ରାଜ୍ୟରେ କରୋନା ସ୍ଥିତିକୁ ନେଇ ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି, ‘ଆଗକୁ ବଢ଼ିପାରେ କରୋନା ସଂକ୍ରମଣ। ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ବର୍ତ୍ତମାନ ସ୍ଥିତି ଭଲ ଅଛି । ତାମାନେ ନୁହେଁ ଆମେ ଏହାକୁ ଢିଲା ଛାଡ଼ିଦେବା । ଆଗାମୀ ଦିନରେ ସଂକ୍ରମଣ ସଂଖ୍ୟା ଆହୁରି ବଢିବ । ସେଥିପାଇଁ ଆମେ ପ୍ରସ୍ତୁତ ରହିବା ଦରକାର’।

ଡିଏମ୍ଇଟି ସିବିକେ ମହାନ୍ତି ଆହୁରି ମଧ୍ୟ କହିଛନ୍ତି ଯେ ଗୋଷ୍ଠୀ ସଂକ୍ରମଣ ଭଳି ଦ୍ରୁତ ଗତିରେ ସଂକ୍ରମଣ ବଢୁଛି। ଏହା ମେ’ ମାସରେ ପିକକୁ ଆସି, ମେ’ ମାସରେ ସଂକ୍ରମଣ କମିପାରେ । ତେବେ ବର୍ତ୍ତମାନ ବଢୁଥିବା ସଂକ୍ରମିତଙ୍କ ସଂଖ୍ୟା ଆଗକୁ ଆହୁରି ବଢିବ। ସମସ୍ତ ଜିଲ୍ଲାର ଟୋଲ ଫ୍ରି ନମ୍ବରକୁ ଆକ୍ଟିଭ କରାଯିବ। ସେଥିପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। କେବଳ ସରକାରଙ୍କର ଦାୟିତ୍ୱ ନୁହେଁ ରୋଗୀଙ୍କୁ ଖୋଜିବା, ସାଧାରଣ ଲୋକଙ୍କର ବି କିଛି ଦାୟିତ୍ୱ ରହିବା ଦରକାର। ଲୋକଲ ସ୍ତରରେ ଯିଏ ବି ସଂକ୍ରମିତ ହେଉଛନ୍ତି ସେମାନେ ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀମାନଙ୍କୁ ବି ଯୋଗାଯୋଗ କରନ୍ତୁ ବୋଲି ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର