ମନୋରଞ୍ଜନ
ରେଳ ଧାରଣାରୁ ଯୁବତୀଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇଥିବା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ
ବଲାଙ୍ଗୀର: ବଲାଙ୍ଗୀର ରେଳ ଫାଟକ ନିକଟରୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ଅଲଗା ହୋଇଯାଇଛି ଯୁବତୀଙ୍କ ମୁଣ୍ଡ ଗଣ୍ଡି । ରେଳ ଧାରଣାରେ ଶୋଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ବଲାଙ୍ଗିର ରେଲୱେ ଷ୍ଟେସନ ନିକଟରେ ଥିବା ଖୁଜେନପାଲି ରେଲୱେ ଫାଟକ ଠାରେ ଘଟିଛି ଏହି ଘଟଣା। ମୃତ ଯୁବତୀଙ୍କ ନାଁ ସାରିକା ସାଏ । ତାଙ୍କ ଘର ବଲାଙ୍ଗୀର ସହରର ତାଳପାଲିପଡାରେ ବୋଲି ଜଣାପଡିଛି । ଆଜି ଭୋରରୁ ଘରୁ କାରରେ ବାହାରି ଆତ୍ମହତ୍ୟା […]
ବଲାଙ୍ଗୀର: ବଲାଙ୍ଗୀର ରେଳ ଫାଟକ ନିକଟରୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ଅଲଗା ହୋଇଯାଇଛି ଯୁବତୀଙ୍କ ମୁଣ୍ଡ ଗଣ୍ଡି । ରେଳ ଧାରଣାରେ ଶୋଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ବଲାଙ୍ଗିର ରେଲୱେ ଷ୍ଟେସନ ନିକଟରେ ଥିବା ଖୁଜେନପାଲି ରେଲୱେ ଫାଟକ ଠାରେ ଘଟିଛି ଏହି ଘଟଣା। ମୃତ ଯୁବତୀଙ୍କ ନାଁ ସାରିକା ସାଏ । ତାଙ୍କ ଘର ବଲାଙ୍ଗୀର ସହରର ତାଳପାଲିପଡାରେ ବୋଲି ଜଣାପଡିଛି । ଆଜି ଭୋରରୁ ଘରୁ କାରରେ ବାହାରି ଆତ୍ମହତ୍ୟା କରିଥିବା ଜଣାପଡିଛି ।
ରେଳ ଧାରଣାରେ ସାରିକାଙ୍କ ମୃତଦେହ ପଡ଼ିଥିବା ନେଇ ପ୍ରଥମେ ସ୍ଥାନୀୟ ଲୋକେ ଦେଖିଥିଲେ। ସେମାନେ ଘଟଣା ସମ୍ପର୍କରେ ଜିଆରପିକୁ ଖବର ଦେଇଥିଲେ। ତେବେ ସାରିକା କାର୍ରେ ଆସି ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଛି, ତାହା ଜଣାପଡ଼ିନାହିଁ। ଘଟଣାସ୍ଥଳରେ ରେଲୱେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।