ଭଦ୍ରକରେ ୨ ଅପରାଧୀଙ୍କୁ ପୁଲିସର ଏନକାଉଣ୍ଟର

The Sakala Picture
Published On

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ବରପଦା ନିକଟରେ ଏନକାଉଣ୍ଟର । ଏନକାଉଣ୍ଟର ଶିକାର ହୋଇଛନ୍ତି ୨ ଅପରାଧୀ। ସେମାନେ  ହେଲେ ସୋର ଅଞ୍ଚଳର ପ୍ରହ୍ଲାଦ ଦାସ  ଓ ନୀଳଗିରି ଅଂଚଳ ର ସୁଶାନ୍ତ ମଲ୍ଲିକ। ଉକ୍ତ ୨ ଅପରାଧୀ ୨୯ ଲକ୍ଷ ଟଙ୍କା ଲୁଟ ଘଟଣାରେ ଜଡ଼ିତ ଥିବା ସୂଚନା ।  ସେମାନଙ୍କ ନିକଟରୁ ମାରଣାସ୍ତ୍ର ଜବତ ହୋଇଛି । ସେମାନେ ମଧ୍ଯ ପୁଲିସକୁ ପାଲଟା ଆକ୍ରମଣ କରିଥିବା ସୂଚନା ମିଳିଛି । ତେବେ ଅପରାଧୀଙ୍କ […]

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ବରପଦା ନିକଟରେ ଏନକାଉଣ୍ଟର । ଏନକାଉଣ୍ଟର ଶିକାର ହୋଇଛନ୍ତି ୨ ଅପରାଧୀ। ସେମାନେ  ହେଲେ ସୋର ଅଞ୍ଚଳର ପ୍ରହ୍ଲାଦ ଦାସ  ଓ ନୀଳଗିରି ଅଂଚଳ ର ସୁଶାନ୍ତ ମଲ୍ଲିକ। ଉକ୍ତ ୨ ଅପରାଧୀ ୨୯ ଲକ୍ଷ ଟଙ୍କା ଲୁଟ ଘଟଣାରେ ଜଡ଼ିତ ଥିବା ସୂଚନା ।  ସେମାନଙ୍କ ନିକଟରୁ ମାରଣାସ୍ତ୍ର ଜବତ ହୋଇଛି । ସେମାନେ ମଧ୍ଯ ପୁଲିସକୁ ପାଲଟା ଆକ୍ରମଣ କରିଥିବା ସୂଚନା ମିଳିଛି । ତେବେ ଅପରାଧୀଙ୍କ ପ୍ରତି ଆକ୍ରମଣରେ ଗ୍ରାମାଞ୍ଚଳ ଥାନା ଅଧିକାରୀଙ୍କ ସହ କେତେକ ପୁଲିସ କର୍ମୀ ଆହତ ହୋଇଥିବା ଜଣା ପଡ଼ିଛି । ତେବେ ଏ ନେଇ ପୁଲିସ ଅଧିକ ସୂଚନା ଦେଇ ନାହାଁନ୍ତି ।

ଆହୁରି ପଢ଼ନ୍ତୁ: ଗୋରଖପୁରରେ ନୃଶଂସ କାଣ୍ଡ: କୁରାଢ଼ିରେ ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ୱାମୀ, ପୁଅକୁ ମାରିବାକୁ ଗୋଡ଼ାଇ ନିଜେ ପୋଲିସକୁ କଲା ଫୋନ୍

ସୂଚନା ଅନୁଯାୟୀ, ଏହି ୨ ଅପରାଧୀ ଭଦ୍ରକ ରେ ଗତ ୨୬ତାରିଖ ଚରମ୍ପା ଠାରେ ଏଟିଏମ ରୁ ୨୯ ଲକ୍ଷ ଟଙ୍କା ଲୁଟ ରେ ସମ୍ପୃକ୍ତି ସନ୍ଦେହ କରାଯାଉଛି । ତେବେ ଲୁଟ ରେ ସମ୍ପୃକ୍ତ ଥିବା ୬ ଅପରାଧୀ ଙ୍କ ମଧ୍ୟରୁ ୨ ଜଣ ଙ୍କୁ ଏନକାଉଣ୍ଟର କରାଯାଇଥିବା ବେଳେ ଅନ୍ୟ ୪ ଜଣ ଅପରାଧୀଙ୍କୁ ପୁଲିସ ଅଟକ ରଖିଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ସେମାନଙ୍କ ନିକଟ ରୁ ୩ ବନ୍ଧୁକ ଓ  ୨ଟି ଖଣ୍ଡାଜବତ ହୋଇଛି । ତେବେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୁଲିସ ଖବର ପାଇ ଯାଇଥିବା ବେଳେ ପୁଲିସକୁ ପ୍ରତି ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଏହି ଗ୍ୟାଙ୍ଗରେ ବହୁ ଲୁଟରେ ଜଡିତ ଅଛନ୍ତି।  ଗ୍ୟାଙ୍ଗ ସହ ବିହାର ଲିଙ୍କର ସୂଚନା ମିଳିଛି । ଏନକାଉଣ୍ଟର ହୋଇଥିବା ୨ ଅପରାଧୀଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

01 Dec 2021 By The Sakala

ଭଦ୍ରକରେ ୨ ଅପରାଧୀଙ୍କୁ ପୁଲିସର ଏନକାଉଣ୍ଟର

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ବରପଦା ନିକଟରେ ଏନକାଉଣ୍ଟର । ଏନକାଉଣ୍ଟର ଶିକାର ହୋଇଛନ୍ତି ୨ ଅପରାଧୀ। ସେମାନେ  ହେଲେ ସୋର ଅଞ୍ଚଳର ପ୍ରହ୍ଲାଦ ଦାସ  ଓ ନୀଳଗିରି ଅଂଚଳ ର ସୁଶାନ୍ତ ମଲ୍ଲିକ। ଉକ୍ତ ୨ ଅପରାଧୀ ୨୯ ଲକ୍ଷ ଟଙ୍କା ଲୁଟ ଘଟଣାରେ ଜଡ଼ିତ ଥିବା ସୂଚନା ।  ସେମାନଙ୍କ ନିକଟରୁ ମାରଣାସ୍ତ୍ର ଜବତ ହୋଇଛି । ସେମାନେ ମଧ୍ଯ ପୁଲିସକୁ ପାଲଟା ଆକ୍ରମଣ କରିଥିବା ସୂଚନା ମିଳିଛି । ତେବେ ଅପରାଧୀଙ୍କ ପ୍ରତି ଆକ୍ରମଣରେ ଗ୍ରାମାଞ୍ଚଳ ଥାନା ଅଧିକାରୀଙ୍କ ସହ କେତେକ ପୁଲିସ କର୍ମୀ ଆହତ ହୋଇଥିବା ଜଣା ପଡ଼ିଛି । ତେବେ ଏ ନେଇ ପୁଲିସ ଅଧିକ ସୂଚନା ଦେଇ ନାହାଁନ୍ତି ।

ସୂଚନା ଅନୁଯାୟୀ, ଏହି ୨ ଅପରାଧୀ ଭଦ୍ରକ ରେ ଗତ ୨୬ତାରିଖ ଚରମ୍ପା ଠାରେ ଏଟିଏମ ରୁ ୨୯ ଲକ୍ଷ ଟଙ୍କା ଲୁଟ ରେ ସମ୍ପୃକ୍ତି ସନ୍ଦେହ କରାଯାଉଛି । ତେବେ ଲୁଟ ରେ ସମ୍ପୃକ୍ତ ଥିବା ୬ ଅପରାଧୀ ଙ୍କ ମଧ୍ୟରୁ ୨ ଜଣ ଙ୍କୁ ଏନକାଉଣ୍ଟର କରାଯାଇଥିବା ବେଳେ ଅନ୍ୟ ୪ ଜଣ ଅପରାଧୀଙ୍କୁ ପୁଲିସ ଅଟକ ରଖିଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ସେମାନଙ୍କ ନିକଟ ରୁ ୩ ବନ୍ଧୁକ ଓ  ୨ଟି ଖଣ୍ଡାଜବତ ହୋଇଛି । ତେବେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୁଲିସ ଖବର ପାଇ ଯାଇଥିବା ବେଳେ ପୁଲିସକୁ ପ୍ରତି ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଏହି ଗ୍ୟାଙ୍ଗରେ ବହୁ ଲୁଟରେ ଜଡିତ ଅଛନ୍ତି।  ଗ୍ୟାଙ୍ଗ ସହ ବିହାର ଲିଙ୍କର ସୂଚନା ମିଳିଛି । ଏନକାଉଣ୍ଟର ହୋଇଥିବା ୨ ଅପରାଧୀଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

https://www.thesakala.in/latest-odisha-news/bhadrak/encounter-2-criminals-in-bhadrak/article-7284
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର