କୋଭିଡ୍ ମୃତକଙ୍କୁ ଆର୍ଥିକ ସହାୟତା : ମେ’ ୨୮ ପର୍ଯ୍ୟନ୍ତ ଆବେଦନ ପାଇଁ ସୁଯୋଗ

The Sakala Picture
Published On

ଭୁବନେଶ୍ବର : କୋଭିଡ୍ ମୃତ୍ୟୁ ପାଇଁ ଦିଆଯାଉ ଥିବା ଆର୍ଥିକ ସହାୟତା ଆସନ୍ତା ମେ’୨୮ ତାରିଖ ପର୍ଯ୍ୟନ୍ତ ବୈଧ ରହିବ । ଯେଉଁ ଯୋଗ୍ୟ ହିତାଧ୍ୟାକାରୀ ଏହି ସହାୟତାରାଶି ପାଇବାରେ ବିଫଳ ହୋଇଛନ୍ତି, ସେମାନେ ଆସନ୍ତା ମେ’ ୨୮ ଶେଷ ପୂର୍ବରୁ ଅନ୍‌ଲାଇନ୍‌ କିମ୍ବା ଅଫ୍ ଲାଇନ୍‌ରେ ଆବେଦନ କରିପାରିବେ । ସ୍ଵତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଯେଉଁ ବ୍ୟକ୍ତିମାନେ ଗତ ମାର୍ଚ୍ଚ ୨୦ ତାରିଖ କିମ୍ବା ତାହା ପୂର୍ବରୁ କୋଭିଡ୍ ରେ […]

ଭୁବନେଶ୍ବର : କୋଭିଡ୍ ମୃତ୍ୟୁ ପାଇଁ ଦିଆଯାଉ ଥିବା ଆର୍ଥିକ ସହାୟତା ଆସନ୍ତା ମେ’୨୮ ତାରିଖ ପର୍ଯ୍ୟନ୍ତ ବୈଧ ରହିବ । ଯେଉଁ ଯୋଗ୍ୟ ହିତାଧ୍ୟାକାରୀ ଏହି ସହାୟତାରାଶି ପାଇବାରେ ବିଫଳ ହୋଇଛନ୍ତି, ସେମାନେ ଆସନ୍ତା ମେ’ ୨୮ ଶେଷ ପୂର୍ବରୁ ଅନ୍‌ଲାଇନ୍‌ କିମ୍ବା ଅଫ୍ ଲାଇନ୍‌ରେ ଆବେଦନ କରିପାରିବେ । ସ୍ଵତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଯେଉଁ ବ୍ୟକ୍ତିମାନେ ଗତ ମାର୍ଚ୍ଚ ୨୦ ତାରିଖ କିମ୍ବା ତାହା ପୂର୍ବରୁ କୋଭିଡ୍ ରେ ପ୍ରାଣ ହରାଇଛନ୍ତି ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଏହି ସହାୟତା ରାଶି ମିଳି ନାହିଁ ତେବେ ସେମାନେ ଆବଶ୍ୟକୀୟ କାଗଜପତ୍ର ସହିତ ଜିଲ୍ଲାପାଳଙ୍କୁ ଅନ୍‌ଲାଇନ୍‌ ଅବା ଅଫ୍ ଲାଇନ୍‌ରେ ଆବେଦନ କରିପାରିବେ ।

ଆହୁରି ପଢ଼ନ୍ତୁ: ଜନ୍ମ ପ୍ରମାଣପତ୍ର ପାଇଁ ଗରିବଙ୍କୁ ଲୁଟୁଛନ୍ତି ସରକାରୀ ବାବୁ, ୭୦ ଟଙ୍କା ପରିବର୍ତ୍ତେ ନେଉଛନ୍ତି ୯୦୦

ଯଦି କୌଣସି ବ୍ୟକ୍ତି ୨୦୨୨ ମାର୍ଚ୍ଚ ୨୦ ତାରିଖ ପରେ ମୃତ୍ୟୁବରଣ କରିଛନ୍ତି କିମ୍ବା ଯଦି କେହି ଭବିଷ୍ୟତରେ କୋଭିଡ୍ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରନ୍ତି ତା ହେଲେ ତାଙ୍କ ଆତ୍ମୀୟସ୍ବଜନ ମୃତ୍ୟୁ ଘଟିବା ଦିନ ଠାରୁ ୯୦ ଦିନ ମଧ୍ୟରେ ଆବେଦନ କରିବା ନିୟମ ରହିଛି। ଯଦି ନିଦ୍ଧାରିତ ସମୟ ମଧ୍ୟରେ ଯୋଗ୍ୟ ହିତାଧ୍ୟାକାରୀ ଆବେଦନ କରିବାରେ ବିଫଳ ହୋଇଥିବେ ସେମାନେ ଜିଲ୍ଲାସ୍ତରୀୟ ଅଭିଯୋଗ ସମାଧାନ କମିଟି ମାଧ୍ୟମରେ ଆବେଦନ କରିପାରିବେ। ଆବେଦନ କରିବାର ୩୦ ମଧ୍ୟରେ ସହାୟତା ରାଶି ପ୍ରଦାନ କରାଯିବ। ଜନସାଧାରଣ ଦେୟମୁକ୍ତ ସଂଯୋଗ ହେଲ୍ପଲାଇନ୍ ନମ୍ବର ୧୫୫୩୫କୁ ଯୋଗାଯୋଗ କରି ସହାୟତା ନେଇପାରିବେ ବୋଲି ସ୍ଵତନ୍ତ୍ର ରିଲିଫ୍ କମିଶନର ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ:  INS ଚିଲିକାରେ ଆଉ ଜଣେ ଅଗ୍ନିବୀରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

09 Apr 2022 By The Sakala

କୋଭିଡ୍ ମୃତକଙ୍କୁ ଆର୍ଥିକ ସହାୟତା : ମେ’ ୨୮ ପର୍ଯ୍ୟନ୍ତ ଆବେଦନ ପାଇଁ ସୁଯୋଗ

ଭୁବନେଶ୍ବର : କୋଭିଡ୍ ମୃତ୍ୟୁ ପାଇଁ ଦିଆଯାଉ ଥିବା ଆର୍ଥିକ ସହାୟତା ଆସନ୍ତା ମେ’୨୮ ତାରିଖ ପର୍ଯ୍ୟନ୍ତ ବୈଧ ରହିବ । ଯେଉଁ ଯୋଗ୍ୟ ହିତାଧ୍ୟାକାରୀ ଏହି ସହାୟତାରାଶି ପାଇବାରେ ବିଫଳ ହୋଇଛନ୍ତି, ସେମାନେ ଆସନ୍ତା ମେ’ ୨୮ ଶେଷ ପୂର୍ବରୁ ଅନ୍‌ଲାଇନ୍‌ କିମ୍ବା ଅଫ୍ ଲାଇନ୍‌ରେ ଆବେଦନ କରିପାରିବେ । ସ୍ଵତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଯେଉଁ ବ୍ୟକ୍ତିମାନେ ଗତ ମାର୍ଚ୍ଚ ୨୦ ତାରିଖ କିମ୍ବା ତାହା ପୂର୍ବରୁ କୋଭିଡ୍ ରେ ପ୍ରାଣ ହରାଇଛନ୍ତି ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଏହି ସହାୟତା ରାଶି ମିଳି ନାହିଁ ତେବେ ସେମାନେ ଆବଶ୍ୟକୀୟ କାଗଜପତ୍ର ସହିତ ଜିଲ୍ଲାପାଳଙ୍କୁ ଅନ୍‌ଲାଇନ୍‌ ଅବା ଅଫ୍ ଲାଇନ୍‌ରେ ଆବେଦନ କରିପାରିବେ ।

ଯଦି କୌଣସି ବ୍ୟକ୍ତି ୨୦୨୨ ମାର୍ଚ୍ଚ ୨୦ ତାରିଖ ପରେ ମୃତ୍ୟୁବରଣ କରିଛନ୍ତି କିମ୍ବା ଯଦି କେହି ଭବିଷ୍ୟତରେ କୋଭିଡ୍ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରନ୍ତି ତା ହେଲେ ତାଙ୍କ ଆତ୍ମୀୟସ୍ବଜନ ମୃତ୍ୟୁ ଘଟିବା ଦିନ ଠାରୁ ୯୦ ଦିନ ମଧ୍ୟରେ ଆବେଦନ କରିବା ନିୟମ ରହିଛି। ଯଦି ନିଦ୍ଧାରିତ ସମୟ ମଧ୍ୟରେ ଯୋଗ୍ୟ ହିତାଧ୍ୟାକାରୀ ଆବେଦନ କରିବାରେ ବିଫଳ ହୋଇଥିବେ ସେମାନେ ଜିଲ୍ଲାସ୍ତରୀୟ ଅଭିଯୋଗ ସମାଧାନ କମିଟି ମାଧ୍ୟମରେ ଆବେଦନ କରିପାରିବେ। ଆବେଦନ କରିବାର ୩୦ ମଧ୍ୟରେ ସହାୟତା ରାଶି ପ୍ରଦାନ କରାଯିବ। ଜନସାଧାରଣ ଦେୟମୁକ୍ତ ସଂଯୋଗ ହେଲ୍ପଲାଇନ୍ ନମ୍ବର ୧୫୫୩୫କୁ ଯୋଗାଯୋଗ କରି ସହାୟତା ନେଇପାରିବେ ବୋଲି ସ୍ଵତନ୍ତ୍ର ରିଲିଫ୍ କମିଶନର ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜଣାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର