ସାଳନ୍ଦୀ ନଦୀରେ ଭାସି ନିଖୋଜ ଥିବା ୨କାଉଡ଼ିଆଙ୍କ ମୄତଦେହ ଉଦ୍ଧାର

The Sakala Picture
Published On

ଭଦ୍ରକ: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ସୀମାବର୍ତୀ ବରଦା ନରିପୁର ସାଳନ୍ଦୀ ନଦୀ ପୋଲ ନିକଟରେ ଗତ ସୋମବାର ସକାଳେ ଭାସିଯାଇ ନିଖୋଜ ଥିବା ୨ କାଉଡିଆଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳ ୮ଟା ୨୦ ସମୟରେ ବରଦା ସାଳନ୍ଦୀ ନଦୀ କୂଳରୁ ଉଦ୍ଧାର କରାଯାଇଛି । ମୃତକ ଦ୍ବୟ ହେଲେ ସୁବ୍ରତ ମହାକୁଡ଼(୨୨) ଓ ରାଜେଶ ସାହୁ(୨୮) । ତେବେ ସୌଭାଗ୍ୟକ୍ରମେ ଭାସି ଯାଇଥିବା ଅନ୍ୟ ଜଣେ କାଉଡ଼ିଆ ସୁରେଶ ମହାକୁଡ଼ଙ୍କୁ ଖଇରା […]

ଭଦ୍ରକ: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ସୀମାବର୍ତୀ ବରଦା ନରିପୁର ସାଳନ୍ଦୀ ନଦୀ ପୋଲ ନିକଟରେ ଗତ ସୋମବାର ସକାଳେ ଭାସିଯାଇ ନିଖୋଜ ଥିବା ୨ କାଉଡିଆଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳ ୮ଟା ୨୦ ସମୟରେ ବରଦା ସାଳନ୍ଦୀ ନଦୀ କୂଳରୁ ଉଦ୍ଧାର କରାଯାଇଛି । ମୃତକ ଦ୍ବୟ ହେଲେ ସୁବ୍ରତ ମହାକୁଡ଼(୨୨) ଓ ରାଜେଶ ସାହୁ(୨୮) । ତେବେ ସୌଭାଗ୍ୟକ୍ରମେ ଭାସି ଯାଇଥିବା ଅନ୍ୟ ଜଣେ କାଉଡ଼ିଆ ସୁରେଶ ମହାକୁଡ଼ଙ୍କୁ ଖଇରା ବ୍ଲକ ଅନ୍ତର୍ଗତ ଜୟୀପୁର ଗାଁରୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ଆଗରପଡା ଓ ଖଇରା ଅଗ୍ନିଶମ ବାହିନୀ ତରଫରୁ ଗତକାଲି ନିଖୋଜଙ୍କୁ ଖୋଜାଖୋଜି ହୋଇଥିଲା ।

ଆହୁରି ପଢ଼ନ୍ତୁ: ପୁରୀ ଶ୍ରୀମନ୍ଦିର ନିକଟରେ ପର୍ଯ୍ୟଟକଙ୍କୁ ତିଳକ ଲଗାଇ ଜୋରଜବରଦସ୍ତି ମାଗୁଛନ୍ତି ଟଙ୍କା, ଦେଖନ୍ତୁ ଭିଡିଓ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp