୮ କେଜିର ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ମାଡିବସିଲା ଏସଟିଏଫ୍

The Sakala Picture
Published On

ବରଗଡ଼: ବରଗଡ଼ ଜିଲ୍ଲା ଘେଁସ ରେଞ୍ଜ ଜାମପାଲିରୁ ଏକ ଜୀଅନ୍ତା ବଜ୍ରକାପ୍ତା ଉଦ୍ଧାରହୋଇଛି । ଅଭିଯୁକ୍ତ ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍ କରୁଥିବା ବେଳେ ମାଡିବସିଛି ଏସଟିଏଫ୍ । କ୍ରାଇମବ୍ରାଞ୍ଚ ଏସଟିଏଫ ଓ ବନ ବିଭାଗ ମିଳିତ ଚଢାଉ କରି ଏହି ବଜ୍ରକାପ୍ତା ଉଦ୍ଧାର କରିଛନ୍ତି । ଏହି ମାମଲାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଅଭିଯୁକ୍ତ ଜଣକ ହେଲେ ବରଗଡ଼ ଜମାପାଲିର ମାକୁନ ଓରଫ ବାଦଲ ବରିଆ । । ଉଦ୍ଧାର ହୋଇଥିବା […]

ବରଗଡ଼: ବରଗଡ଼ ଜିଲ୍ଲା ଘେଁସ ରେଞ୍ଜ ଜାମପାଲିରୁ ଏକ ଜୀଅନ୍ତା ବଜ୍ରକାପ୍ତା ଉଦ୍ଧାରହୋଇଛି । ଅଭିଯୁକ୍ତ ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍ କରୁଥିବା ବେଳେ ମାଡିବସିଛି ଏସଟିଏଫ୍ । କ୍ରାଇମବ୍ରାଞ୍ଚ ଏସଟିଏଫ ଓ ବନ ବିଭାଗ ମିଳିତ ଚଢାଉ କରି ଏହି ବଜ୍ରକାପ୍ତା ଉଦ୍ଧାର କରିଛନ୍ତି । ଏହି ମାମଲାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଅଭିଯୁକ୍ତ ଜଣକ ହେଲେ ବରଗଡ଼ ଜମାପାଲିର ମାକୁନ ଓରଫ ବାଦଲ ବରିଆ । । ଉଦ୍ଧାର ହୋଇଥିବା ବଜ୍ରକାପ୍ତାର ଓଜନ ୮ କେଜି ୨ଶହ ଗ୍ରାମ ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ତେବେ ଗତ ବର୍ଷ ମଧ୍ୟରେ ୧୯ଟି କଲରାପତରିଆ ଛାଲ, ୧୦ଟି ହାତୀ ଦାନ୍ତ, ୨ଟି ହରିଲ ଛାଲ, ୬ଟି ଜୀବନ୍ତ ବଜ୍ରକାପ୍ତା, ୧୫ ବଜ୍ରକାପ୍ତା କାତି ଜବତ ହୋଇଥିବା ବେଳେ, ୪୦ ଜଣଙ୍କୁ ଗିରଫ କରାଗଲାଣି ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

04 Nov 2021 By The Sakala

୮ କେଜିର ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ମାଡିବସିଲା ଏସଟିଏଫ୍

ବରଗଡ଼: ବରଗଡ଼ ଜିଲ୍ଲା ଘେଁସ ରେଞ୍ଜ ଜାମପାଲିରୁ ଏକ ଜୀଅନ୍ତା ବଜ୍ରକାପ୍ତା ଉଦ୍ଧାରହୋଇଛି । ଅଭିଯୁକ୍ତ ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍ କରୁଥିବା ବେଳେ ମାଡିବସିଛି ଏସଟିଏଫ୍ । କ୍ରାଇମବ୍ରାଞ୍ଚ ଏସଟିଏଫ ଓ ବନ ବିଭାଗ ମିଳିତ ଚଢାଉ କରି ଏହି ବଜ୍ରକାପ୍ତା ଉଦ୍ଧାର କରିଛନ୍ତି । ଏହି ମାମଲାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଅଭିଯୁକ୍ତ ଜଣକ ହେଲେ ବରଗଡ଼ ଜମାପାଲିର ମାକୁନ ଓରଫ ବାଦଲ ବରିଆ । । ଉଦ୍ଧାର ହୋଇଥିବା ବଜ୍ରକାପ୍ତାର ଓଜନ ୮ କେଜି ୨ଶହ ଗ୍ରାମ ।

ତେବେ ଗତ ବର୍ଷ ମଧ୍ୟରେ ୧୯ଟି କଲରାପତରିଆ ଛାଲ, ୧୦ଟି ହାତୀ ଦାନ୍ତ, ୨ଟି ହରିଲ ଛାଲ, ୬ଟି ଜୀବନ୍ତ ବଜ୍ରକାପ୍ତା, ୧୫ ବଜ୍ରକାପ୍ତା କାତି ଜବତ ହୋଇଥିବା ବେଳେ, ୪୦ ଜଣଙ୍କୁ ଗିରଫ କରାଗଲାଣି ।

https://www.thesakala.in/latest-odisha-news/bargarh/stf-rescues-pangolin-in-bargarh/article-6596
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର