ବାହାଘର ଭାଙ୍ଗିଯିବାରୁ ଯୁବତୀଙ୍କୁ ଅପହରଣ କରିନେଇ ଦୁଷ୍କର୍ମ ଅଭିଯୋଗ

The Sakala Picture
Published On

କଟକ: କଟକ ସିଡିଏ ଅଞ୍ଚଳରେ ଚାଞ୍ଚଲ୍ୟ। ବାହାଘର ଭାଙ୍ଗିଯିବାରୁ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଦୁଷ୍କର୍ମ ସମୟର ଭିଡିଓ ଭାଇରାଲ କରି ଜବରଦସ୍ତି ଅଭିଯୁକ୍ତ ଜଣଙ୍କ ବିବାହ କରିଥିବା ଅଭିଯୋଗ ହୋଇଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ କଟକ ସିଡିଏ ସେକ୍ଟର-୯ ଅଞ୍ଚଳର ଅବିନାଶ ମିଶ୍ରଙ୍କୁ ପୁଲିସ ଗିରଫ କରିଛି। ଖବର ଅନୁଯାୟୀ, ବାୟୋଡାଟାରେ ଭୂଲ ତଥ୍ୟ ଦେଇ ଅବିନାଶ ପୀଡ଼ିତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ସତ ଜଣାପଡ଼ିବା ପରେ ବାହାଘର ଭାଙ୍ଗିଯାଇଥିଲା । ଏଥିରେ ପ୍ରତିଶୋଧ […]

କଟକ: କଟକ ସିଡିଏ ଅଞ୍ଚଳରେ ଚାଞ୍ଚଲ୍ୟ। ବାହାଘର ଭାଙ୍ଗିଯିବାରୁ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଦୁଷ୍କର୍ମ ସମୟର ଭିଡିଓ ଭାଇରାଲ କରି ଜବରଦସ୍ତି ଅଭିଯୁକ୍ତ ଜଣଙ୍କ ବିବାହ କରିଥିବା ଅଭିଯୋଗ ହୋଇଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ କଟକ ସିଡିଏ ସେକ୍ଟର-୯ ଅଞ୍ଚଳର ଅବିନାଶ ମିଶ୍ରଙ୍କୁ ପୁଲିସ ଗିରଫ କରିଛି।

ଆହୁରି ପଢ଼ନ୍ତୁ: "ମୋ ପାଖରେ ଅଲୌକିକ ଶକ୍ତି ଅଛି...": ନାସିକରେ 'ଭଣ୍ଡ ବାବା' ମହେଶଗିରିର କଳାକାରନାମା, ଯୁବତୀଙ୍କୁ ଦୁଷ୍କର୍ମ ପରେ କରୁଥିଲା ବ୍ଲାକମେଲ୍

ଖବର ଅନୁଯାୟୀ, ବାୟୋଡାଟାରେ ଭୂଲ ତଥ୍ୟ ଦେଇ ଅବିନାଶ ପୀଡ଼ିତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ସତ ଜଣାପଡ଼ିବା ପରେ ବାହାଘର ଭାଙ୍ଗିଯାଇଥିଲା । ଏଥିରେ ପ୍ରତିଶୋଧ ପରାୟଣ ହୋଇ ପୀଡ଼ିତାଙ୍କୁ ଅପହରଣ କରିନେବା ସହ ହୋଟେଲ ରଖି ଦୁଷ୍କର୍ମ କରିଥିଲେ । ସେହି ସମୟର ଭିଡିଓ ଉତ୍ତୋଳନ କରି ବ୍ଲାକମେଲ କରିବା ସହ ଯୁବତୀଙ୍କୁ ଜୋର ଜବରଦସ୍ତି ବିବାହ ମଧ୍ୟ କରିଥିଲେ ବୋଲି ଯୁବତୀ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୁଲିସ ସିଡିଏ ସେକ୍ଟର-୯ ଅଞ୍ଚଳର ଅବିନାଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

19 Mar 2023 By The Sakala

ବାହାଘର ଭାଙ୍ଗିଯିବାରୁ ଯୁବତୀଙ୍କୁ ଅପହରଣ କରିନେଇ ଦୁଷ୍କର୍ମ ଅଭିଯୋଗ

କଟକ: କଟକ ସିଡିଏ ଅଞ୍ଚଳରେ ଚାଞ୍ଚଲ୍ୟ। ବାହାଘର ଭାଙ୍ଗିଯିବାରୁ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଦୁଷ୍କର୍ମ ସମୟର ଭିଡିଓ ଭାଇରାଲ କରି ଜବରଦସ୍ତି ଅଭିଯୁକ୍ତ ଜଣଙ୍କ ବିବାହ କରିଥିବା ଅଭିଯୋଗ ହୋଇଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ କଟକ ସିଡିଏ ସେକ୍ଟର-୯ ଅଞ୍ଚଳର ଅବିନାଶ ମିଶ୍ରଙ୍କୁ ପୁଲିସ ଗିରଫ କରିଛି।

ଖବର ଅନୁଯାୟୀ, ବାୟୋଡାଟାରେ ଭୂଲ ତଥ୍ୟ ଦେଇ ଅବିନାଶ ପୀଡ଼ିତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ସତ ଜଣାପଡ଼ିବା ପରେ ବାହାଘର ଭାଙ୍ଗିଯାଇଥିଲା । ଏଥିରେ ପ୍ରତିଶୋଧ ପରାୟଣ ହୋଇ ପୀଡ଼ିତାଙ୍କୁ ଅପହରଣ କରିନେବା ସହ ହୋଟେଲ ରଖି ଦୁଷ୍କର୍ମ କରିଥିଲେ । ସେହି ସମୟର ଭିଡିଓ ଉତ୍ତୋଳନ କରି ବ୍ଲାକମେଲ କରିବା ସହ ଯୁବତୀଙ୍କୁ ଜୋର ଜବରଦସ୍ତି ବିବାହ ମଧ୍ୟ କରିଥିଲେ ବୋଲି ଯୁବତୀ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୁଲିସ ସିଡିଏ ସେକ୍ଟର-୯ ଅଞ୍ଚଳର ଅବିନାଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର