ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ସମସ୍ତ ବିଭାଗର ଉପଦେଷ୍ଟା ଓ ନିଗମ ଅଧ୍ଯକ୍ଷ ପଦ ରଦ୍ଦ କରିବାକୁ ମୁଖ୍ଯମନ୍ତ୍ରୀଙ୍କ ନିର୍ଦ୍ଦେଶ

The Sakala Picture
Published On

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମନ୍ତ୍ରୀମଣ୍ଡଳର ପରିବର୍ତ୍ତନ ପରେ ସମସ୍ତ ବିଭାଗର ଉପଦେଷ୍ଟା ଓ ନିଗମ ଅଧ୍ଯକ୍ଷ ପଦ ରଦ୍ଦ କରିଛନ୍ତି। ସମ୍ପୂର୍ଣ୍ଣ ରୂପେ ନବୀନ ଆମୂଳଚୂଳ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସମସ୍ତ ବିଭାଗର ଉପଦେଷ୍ଟା ଓ ନିଗମ ପଦ ରଦ୍ଦ କରିବାକୁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛିନ୍ତି।  ୨୩ଟି ବିଭାଗର ଉପଦେଷ୍ଟା ପଦ ରଦ୍ଦ କରାଯାଇଛି। ଏଥିସହ ଯୋଜନା ବୋର୍ଡର ଉପାଧକ୍ଷ ପଦ ମଧ୍ଯ ରଦ୍ଦ କରାଯାଇଛି। ଏ ନେଇ ସମସ୍ତ ବିଭାଗୀୟ […]

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମନ୍ତ୍ରୀମଣ୍ଡଳର ପରିବର୍ତ୍ତନ ପରେ ସମସ୍ତ ବିଭାଗର ଉପଦେଷ୍ଟା ଓ ନିଗମ ଅଧ୍ଯକ୍ଷ ପଦ ରଦ୍ଦ କରିଛନ୍ତି। ସମ୍ପୂର୍ଣ୍ଣ ରୂପେ ନବୀନ ଆମୂଳଚୂଳ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସମସ୍ତ ବିଭାଗର ଉପଦେଷ୍ଟା ଓ ନିଗମ ପଦ ରଦ୍ଦ କରିବାକୁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛିନ୍ତି।  ୨୩ଟି ବିଭାଗର ଉପଦେଷ୍ଟା ପଦ ରଦ୍ଦ କରାଯାଇଛି। ଏଥିସହ ଯୋଜନା ବୋର୍ଡର ଉପାଧକ୍ଷ ପଦ ମଧ୍ଯ ରଦ୍ଦ କରାଯାଇଛି। ଏ ନେଇ ସମସ୍ତ ବିଭାଗୀୟ ସଚିବଙ୍କୁ ଯୋଜନା ବିଭାଗ ଚିଠି କରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

04 Jun 2022 By The Sakala

ସମସ୍ତ ବିଭାଗର ଉପଦେଷ୍ଟା ଓ ନିଗମ ଅଧ୍ଯକ୍ଷ ପଦ ରଦ୍ଦ କରିବାକୁ ମୁଖ୍ଯମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମନ୍ତ୍ରୀମଣ୍ଡଳର ପରିବର୍ତ୍ତନ ପରେ ସମସ୍ତ ବିଭାଗର ଉପଦେଷ୍ଟା ଓ ନିଗମ ଅଧ୍ଯକ୍ଷ ପଦ ରଦ୍ଦ କରିଛନ୍ତି। ସମ୍ପୂର୍ଣ୍ଣ ରୂପେ ନବୀନ ଆମୂଳଚୂଳ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସମସ୍ତ ବିଭାଗର ଉପଦେଷ୍ଟା ଓ ନିଗମ ପଦ ରଦ୍ଦ କରିବାକୁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛିନ୍ତି।  ୨୩ଟି ବିଭାଗର ଉପଦେଷ୍ଟା ପଦ ରଦ୍ଦ କରାଯାଇଛି। ଏଥିସହ ଯୋଜନା ବୋର୍ଡର ଉପାଧକ୍ଷ ପଦ ମଧ୍ଯ ରଦ୍ଦ କରାଯାଇଛି। ଏ ନେଇ ସମସ୍ତ ବିଭାଗୀୟ ସଚିବଙ୍କୁ ଯୋଜନା ବିଭାଗ ଚିଠି କରିଥିବା ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର