ପ୍ରତାପ ଜେନାଙ୍କ ବାସଭବନ ଉପରକୁ ଆକ୍ରମଣ ଘଟଣାରେ ୨ ଗିରଫ

Madhusudan Das Picture
Published On

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନାଙ୍କ ବାସଭବନ ଉପରକୁ ଆକ୍ରମଣ ଘଟଣାରେ ୨ ଜଣଙ୍କୁ ଗିରଫ କଲା ପୋଲିସ । ସିଦ୍ଧାର୍ଥ ସ୍ବାଇଁ ଓ ଦେବୀପ୍ରସାଦ ଲେଙ୍କାକୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ । ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ସୂଚନାଯୋଗ୍ୟ ଶୁକ୍ରବାର ରାତିରେ ପ୍ରତାପ ଜେନାଙ୍କ ପରିବାର ରହୁଥିବା ଘରେ ପ୍ରଥଭ୍ରଷ୍ଟ ଅସାମାଜିକ ଯୁବକମାନେ ବାସଭବନରେ ପଶି ଆତଙ୍କରାଜ ଖେଳାଇଥିଲେ । କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରିବା ସହ ମାଡ଼ ମଧ୍ୟ ମାରିଥିଲେ । ସୁରକ୍ଷାକର୍ମୀଙ୍କ ମୁଣ୍ଡରେ ବନ୍ଧୁକ ରଖି ଧମକ ଦେଇଥିଲେ । ତୁରନ୍ତ ଦୋଷୀଙ୍କୁ ଗିରଫ କରିବା ପାଇଁ ପ୍ରତାପ ଜେନା ଦାବି କରିଥିଲେ । 

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ: ମନମୋହନ, ସୁଜିତ୍‌, ସଂତୃପ୍ତଙ୍କ ସହଜ ବିଜୟ; ଦିଲ୍ଲୀପଙ୍କୁ ଜିତାଇଲା ୧୧ ବିଧାୟକଙ୍କ କ୍ରସ ଭୋଟିଂ

21 Mar 2026 By Madhusudan Das

ପ୍ରତାପ ଜେନାଙ୍କ ବାସଭବନ ଉପରକୁ ଆକ୍ରମଣ ଘଟଣାରେ ୨ ଗିରଫ

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନାଙ୍କ ବାସଭବନ ଉପରକୁ ଆକ୍ରମଣ ଘଟଣାରେ ୨ ଜଣଙ୍କୁ ଗିରଫ କଲା ପୋଲିସ । ସିଦ୍ଧାର୍ଥ ସ୍ବାଇଁ ଓ ଦେବୀପ୍ରସାଦ ଲେଙ୍କାକୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ । ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ସୂଚନାଯୋଗ୍ୟ ଶୁକ୍ରବାର ରାତିରେ ପ୍ରତାପ ଜେନାଙ୍କ ପରିବାର ରହୁଥିବା ଘରେ ପ୍ରଥଭ୍ରଷ୍ଟ ଅସାମାଜିକ ଯୁବକମାନେ ବାସଭବନରେ ପଶି ଆତଙ୍କରାଜ ଖେଳାଇଥିଲେ । କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରିବା ସହ ମାଡ଼ ମଧ୍ୟ ମାରିଥିଲେ । ସୁରକ୍ଷାକର୍ମୀଙ୍କ ମୁଣ୍ଡରେ ବନ୍ଧୁକ ରଖି ଧମକ ଦେଇଥିଲେ । ତୁରନ୍ତ ଦୋଷୀଙ୍କୁ ଗିରଫ କରିବା ପାଇଁ ପ୍ରତାପ ଜେନା ଦାବି କରିଥିଲେ । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର