ସମିତି ସଭ୍ୟ ଦୀପକ ମାହୁନ୍ତଙ୍କୁ ଗୁଳିକରି ହତ୍ୟା

The Sakala Picture
Published On

କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡି ଅନ୍ତର୍ଗତ ପଣ୍ଡୁଆ ଜିରାଳ ପୂର୍ତ୍ତ ବିଭାଗ ରାସ୍ତାର ଜାମୁଝରା ଛକ ନିକଟରେ ବାରୁଆଁ ସମିତି ସଭ୍ୟ ଶ୍ରୀ ଦୀପକ କୁମାର ମିହୁନ୍ତଙ୍କୁ ଗୁଳିମାଡ଼। ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ତାଙ୍କୁ ଅଁଳାବେରେଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନେଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଆଜି ପ୍ରାତଃ ସମୟରେ କୌଣସି କାରଣ OD02N0123 କାର ନେଇ ଯାଉଥିବା ସମୟରେ ଦୁର୍ବୁତଙ୍କ ଦ୍ବାରା ଗୁଳିମାଡ଼ ଶିକାର ହୋଇଥିବା ସୂଚନା ମିଳିଛି। […]

କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡି ଅନ୍ତର୍ଗତ ପଣ୍ଡୁଆ ଜିରାଳ ପୂର୍ତ୍ତ ବିଭାଗ ରାସ୍ତାର ଜାମୁଝରା ଛକ ନିକଟରେ ବାରୁଆଁ ସମିତି ସଭ୍ୟ ଶ୍ରୀ ଦୀପକ କୁମାର ମିହୁନ୍ତଙ୍କୁ ଗୁଳିମାଡ଼। ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ତାଙ୍କୁ ଅଁଳାବେରେଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନେଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଆଜି ପ୍ରାତଃ ସମୟରେ କୌଣସି କାରଣ OD02N0123 କାର ନେଇ ଯାଉଥିବା ସମୟରେ ଦୁର୍ବୁତଙ୍କ ଦ୍ବାରା ଗୁଳିମାଡ଼ ଶିକାର ହୋଇଥିବା ସୂଚନା ମିଳିଛି। ଗୁଳିକାଣ୍ଡର ପଛରେ ପୂର୍ବ ଶତ୍ରୁତା ଅନୁମାନ କରାଯାଉଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ନିର୍ବାଚନ ପ୍ରେମରେ ଓଡ଼ିଆ ଅସ୍ମିତାକୁ ରାସ୍ତାକୁ ଫିଙ୍ଗି ଦେଲେ ରାଜ୍ୟ ସରକାର

25 Sep 2021 By The Sakala

ସମିତି ସଭ୍ୟ ଦୀପକ ମାହୁନ୍ତଙ୍କୁ ଗୁଳିକରି ହତ୍ୟା

କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡି ଅନ୍ତର୍ଗତ ପଣ୍ଡୁଆ ଜିରାଳ ପୂର୍ତ୍ତ ବିଭାଗ ରାସ୍ତାର ଜାମୁଝରା ଛକ ନିକଟରେ ବାରୁଆଁ ସମିତି ସଭ୍ୟ ଶ୍ରୀ ଦୀପକ କୁମାର ମିହୁନ୍ତଙ୍କୁ ଗୁଳିମାଡ଼। ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ତାଙ୍କୁ ଅଁଳାବେରେଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନେଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଆଜି ପ୍ରାତଃ ସମୟରେ କୌଣସି କାରଣ OD02N0123 କାର ନେଇ ଯାଉଥିବା ସମୟରେ ଦୁର୍ବୁତଙ୍କ ଦ୍ବାରା ଗୁଳିମାଡ଼ ଶିକାର ହୋଇଥିବା ସୂଚନା ମିଳିଛି। ଗୁଳିକାଣ୍ଡର ପଛରେ ପୂର୍ବ ଶତ୍ରୁତା ଅନୁମାନ କରାଯାଉଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର