କର୍ଣ୍ଣପାତ କରୁନି କେନ୍ଦ୍ର: ଚାଷୀଙ୍କୁ ଆବଶ୍ୟକ ମୁତାବକ ସାର ଯୋଗାଇ ଦେବା ପାଇଁ ବିଜେଡିର ବିକ୍ଷୋଭ ପ୍ରଦର୍ଶନ

The Sakala Picture
Published On

ଭୁବନେଶ୍ବର:  ବିଧାୟକ ଭୁବନେଶ୍ବର (ଉତ୍ତର) ତଥା ଭୁବନେଶ୍ୱର ଜିଲ୍ଲା ସଭାପତି  ସୁଶାନ୍ତ ରାଉତଙ୍କ ନେତୃତ୍ବରେ ଆଜି କେନ୍ଦ୍ର ସରକାରଙ୍କ ଓଡ଼ିଶାର ଚାଷୀ ମାନଙ୍କ ପ୍ରତି ଅବହେଳା ପ୍ରତିବାଦ ଏବଂ ଆମ ରାଜ୍ୟକୁ ଚଳିତ ଖରିଫ ଫସଲ ପାଇଁ ନିର୍ଧାରିତ ସମୟ ସୀମା ମଧ୍ୟରେ ଚାଷୀମାନଙ୍କୁ ଆବଶ୍ୟକ ମୁତାବକ ରାସାୟନିକ ସାର ଯଥା ୟୁରିଆ, ଡି. ଏ. ପି ଓ ଏମ. ଓ. ପି ସାର ଯୋଗାଣ କରାଯାଇ ନ ଥିବା ବିରୋଧରେ ଆଜି ବିଜୁ କୃଷକ ଜନତା […]

ଭୁବନେଶ୍ବର:  ବିଧାୟକ ଭୁବନେଶ୍ବର (ଉତ୍ତର) ତଥା ଭୁବନେଶ୍ୱର ଜିଲ୍ଲା ସଭାପତି  ସୁଶାନ୍ତ ରାଉତଙ୍କ ନେତୃତ୍ବରେ ଆଜି କେନ୍ଦ୍ର ସରକାରଙ୍କ ଓଡ଼ିଶାର ଚାଷୀ ମାନଙ୍କ ପ୍ରତି ଅବହେଳା ପ୍ରତିବାଦ ଏବଂ ଆମ ରାଜ୍ୟକୁ ଚଳିତ ଖରିଫ ଫସଲ ପାଇଁ ନିର୍ଧାରିତ ସମୟ ସୀମା ମଧ୍ୟରେ ଚାଷୀମାନଙ୍କୁ ଆବଶ୍ୟକ ମୁତାବକ ରାସାୟନିକ ସାର ଯଥା ୟୁରିଆ, ଡି. ଏ. ପି ଓ ଏମ. ଓ. ପି ସାର ଯୋଗାଣ କରାଯାଇ ନ ଥିବା ବିରୋଧରେ ଆଜି ବିଜୁ କୃଷକ ଜନତା ଦଳ ତରଫରୁ ରାଜଭବନ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ବିଷୟରେ ମାନ୍ୟବର ସାର ଓ ରାସାୟନିକ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରାଇଥିଲେ ହେଲେ କେନ୍ଦ୍ର କିନ୍ତୁ ଏଥିପ୍ରତି କର୍ଣ୍ଣପାତ କରୁନାହିଁ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ଚାଷୀର ବୃହତ ସ୍ବାର୍ଥ ଦୃଷ୍ଟିରୁ ଆଜିର ଏ ପ୍ରତିବାଦ ସଭାରେ ମାନ୍ୟବର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ  ସଞ୍ଜୟ ଦାସବର୍ମା, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦେବ, ମାନ୍ୟବର ବିଧାୟକ  ଅରବିନ୍ଦ ଢ଼ାଲି, ବିଧାୟକ ଅନନ୍ତ ନାରାୟଣ ଜେନା,  ବିଧାୟକ  ରାଜେନ୍ଦ୍ର ପ୍ରସାଦ ସାହୁ, ବିଜେଡିର ବରିଷ୍ଠ ନେତା  ରବି ସାମଲ,  ବିଜୟ ନାୟକ, କୃତିବାସ ପାତ୍ର,  ସୁବାସ ଚନ୍ଦ୍ର ପାତ୍ର, ଅମରେଶ ଜେନା, କାର୍ଯ୍ଯକାରୀ ସଭାପତି ଭୁବନେଶ୍ୱର  ବିରଞ୍ଚି ନାରାୟଣ ମହସୂପକାର,  ରଂଜିତ ମହାପାତ୍ର, ସମରେନ୍ଦ୍ର ସାହୁ,  ଦୁର୍ଗା ସାମନ୍ତରାୟ , ଅମରଜିତ ସେନାପତି, ରାଜେନ୍ଦ୍ର ସମର୍ଥା,  କୁନ ବିହାରୀ ଦାସ, ପ୍ରକାଶ ବସ୍ତିଆ,ସୁବାସ ସୁନ୍ଦରାୟ, ଚନ୍ଦ୍ରଶେଖର ମଲ୍ଲୀଆ, ଜିତେନ୍ଦ୍ର ନନ୍ଦ,  ଛବିନ୍ଦ୍ର ଦାସ,  ସୁଲତା ଦେଓ,  ମୀରା ପରିଡା,  ଏଲିନା ଦାସ,  ବିଜୟଲକ୍ଷ୍ମୀ ମହାପାତ୍ର ,  ଇପ୍ସିତା ସାହୁ,  ସୁବାସ ସାହୁ, ଭୁବନେଶ୍ବର ନିକଟବର୍ତୀ ସମସ୍ତ ପଂଚାୟତର ଚାଷୀମାନେ, ଭୁବନେଶ୍ଵର ସାଙ୍ଗଠନିକ ଜିଲ୍ଲାର ଉପଦେଷ୍ଟା, ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ, ପୂର୍ବତନ କର୍ପୋରେଟର, ସରପଂଚ, ସମିତି ସଭ୍ୟ ଏବଂ ବହୁ ବୁଦ୍ଧିଜୀବୀ ଯୋଗ ଦେଇ କେନ୍ଦ୍ର ସରକାରଙ୍କର ଏଭଳି ଦୋମୁହାଁ ନୀତିକୁ ଦୃଢ ନିନ୍ଦା କରିଥିଲେ। ପରିଶେଷରେ ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ୟୋଶରେ ମହାମହିମ ରାଜ୍ୟପାଳଙ୍କୁ ଏକ ସ୍ମାରକପାତ୍ର ପ୍ରଦାନ କରିଥିଲେ।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

01 Sep 2021 By The Sakala

କର୍ଣ୍ଣପାତ କରୁନି କେନ୍ଦ୍ର: ଚାଷୀଙ୍କୁ ଆବଶ୍ୟକ ମୁତାବକ ସାର ଯୋଗାଇ ଦେବା ପାଇଁ ବିଜେଡିର ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ବର:  ବିଧାୟକ ଭୁବନେଶ୍ବର (ଉତ୍ତର) ତଥା ଭୁବନେଶ୍ୱର ଜିଲ୍ଲା ସଭାପତି  ସୁଶାନ୍ତ ରାଉତଙ୍କ ନେତୃତ୍ବରେ ଆଜି କେନ୍ଦ୍ର ସରକାରଙ୍କ ଓଡ଼ିଶାର ଚାଷୀ ମାନଙ୍କ ପ୍ରତି ଅବହେଳା ପ୍ରତିବାଦ ଏବଂ ଆମ ରାଜ୍ୟକୁ ଚଳିତ ଖରିଫ ଫସଲ ପାଇଁ ନିର୍ଧାରିତ ସମୟ ସୀମା ମଧ୍ୟରେ ଚାଷୀମାନଙ୍କୁ ଆବଶ୍ୟକ ମୁତାବକ ରାସାୟନିକ ସାର ଯଥା ୟୁରିଆ, ଡି. ଏ. ପି ଓ ଏମ. ଓ. ପି ସାର ଯୋଗାଣ କରାଯାଇ ନ ଥିବା ବିରୋଧରେ ଆଜି ବିଜୁ କୃଷକ ଜନତା ଦଳ ତରଫରୁ ରାଜଭବନ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ବିଷୟରେ ମାନ୍ୟବର ସାର ଓ ରାସାୟନିକ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରାଇଥିଲେ ହେଲେ କେନ୍ଦ୍ର କିନ୍ତୁ ଏଥିପ୍ରତି କର୍ଣ୍ଣପାତ କରୁନାହିଁ।

ଚାଷୀର ବୃହତ ସ୍ବାର୍ଥ ଦୃଷ୍ଟିରୁ ଆଜିର ଏ ପ୍ରତିବାଦ ସଭାରେ ମାନ୍ୟବର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ  ସଞ୍ଜୟ ଦାସବର୍ମା, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦେବ, ମାନ୍ୟବର ବିଧାୟକ  ଅରବିନ୍ଦ ଢ଼ାଲି, ବିଧାୟକ ଅନନ୍ତ ନାରାୟଣ ଜେନା,  ବିଧାୟକ  ରାଜେନ୍ଦ୍ର ପ୍ରସାଦ ସାହୁ, ବିଜେଡିର ବରିଷ୍ଠ ନେତା  ରବି ସାମଲ,  ବିଜୟ ନାୟକ, କୃତିବାସ ପାତ୍ର,  ସୁବାସ ଚନ୍ଦ୍ର ପାତ୍ର, ଅମରେଶ ଜେନା, କାର୍ଯ୍ଯକାରୀ ସଭାପତି ଭୁବନେଶ୍ୱର  ବିରଞ୍ଚି ନାରାୟଣ ମହସୂପକାର,  ରଂଜିତ ମହାପାତ୍ର, ସମରେନ୍ଦ୍ର ସାହୁ,  ଦୁର୍ଗା ସାମନ୍ତରାୟ , ଅମରଜିତ ସେନାପତି, ରାଜେନ୍ଦ୍ର ସମର୍ଥା,  କୁନ ବିହାରୀ ଦାସ, ପ୍ରକାଶ ବସ୍ତିଆ,ସୁବାସ ସୁନ୍ଦରାୟ, ଚନ୍ଦ୍ରଶେଖର ମଲ୍ଲୀଆ, ଜିତେନ୍ଦ୍ର ନନ୍ଦ,  ଛବିନ୍ଦ୍ର ଦାସ,  ସୁଲତା ଦେଓ,  ମୀରା ପରିଡା,  ଏଲିନା ଦାସ,  ବିଜୟଲକ୍ଷ୍ମୀ ମହାପାତ୍ର ,  ଇପ୍ସିତା ସାହୁ,  ସୁବାସ ସାହୁ, ଭୁବନେଶ୍ବର ନିକଟବର୍ତୀ ସମସ୍ତ ପଂଚାୟତର ଚାଷୀମାନେ, ଭୁବନେଶ୍ଵର ସାଙ୍ଗଠନିକ ଜିଲ୍ଲାର ଉପଦେଷ୍ଟା, ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ, ପୂର୍ବତନ କର୍ପୋରେଟର, ସରପଂଚ, ସମିତି ସଭ୍ୟ ଏବଂ ବହୁ ବୁଦ୍ଧିଜୀବୀ ଯୋଗ ଦେଇ କେନ୍ଦ୍ର ସରକାରଙ୍କର ଏଭଳି ଦୋମୁହାଁ ନୀତିକୁ ଦୃଢ ନିନ୍ଦା କରିଥିଲେ। ପରିଶେଷରେ ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ୟୋଶରେ ମହାମହିମ ରାଜ୍ୟପାଳଙ୍କୁ ଏକ ସ୍ମାରକପାତ୍ର ପ୍ରଦାନ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର