ରାମେଶ୍ଵର ଛକରୁ ଗୋମାଂସ ବୋଝେଇ ଟ୍ରକ ଜବତ: ୩ ଅଟକ

The Sakala Picture
Published On

ନିରାକାରପୁର : ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ଵର ଛକରୁ ଗୋମାଂସ ବୋଝେଇ କଣ୍ଟେନର ଜବତ କରାଯିବା ସହ ୩ ଜଣଙ୍କୁ ଅଟକ ରଖାଯାଇଛି। ସୂଚନାଅନୁସାରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ଵର ଛକରୁ ଆଜି ଭୋରୁ ଏକ ଗୋରୁ ମାଂସ ବୋଝେଇ ଟ୍ରକ ନମ୍ବର ( MH25AJ 3429) ବ୍ରହ୍ମପୁର ଆଡ଼କୁ ଯାଉଥିବାବେଳେ କିଛି ବଜରଙ୍ଗ ଦଳ କର୍ମୀମାନେ ଗାଡ଼ିକୁ ଅଟକାଇ ପୁଲିସକୁ ସୂଚନା ଦେଇଥିଲେ। ପ ରେ ଘଟଣାସ୍ଥଳରେ ନିରାକାରପୁର ପୁଲିସ ପହଞ୍ଚି […]

ନିରାକାରପୁର : ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ଵର ଛକରୁ ଗୋମାଂସ ବୋଝେଇ କଣ୍ଟେନର ଜବତ କରାଯିବା ସହ ୩ ଜଣଙ୍କୁ ଅଟକ ରଖାଯାଇଛି। ସୂଚନାଅନୁସାରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ଵର ଛକରୁ ଆଜି ଭୋରୁ ଏକ ଗୋରୁ ମାଂସ ବୋଝେଇ ଟ୍ରକ ନମ୍ବର ( MH25AJ 3429) ବ୍ରହ୍ମପୁର ଆଡ଼କୁ ଯାଉଥିବାବେଳେ କିଛି ବଜରଙ୍ଗ ଦଳ କର୍ମୀମାନେ ଗାଡ଼ିକୁ ଅଟକାଇ ପୁଲିସକୁ ସୂଚନା ଦେଇଥିଲେ। ପ

ଆହୁରି ପଢ଼ନ୍ତୁ: ଆଜି ମହାବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ, ଆଜିଠୁ ହେବ ନୂଆ ପଞ୍ଜିିକା ପ୍ରଚଳନ

ରେ ଘଟଣାସ୍ଥଳରେ ନିରାକାରପୁର ପୁଲିସ ପହଞ୍ଚି ଗୋରୁ ମାଂସ ବୋଝେଇ ଟ୍ରକ କୁ ଜବତ କରି ଥାନାକୁ ଆଣିବା ସହ ଗାଡ଼ି ଡ଼୍ରାଇଭର ସମେତ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଶୁଣିବାକୁ ମିଳୁଛି ଖୋର୍ଦ୍ଧା ଅଞ୍ଚଳରୁ ଏହି ମାଂସ ହାଇଦ୍ରାବାଦ ଯାଉଥିଲା। ଏହି ଘଟଣାରେ କାହାର ମୁଖ୍ୟ ହାତ ଅଛି ତାହା ଜାଣିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ଧର୍ମ ପରିବର୍ତ୍ତନ କରିଥିବାରୁ ଶବକୁ ମିଳୁନି ଶ୍ମଶାନ, ୩୬ ଘଣ୍ଟା ହେଲା ପଡ଼ିରହିଛି ମୃତଦେହ

14 Nov 2021 By The Sakala

ରାମେଶ୍ଵର ଛକରୁ ଗୋମାଂସ ବୋଝେଇ ଟ୍ରକ ଜବତ: ୩ ଅଟକ

ନିରାକାରପୁର : ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ଵର ଛକରୁ ଗୋମାଂସ ବୋଝେଇ କଣ୍ଟେନର ଜବତ କରାଯିବା ସହ ୩ ଜଣଙ୍କୁ ଅଟକ ରଖାଯାଇଛି। ସୂଚନାଅନୁସାରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ଵର ଛକରୁ ଆଜି ଭୋରୁ ଏକ ଗୋରୁ ମାଂସ ବୋଝେଇ ଟ୍ରକ ନମ୍ବର ( MH25AJ 3429) ବ୍ରହ୍ମପୁର ଆଡ଼କୁ ଯାଉଥିବାବେଳେ କିଛି ବଜରଙ୍ଗ ଦଳ କର୍ମୀମାନେ ଗାଡ଼ିକୁ ଅଟକାଇ ପୁଲିସକୁ ସୂଚନା ଦେଇଥିଲେ। ପ

ରେ ଘଟଣାସ୍ଥଳରେ ନିରାକାରପୁର ପୁଲିସ ପହଞ୍ଚି ଗୋରୁ ମାଂସ ବୋଝେଇ ଟ୍ରକ କୁ ଜବତ କରି ଥାନାକୁ ଆଣିବା ସହ ଗାଡ଼ି ଡ଼୍ରାଇଭର ସମେତ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଶୁଣିବାକୁ ମିଳୁଛି ଖୋର୍ଦ୍ଧା ଅଞ୍ଚଳରୁ ଏହି ମାଂସ ହାଇଦ୍ରାବାଦ ଯାଉଥିଲା। ଏହି ଘଟଣାରେ କାହାର ମୁଖ୍ୟ ହାତ ଅଛି ତାହା ଜାଣିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର