କନଷ୍ଟେବଳ ନିଯୁକ୍ତି ଲାଗି ଅନ୍‌ଲାଇନ୍ ଆବେଦନ ଆରମ୍ଭ

The Sakala Picture
Published On

କଟକ: ଓଡ଼ିଶା ପୁଲିସର ସିଗ୍‌ନାଲ୍ ବିଭାଗରେ ୨୪୪ଟି କଣ୍ଟ୍ରାକ୍‌ଚୁଆଲ କନଷ୍ଟେବଳ (ଯୋଗାଯୋଗ) ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲା ପରେ ଏକ ଅନଲାଇନ ପୋର୍ଟାଲ କାର୍ଯ୍ୟକାରୀ କରାଯାଇଛି। ପୁଲିସ ଚୟନ ବୋର୍ଡ ପକ୍ଷରୁ ଏହି ନିଯୁକ୍ତି ପାଇଁ ଆବେଦନପତ୍ର ସୋମବାରଠାରୁ ପୋର୍ଟାଲ ମାଧ୍ୟମରେ ଆରମ୍ଭ ହୋଇଛି। ଆବେଦନପତ୍ର ଦାଖଲର ଶେଷ ତାରିଖ ଅକ୍ଟୋବର ୪ ମଧ୍ୟରାତ୍ର ପର୍ଯ୍ୟନ୍ତ ରହିଛି। ନିକଟରେ ଓଡ଼ିଶା ପୁଲିସ ସବ୍‌ଇନ୍‌ସ୍ପେକ୍ଟର ପଦ ପାଇଁ ଆବେଦନପତ୍ର ଆହ୍ବାନ କରାଯାଇଥିଲା ଯେଉଁଥିରେ କିନ୍ନରଙ୍କୁ ମଧ୍ୟ […]

କଟକ: ଓଡ଼ିଶା ପୁଲିସର ସିଗ୍‌ନାଲ୍ ବିଭାଗରେ ୨୪୪ଟି କଣ୍ଟ୍ରାକ୍‌ଚୁଆଲ କନଷ୍ଟେବଳ (ଯୋଗାଯୋଗ) ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲା ପରେ ଏକ ଅନଲାଇନ ପୋର୍ଟାଲ କାର୍ଯ୍ୟକାରୀ କରାଯାଇଛି। ପୁଲିସ ଚୟନ ବୋର୍ଡ ପକ୍ଷରୁ ଏହି ନିଯୁକ୍ତି ପାଇଁ ଆବେଦନପତ୍ର ସୋମବାରଠାରୁ ପୋର୍ଟାଲ ମାଧ୍ୟମରେ ଆରମ୍ଭ ହୋଇଛି। ଆବେଦନପତ୍ର ଦାଖଲର ଶେଷ ତାରିଖ ଅକ୍ଟୋବର ୪ ମଧ୍ୟରାତ୍ର ପର୍ଯ୍ୟନ୍ତ ରହିଛି। ନିକଟରେ ଓଡ଼ିଶା ପୁଲିସ ସବ୍‌ଇନ୍‌ସ୍ପେକ୍ଟର ପଦ ପାଇଁ ଆବେଦନପତ୍ର ଆହ୍ବାନ କରାଯାଇଥିଲା ଯେଉଁଥିରେ କିନ୍ନରଙ୍କୁ ମଧ୍ୟ ସୁଯୋଗ ମିଳିଥିଲା । ସେହିପରି କନ୍‌ଷ୍ଟେବଳ ପଦ ପାଇଁ ଯୋଗ୍ୟ କିନ୍ନରମାନେ ଆବେଦନ କରିପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା। ମୋଟ ୨୪୪ ପଦ ମଧ୍ୟରେ ୧୧୨ଟି ଅସଂରକ୍ଷିତ ରହିଛି। ଆବେଦନକାରୀ ପ୍ରାର୍ଥୀଙ୍କ ବୟସ ସୀମା ୧୮ରୁ ୨୩ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ | ମହିଳା, ଏସସି, ଏସଟି ଓ ଏସଇବିସିଙ୍କ ପାଇଁ ୫ବର୍ଷ ଅଧିକ ବୟସ କୋହଳ କରାଯାଇଛି। ସେହିପରି ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ ବିଜ୍ଞାନ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଅଥବା ଇଲେକ୍ଟ୍ରୋନିକ୍ସ ଓ କମ୍ପ୍ୟୁଟର ବିଜ୍ଞାନରେ ହୋଇଥିବା ଆବଶ୍ୟକ ବୋଲି ଉଲ୍ଲେଖ ରହିଛି ଏହି ନିଯୁକ୍ତି ପ୍ରକ୍ରିୟା ପାଇଁ କମ୍ପ୍ୟୁଟର ବେସ୍‌ଡ୍ ପରୀକ୍ଷା କରାଯିବ।

ଆହୁରି ପଢ଼ନ୍ତୁ: ପୋଲିସ ବିଭାଗରେ ବଡ଼ ସଂସ୍କାର: ଗୋଟିଏ ଥାନାରେ ୩ ବର୍ଷରୁ ଅଧିକ ସମୟ ରହିପାରିବେନି ଅଫିସର

[wp-embedder-pack url=”https://odishapolice.gov.in/sites/default/files/PDF/Constable%20Commn.%20Detail%20Advt%20New-12.09.2021-Final.pdf” width=”100%” height=”400px” download-text=”Download Notification” download=”all”][/wp-embedder-pack]

ଆହୁରି ପଢ଼ନ୍ତୁ: ସିସିଟିଭି ବଳୟରେ ରହିବ ପୁରୀ ରଥଖଳା: ସୁରକ୍ଷା ଉଦ୍ଦେଶ୍ୟରେ ଲାଗିବ ୧୨ଟି କ୍ୟାମେରା

Apply Online

ଆହୁରି ପଢ଼ନ୍ତୁ: ଆଜି ୧୨ ଘଣ୍ଟିଆ ବୀରମହାରାଜପୁର ବନ୍ଦ, ପ୍ରଭୁ ଶ୍ରୀରାମଙ୍କ ଫୋଟୋକୁ ଅପମାନ ଅଭିଯୋଗ

14 Sep 2021 By The Sakala

କନଷ୍ଟେବଳ ନିଯୁକ୍ତି ଲାଗି ଅନ୍‌ଲାଇନ୍ ଆବେଦନ ଆରମ୍ଭ

କଟକ: ଓଡ଼ିଶା ପୁଲିସର ସିଗ୍‌ନାଲ୍ ବିଭାଗରେ ୨୪୪ଟି କଣ୍ଟ୍ରାକ୍‌ଚୁଆଲ କନଷ୍ଟେବଳ (ଯୋଗାଯୋଗ) ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲା ପରେ ଏକ ଅନଲାଇନ ପୋର୍ଟାଲ କାର୍ଯ୍ୟକାରୀ କରାଯାଇଛି। ପୁଲିସ ଚୟନ ବୋର୍ଡ ପକ୍ଷରୁ ଏହି ନିଯୁକ୍ତି ପାଇଁ ଆବେଦନପତ୍ର ସୋମବାରଠାରୁ ପୋର୍ଟାଲ ମାଧ୍ୟମରେ ଆରମ୍ଭ ହୋଇଛି। ଆବେଦନପତ୍ର ଦାଖଲର ଶେଷ ତାରିଖ ଅକ୍ଟୋବର ୪ ମଧ୍ୟରାତ୍ର ପର୍ଯ୍ୟନ୍ତ ରହିଛି। ନିକଟରେ ଓଡ଼ିଶା ପୁଲିସ ସବ୍‌ଇନ୍‌ସ୍ପେକ୍ଟର ପଦ ପାଇଁ ଆବେଦନପତ୍ର ଆହ୍ବାନ କରାଯାଇଥିଲା ଯେଉଁଥିରେ କିନ୍ନରଙ୍କୁ ମଧ୍ୟ ସୁଯୋଗ ମିଳିଥିଲା । ସେହିପରି କନ୍‌ଷ୍ଟେବଳ ପଦ ପାଇଁ ଯୋଗ୍ୟ କିନ୍ନରମାନେ ଆବେଦନ କରିପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା। ମୋଟ ୨୪୪ ପଦ ମଧ୍ୟରେ ୧୧୨ଟି ଅସଂରକ୍ଷିତ ରହିଛି। ଆବେଦନକାରୀ ପ୍ରାର୍ଥୀଙ୍କ ବୟସ ସୀମା ୧୮ରୁ ୨୩ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ | ମହିଳା, ଏସସି, ଏସଟି ଓ ଏସଇବିସିଙ୍କ ପାଇଁ ୫ବର୍ଷ ଅଧିକ ବୟସ କୋହଳ କରାଯାଇଛି। ସେହିପରି ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ ବିଜ୍ଞାନ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଅଥବା ଇଲେକ୍ଟ୍ରୋନିକ୍ସ ଓ କମ୍ପ୍ୟୁଟର ବିଜ୍ଞାନରେ ହୋଇଥିବା ଆବଶ୍ୟକ ବୋଲି ଉଲ୍ଲେଖ ରହିଛି ଏହି ନିଯୁକ୍ତି ପ୍ରକ୍ରିୟା ପାଇଁ କମ୍ପ୍ୟୁଟର ବେସ୍‌ଡ୍ ପରୀକ୍ଷା କରାଯିବ।

[/wp-embedder-pack]

Apply Online

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର