ଘୁଞ୍ଚିଲା ସିଭିଲ୍ ସର୍ଭିସ୍ (ପ୍ରିଲିମିନାରୀ) ପରୀକ୍ଷା

The Sakala Picture
Published On

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସିଭିଲ ସର୍ଭିସ (ପ୍ରିଲିମିନାରୀ) ପରୀକ୍ଷା ଘୁଞ୍ଚିଲା। ପୂର୍ବରୁ ସିଭିଲ୍‌ ସର୍ଭିସ୍‌ ପ୍ରିଲିମିନାରୀ ପରୀକ୍ଷା ଆସନ୍ତା ମାସ ଜୁନ୍ ୨୭ ତାରିଖରେ ହେବାର ଥିଲା। ଏବେ ଏହାକୁ ୨୦୨୧ ଅକ୍ଟୋବର ୧୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।  

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସିଭିଲ ସର୍ଭିସ (ପ୍ରିଲିମିନାରୀ) ପରୀକ୍ଷା ଘୁଞ୍ଚିଲା।

ଆହୁରି ପଢ଼ନ୍ତୁ: ଭାରତ ଟି-୨୦ ବିଶ୍ୱକପ ଚମ୍ପିଅନ୍: ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନ୍‌ରେ ହରାଇ ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ

ପୂର୍ବରୁ ସିଭିଲ୍‌ ସର୍ଭିସ୍‌ ପ୍ରିଲିମିନାରୀ ପରୀକ୍ଷା ଆସନ୍ତା ମାସ ଜୁନ୍ ୨୭ ତାରିଖରେ ହେବାର ଥିଲା। ଏବେ ଏହାକୁ ୨୦୨୧ ଅକ୍ଟୋବର ୧୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଖଣ୍ଡୱାରେ ଲଜ୍ଜାଜନକ ଘଟଣା: ୯୦ ବର୍ଷୀୟା ବୃଦ୍ଧାଙ୍କ ସହ ଗଣଦୁଷ୍କର୍ମ, ୪ ମୁଖାପିନ୍ଧା ଦୁର୍ବୃତ୍ତଙ୍କ କାରନାମା

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ କଣ୍ଟାପଡ଼ା ତହସିଲଦାର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ

13 May 2021 By The Sakala

ଘୁଞ୍ଚିଲା ସିଭିଲ୍ ସର୍ଭିସ୍ (ପ୍ରିଲିମିନାରୀ) ପରୀକ୍ଷା

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସିଭିଲ ସର୍ଭିସ (ପ୍ରିଲିମିନାରୀ) ପରୀକ୍ଷା ଘୁଞ୍ଚିଲା।

ପୂର୍ବରୁ ସିଭିଲ୍‌ ସର୍ଭିସ୍‌ ପ୍ରିଲିମିନାରୀ ପରୀକ୍ଷା ଆସନ୍ତା ମାସ ଜୁନ୍ ୨୭ ତାରିଖରେ ହେବାର ଥିଲା। ଏବେ ଏହାକୁ ୨୦୨୧ ଅକ୍ଟୋବର ୧୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର