ମଦ ହେଲା କାଳ, ବନ୍ଧୁଙ୍କୁ ହତ୍ୟା କଲା ବନ୍ଧୁ

The Sakala Picture
Published On

ଦେବଗଡ଼ : ମଦ ହେଲା କାଳ, ଅତ୍ୟଧିକ ନିଶା ପାନ କରି ବନ୍ଧୁ କୁ ହତ୍ୟା କଲା ବନ୍ଧୁ । କୁଣ୍ଢେଇଗୋଳା ଥାନା ଖଇରପାଲି ଫାଣ୍ଡି ଅନ୍ତର୍ଗତ ଗୋହିଡା ଗ୍ରାମରେ ଗତ ରାତିରେ ଘଟିଛି ହତ୍ୟା କାଣ୍ଡ, ଶୋଇଥିବା ଅବସ୍ଥାରେ ଟାଙ୍ଗିଆ ଚୋଟରେ ହୋଇଥିଲା ଆକ୍ରମଣ । ଘଟଣା ସ୍ଥଳରେ ରଞ୍ଜିତ ନାଏକ ମୃତ ହତ୍ୟାକାରୀ ବନ୍ଧୁ ପ୍ରଭାତ କୁମୁରା ଅଟକ । ପୁଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ ଆରମ୍ଭ ।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

08 Sep 2022 By The Sakala

ମଦ ହେଲା କାଳ, ବନ୍ଧୁଙ୍କୁ ହତ୍ୟା କଲା ବନ୍ଧୁ

ଦେବଗଡ଼ : ମଦ ହେଲା କାଳ, ଅତ୍ୟଧିକ ନିଶା ପାନ କରି ବନ୍ଧୁ କୁ ହତ୍ୟା କଲା ବନ୍ଧୁ । କୁଣ୍ଢେଇଗୋଳା ଥାନା ଖଇରପାଲି ଫାଣ୍ଡି ଅନ୍ତର୍ଗତ ଗୋହିଡା ଗ୍ରାମରେ ଗତ ରାତିରେ ଘଟିଛି ହତ୍ୟା କାଣ୍ଡ, ଶୋଇଥିବା ଅବସ୍ଥାରେ ଟାଙ୍ଗିଆ ଚୋଟରେ ହୋଇଥିଲା ଆକ୍ରମଣ । ଘଟଣା ସ୍ଥଳରେ ରଞ୍ଜିତ ନାଏକ ମୃତ ହତ୍ୟାକାରୀ ବନ୍ଧୁ ପ୍ରଭାତ କୁମୁରା ଅଟକ । ପୁଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ ଆରମ୍ଭ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର