ଗାଁ ମୁହାଁ ହାତୀ, ଭୟରେ ଗ୍ରାମବାସୀ

The Sakala Picture
Published On

ଭଦ୍ରକ: ଗାଁ ମୁହାଁ ହାତୀ, ଭୟରେ ଗ୍ରାମବାସୀ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତରେ ହାତୀ ଆତଙ୍କ। ହାତୀ ଭୟରେ ଗାଁରେ ପଡିଲା ତାଟି କବାଟ। ଗୋଟିଏ ହାତୀ ଗତ କାଲି ରାତିରୁ ପଳେଇ ଆସି ଗଣିଜାଙ୍ଗ ପଞ୍ଚାୟତ ବଗଦା ଶାସନ ଗାଁ ରେ ପଶିଛି । ହାତୀ ଟିକୁ ଲୋକମାନେ ସକାଳେ ଦେଖିବା ପରେ ଭୟଭୀତ ହେବା ସହ ବାହାରକୁ ବାହାରି ପାରୁନାହାନ୍ତି । ଯଦିଓ କୌଣସି କ୍ଷୟକ୍ଷତି ର ସୂଚନା ନାହିଁ, […]

ଭଦ୍ରକ: ଗାଁ ମୁହାଁ ହାତୀ, ଭୟରେ ଗ୍ରାମବାସୀ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତରେ ହାତୀ ଆତଙ୍କ। ହାତୀ ଭୟରେ ଗାଁରେ ପଡିଲା ତାଟି କବାଟ। ଗୋଟିଏ ହାତୀ ଗତ କାଲି ରାତିରୁ ପଳେଇ ଆସି ଗଣିଜାଙ୍ଗ ପଞ୍ଚାୟତ ବଗଦା ଶାସନ ଗାଁ ରେ ପଶିଛି । ହାତୀ ଟିକୁ ଲୋକମାନେ ସକାଳେ ଦେଖିବା ପରେ ଭୟଭୀତ ହେବା ସହ ବାହାରକୁ ବାହାରି ପାରୁନାହାନ୍ତି । ଯଦିଓ କୌଣସି କ୍ଷୟକ୍ଷତି ର ସୂଚନା ନାହିଁ, ତଥାପି ଖବର ପାଇ ଘଟଣା ସ୍ଥଳରେ ଫରେଷ୍ଟ ଅଫିସର ପହଞ୍ଚି ନଜର ରଖିଛନ୍ତି। ହାତୀଟି ସ୍ଥାନୀୟ ହଦଗଡ଼ ଜଙ୍ଗଲ ରୁ ଆସିଥିବା ସୂଚନା ମିଳିଛି ।

22 Jun 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର