ଏସସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଗିରଫ ଦାବିରେ ଥାନାରେ ଏତଲା ଦେଲା ବିଜେଡି

Madhusudan Das Picture
Published On

କଟକ: ଏସସିବି ଅଗ୍ନିକାଣ୍ଡକୁ ନେଇ ବର୍ଷିଛି କଟକ ଜିଲ୍ଲା ବିଜେଡି । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଗିରଫ ଦାବିରେ ଥାନାରେ ଏତଲା ଦେଲା ବିଜେଡି । ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂ ନେତୃତ୍ୱରେ କଟକ ମେୟର, ବିଭିନ୍ନ ୱାଡ଼ର୍ର କର୍ପୋରେଟର ଏବଂ ଦଳୀୟ କର୍ମୀମାନେ ମଙ୍ଗଳାବାଗ ଛକରୁ ଏକ ଶୋଭାଯାତ୍ରାରେ ବାହାରି ମଙ୍ଗଳାବାଗ ଥାନାରେ ପହଞ୍ଚିଥିଲେ । ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଏସସିବିର ପୂର୍ବ ଅଧିକ୍ଷକ ଡାକ୍ତର ଗୌତମ ଶଥପଥିଙ୍କ ନାଁରେ ଏତଲା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭାରେ ସାଂସଦ ମାନସଙ୍କ ପ୍ରଶ୍ନରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଉତ୍ତର: ଓଡ଼ିଶାର ପଞ୍ଚାୟତିରାଜ ବ୍ୟବସ୍ଥାରେ ୫୭ ହଜାର ମହିଳା ପ୍ରତିନିଧି

BJD Cuttack

ଆହୁରି ପଢ଼ନ୍ତୁ: ରଣକ୍ଷେତ୍ର ପାଲଟିଲା ବିଜେବି କଲେଜ ହଷ୍ଟେଲ ପରିସର; ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୨୫ରୁ ଉର୍ଦ୍ଧ୍ୱ ଛାତ୍ର ଆହତ

ପୂର୍ବ ସରକାର ଏସସିବିକୁ ବିଶ୍ବ ସ୍ତରୀୟ କରିବା ପାଇଁ ଯେଉଁ ସ୍ବପ୍ନ ଦେଖିଥିଲେ ତାହାକୁ ଏବର ସରକାର ଧୂଳିସାତ କରିଛନ୍ତି । ପୂର୍ବ ସରକାରଙ୍କ ସମୟରେ ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା, ତୁରନ୍ତ ଆକ୍ସନ ନେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାତ୍ର ଏସସିବି ଅଗ୍ନକାଣ୍ଡରେ ବର୍ତ୍ତମାନର ସରକାର ବଡ଼ ବଡ଼ ଅଧିକାରୀଙ୍କ ବିରୋଧରେ ଆକ୍ସନ ନେଇ ନାହାନ୍ତି । ୧୩ ଜଣ ରୋଗୀଙ୍କ ମୃତ୍ୟୁ ଘଟଣା ଏକ ମନୁଷ୍ୟକୃତ ଅପରାଧ ବୋଲି ବିଜେଡି ଅଭିଯୋଗ କରିଛି ।

ଆହୁରି ପଢ଼ନ୍ତୁ: ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୃହ ମଧ୍ୟ ଭାଗରେ ବିରୋଧୀ ସଦସ୍ୟଙ୍କ ହୋହଲ୍ଲା ଓ ନାରାବାଜି

24 Mar 2026 By Madhusudan Das

ଏସସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଗିରଫ ଦାବିରେ ଥାନାରେ ଏତଲା ଦେଲା ବିଜେଡି

କଟକ: ଏସସିବି ଅଗ୍ନିକାଣ୍ଡକୁ ନେଇ ବର୍ଷିଛି କଟକ ଜିଲ୍ଲା ବିଜେଡି । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଗିରଫ ଦାବିରେ ଥାନାରେ ଏତଲା ଦେଲା ବିଜେଡି । ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂ ନେତୃତ୍ୱରେ କଟକ ମେୟର, ବିଭିନ୍ନ ୱାଡ଼ର୍ର କର୍ପୋରେଟର ଏବଂ ଦଳୀୟ କର୍ମୀମାନେ ମଙ୍ଗଳାବାଗ ଛକରୁ ଏକ ଶୋଭାଯାତ୍ରାରେ ବାହାରି ମଙ୍ଗଳାବାଗ ଥାନାରେ ପହଞ୍ଚିଥିଲେ । ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଏସସିବିର ପୂର୍ବ ଅଧିକ୍ଷକ ଡାକ୍ତର ଗୌତମ ଶଥପଥିଙ୍କ ନାଁରେ ଏତଲା ଦେଇଛନ୍ତି ।

BJD Cuttack

ପୂର୍ବ ସରକାର ଏସସିବିକୁ ବିଶ୍ବ ସ୍ତରୀୟ କରିବା ପାଇଁ ଯେଉଁ ସ୍ବପ୍ନ ଦେଖିଥିଲେ ତାହାକୁ ଏବର ସରକାର ଧୂଳିସାତ କରିଛନ୍ତି । ପୂର୍ବ ସରକାରଙ୍କ ସମୟରେ ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା, ତୁରନ୍ତ ଆକ୍ସନ ନେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାତ୍ର ଏସସିବି ଅଗ୍ନକାଣ୍ଡରେ ବର୍ତ୍ତମାନର ସରକାର ବଡ଼ ବଡ଼ ଅଧିକାରୀଙ୍କ ବିରୋଧରେ ଆକ୍ସନ ନେଇ ନାହାନ୍ତି । ୧୩ ଜଣ ରୋଗୀଙ୍କ ମୃତ୍ୟୁ ଘଟଣା ଏକ ମନୁଷ୍ୟକୃତ ଅପରାଧ ବୋଲି ବିଜେଡି ଅଭିଯୋଗ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର