ପ୍ରେମ ସମ୍ପର୍କକୁ ନେଇ ଭୁବନେଶ୍ୱର ଏୟାରପୋର୍ଟରେ ହାଇଡ୍ରାମା; ବେଙ୍ଗାଳୁରୁରୁ ଫେରିବାବେଳେ ଜଗି ରହିଥିଲେ ପରିବାର, ଉଦ୍ଧାର କଲା ପୋଲିସ

The Sakala Picture
Published On

ଭୁବନେଶ୍ୱର: ପ୍ରେମ ସମ୍ପର୍କକୁ ନେଇ ଭୁବନେଶ୍ୱର ଏୟାରପୋର୍ଟରେ ହାଇଡ୍ରାମା । ଏୟାରପୋର୍ଟରୁ ଉଦ୍ଧାର ହେଲେ ପ୍ରେମୀଯୁଗଳ । ସହାୟତା ପାଇଁ ନିବେଦନ ପରେ ଉଭୟଙ୍କୁ ଉଦ୍ଧାର କରିଛି ପୋଲିସ। ଉଭୟ ପରସ୍ପରକୁ ପ୍ରେମ କରୁଥିବାବେଳେ ଝିଅଘର ଲୋକ ପ୍ରେମ ସମ୍ପର୍କକୁ ବିରୋଧ କରୁଛନ୍ତି। ପ୍ରେମୀଯୁଗଳ ଏକାଠି ବେଙ୍ଗାଲୁରୁରୁ ଭୁବନେଶ୍ୱର ପଂହଚିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏୟାରପୋର୍ଟରେ ପଂହଚିବା ପରେ ଉଭୟଙ୍କ ପରିବାର ଅପେକ୍ଷା କରି ରହିଥିଲେ । ଆଉ ଭୁବନେଶ୍ୱର ଏୟାରପୋର୍ଟରେ ପଂହଚିବା […]

ଭୁବନେଶ୍ୱର: ପ୍ରେମ ସମ୍ପର୍କକୁ ନେଇ ଭୁବନେଶ୍ୱର ଏୟାରପୋର୍ଟରେ ହାଇଡ୍ରାମା । ଏୟାରପୋର୍ଟରୁ ଉଦ୍ଧାର ହେଲେ ପ୍ରେମୀଯୁଗଳ । ସହାୟତା ପାଇଁ ନିବେଦନ ପରେ ଉଭୟଙ୍କୁ ଉଦ୍ଧାର କରିଛି ପୋଲିସ। ଉଭୟ ପରସ୍ପରକୁ ପ୍ରେମ କରୁଥିବାବେଳେ ଝିଅଘର ଲୋକ ପ୍ରେମ ସମ୍ପର୍କକୁ ବିରୋଧ କରୁଛନ୍ତି। ପ୍ରେମୀଯୁଗଳ ଏକାଠି ବେଙ୍ଗାଲୁରୁରୁ ଭୁବନେଶ୍ୱର ପଂହଚିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏୟାରପୋର୍ଟରେ ପଂହଚିବା ପରେ ଉଭୟଙ୍କ ପରିବାର ଅପେକ୍ଷା କରି ରହିଥିଲେ । ଆଉ ଭୁବନେଶ୍ୱର ଏୟାରପୋର୍ଟରେ ପଂହଚିବା ପରେ ଉଭୟଙ୍କୁ ଥାନାକୁ ନେଇଛି ପୁଲିସ ।

ଆହୁରି ପଢ଼ନ୍ତୁ: ରାଜ୍ୟର ସବୁ ଥାନାରେ ପ୍ରତିଦିନ ସକାଳ ୯ଟା ପୂର୍ବରୁ 'ବ୍ରିଫିଂ ପରେଡ୍' କରିବାକୁ ନିର୍ଦ୍ଦେଶ

ବାଙ୍ଗାଲୋରରୁ ପ୍ରେମୀଯୁଗଳ ଏକାଠି ଫେରୁଥିବାବେଳେ ସୁରକ୍ଷା ପାଇଁ ପୋଲିସ ସହାୟତା ଲୋଡ଼ିଥିଲେ । ଏୟାରପୋର୍ଟରେ ପୋଲିସ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଥାନାକୁ ନେଇଛି। ପ୍ରେମିକ ଜଣକ ଜଣେ ଡାକ୍ତର ହୋଇଥିବା ସୂଚନା ମିଳିଛି। ସେ ଏକ ଘରୋଇ ଡାକ୍ତରଖାନାରେ କାର୍ଯ୍ୟରତ ଅଛନ୍ତି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୟଙ୍କର ତେଲ ସଙ୍କଟ ! ଭୁବନେଶ୍ବରର ଅଧିକାଂଶ ପେଟ୍ରୋଲ ପମ୍ପ୍‌ରେ ଲମ୍ବା ଲାଇନ୍‌

02 Jun 2022 By The Sakala

ପ୍ରେମ ସମ୍ପର୍କକୁ ନେଇ ଭୁବନେଶ୍ୱର ଏୟାରପୋର୍ଟରେ ହାଇଡ୍ରାମା; ବେଙ୍ଗାଳୁରୁରୁ ଫେରିବାବେଳେ ଜଗି ରହିଥିଲେ ପରିବାର, ଉଦ୍ଧାର କଲା ପୋଲିସ

ଭୁବନେଶ୍ୱର: ପ୍ରେମ ସମ୍ପର୍କକୁ ନେଇ ଭୁବନେଶ୍ୱର ଏୟାରପୋର୍ଟରେ ହାଇଡ୍ରାମା । ଏୟାରପୋର୍ଟରୁ ଉଦ୍ଧାର ହେଲେ ପ୍ରେମୀଯୁଗଳ । ସହାୟତା ପାଇଁ ନିବେଦନ ପରେ ଉଭୟଙ୍କୁ ଉଦ୍ଧାର କରିଛି ପୋଲିସ। ଉଭୟ ପରସ୍ପରକୁ ପ୍ରେମ କରୁଥିବାବେଳେ ଝିଅଘର ଲୋକ ପ୍ରେମ ସମ୍ପର୍କକୁ ବିରୋଧ କରୁଛନ୍ତି। ପ୍ରେମୀଯୁଗଳ ଏକାଠି ବେଙ୍ଗାଲୁରୁରୁ ଭୁବନେଶ୍ୱର ପଂହଚିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏୟାରପୋର୍ଟରେ ପଂହଚିବା ପରେ ଉଭୟଙ୍କ ପରିବାର ଅପେକ୍ଷା କରି ରହିଥିଲେ । ଆଉ ଭୁବନେଶ୍ୱର ଏୟାରପୋର୍ଟରେ ପଂହଚିବା ପରେ ଉଭୟଙ୍କୁ ଥାନାକୁ ନେଇଛି ପୁଲିସ ।

ବାଙ୍ଗାଲୋରରୁ ପ୍ରେମୀଯୁଗଳ ଏକାଠି ଫେରୁଥିବାବେଳେ ସୁରକ୍ଷା ପାଇଁ ପୋଲିସ ସହାୟତା ଲୋଡ଼ିଥିଲେ । ଏୟାରପୋର୍ଟରେ ପୋଲିସ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଥାନାକୁ ନେଇଛି। ପ୍ରେମିକ ଜଣକ ଜଣେ ଡାକ୍ତର ହୋଇଥିବା ସୂଚନା ମିଳିଛି। ସେ ଏକ ଘରୋଇ ଡାକ୍ତରଖାନାରେ କାର୍ଯ୍ୟରତ ଅଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର