ବନ୍ୟା ପାଣିରେ ଭାସିଗଲା କାର୍‌, ଅଳ୍ପକେ ବର୍ତ୍ତିଲେ ୪ ଜଣ

The Sakala Picture
Published On

ଆଠଗଡ଼: ବନ୍ୟାଜଳରେ ଭାସିଗଲା କାର୍। ଅଳ୍ପକେ ବର୍ତ୍ତିଲେ ୪ ଯାତ୍ରୀ। ପୁରୁଣାକଟକ-ସମ୍ବଲପୁର ରାସ୍ତା ନିଧିପୁରଗଡ଼ାରେ ଯାଉଥିବା ବେଳେ କାର୍‌ଟି ଭାସିଯାଇଥିଲା। ଦୀର୍ଘ ୪ ଘଣ୍ଟା ପାଣିରେ ଫସିବା ପରେ ବିଳମ୍ବିତ ରାତିରେ ୪ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କଲେ ସ୍ଥାନୀୟ ଲୋକ ଓ ଅଗ୍ନିଶମବାହିନୀ। ଆଠଗଡ ଘଣ୍ଟିଖାଲରାସ୍ତା ନଈ ମୁଁହ ପାଖରେ ଅଜାଣତରେ କାର୍ ପୁରାଇ ଭାସିଯାଇଥିଲେ ୪ ଜଣ ବ୍ୟକ୍ତି । ପାଣିର ସ୍ରୋତ ପ୍ରଖର ଥିବାରୁ ହଠାତ୍ ଭାରସାମ୍ୟ ହରାଇ କାରଟି ଭାସିଯାଇଥିବା […]

ଆଠଗଡ଼: ବନ୍ୟାଜଳରେ ଭାସିଗଲା କାର୍। ଅଳ୍ପକେ ବର୍ତ୍ତିଲେ ୪ ଯାତ୍ରୀ। ପୁରୁଣାକଟକ-ସମ୍ବଲପୁର ରାସ୍ତା ନିଧିପୁରଗଡ଼ାରେ ଯାଉଥିବା ବେଳେ କାର୍‌ଟି ଭାସିଯାଇଥିଲା। ଦୀର୍ଘ ୪ ଘଣ୍ଟା ପାଣିରେ ଫସିବା ପରେ ବିଳମ୍ବିତ ରାତିରେ ୪ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କଲେ ସ୍ଥାନୀୟ ଲୋକ ଓ ଅଗ୍ନିଶମବାହିନୀ। ଆଠଗଡ ଘଣ୍ଟିଖାଲରାସ୍ତା ନଈ ମୁଁହ ପାଖରେ ଅଜାଣତରେ କାର୍ ପୁରାଇ ଭାସିଯାଇଥିଲେ ୪ ଜଣ ବ୍ୟକ୍ତି । ପାଣିର ସ୍ରୋତ ପ୍ରଖର ଥିବାରୁ ହଠାତ୍ ଭାରସାମ୍ୟ ହରାଇ କାରଟି ଭାସିଯାଇଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ତେଲ ବ୍ୟବହାର କମ୍‌ଲାଗି ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ: କଲେଜରେ ବରା, ସିଙ୍ଗଡ଼ା ମନା

ସୂଚନାଯୋଗ୍ୟ, ମହାନଦୀ ଜଳସ୍ତର ବଢୁଥିବାରୁ ଆଠଗଡ଼ ଅଞ୍ଚଳର ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରଖର ସ୍ରୋତରେ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ଏକ ପ୍ରକାର ଠପ୍‌ ହୋଇଯାଇଛି।

ଆହୁରି ପଢ଼ନ୍ତୁ: ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ୱସ୍ତି: ପିୟୁସିସି (PUCC) ନିୟମ ଉଲ୍ଲଂଘନ ପାଇଁ କମିଲା ଜରିମାନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର