ବଳାତ୍କାର ଉଦ୍ୟମ ଅଭିଯୋଗରେ ଏସପିଙ୍କ ଦ୍ୱାରସ୍ଥ ହେଲେ ମହିଳା

The Sakala Picture
Published On

ବାଲେଶ୍ଵର : ବାଲେଶ୍ଵର ସଦର ବ୍ଳକ ସଦର ଥାନା ଅନ୍ତର୍ଗତ ପରିଖି ଫାଣ୍ଡିରେ ଲିଖିତ ଅଭିଯୋଗ କଲେ ସୁଦ୍ଧା ସେଠାରେ ଅଭିଯୋଗ ଗ୍ରହଣ କରୁନଥିବା ଅଭିଯୋଗ ଆଣି ବାଲେଶ୍ଵର ଏସପିଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଛନ୍ତି ପରଖି ଗ୍ରାମର ଆଲେହା ଖାତୁନ । ସୂଚନା ଅନୁଯାୟୀ ଆଲେହା ଖାତୁନ ପରିଖି ପଞ୍ଚାୟତର ତାଳବରେଇ ଗ୍ରାମରେ ବାସ କରୁଥିବା ବେଳେ ବାସ କରୁଥିବା ବେଳେ ରହୁଥିବା ସ୍ଥାନରେ ଜମିଜମା ବିବାଦ ରହିଥିବା ସୂଚନା ଦେଇଛନ୍ତି । ତେବେ ଉକ୍ତ ସ୍ଥାନରେ […]

ବାଲେଶ୍ଵର : ବାଲେଶ୍ଵର ସଦର ବ୍ଳକ ସଦର ଥାନା ଅନ୍ତର୍ଗତ ପରିଖି ଫାଣ୍ଡିରେ ଲିଖିତ ଅଭିଯୋଗ କଲେ ସୁଦ୍ଧା ସେଠାରେ ଅଭିଯୋଗ ଗ୍ରହଣ କରୁନଥିବା ଅଭିଯୋଗ ଆଣି ବାଲେଶ୍ଵର ଏସପିଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଛନ୍ତି ପରଖି ଗ୍ରାମର ଆଲେହା ଖାତୁନ । ସୂଚନା ଅନୁଯାୟୀ ଆଲେହା ଖାତୁନ ପରିଖି ପଞ୍ଚାୟତର ତାଳବରେଇ ଗ୍ରାମରେ ବାସ କରୁଥିବା ବେଳେ ବାସ କରୁଥିବା ବେଳେ ରହୁଥିବା ସ୍ଥାନରେ ଜମିଜମା ବିବାଦ ରହିଥିବା ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ସୌମ୍ୟାଶ୍ରୀ ପରିବାରକୁ ବିଜେପି ଧୋକା ଦେଇଛି: ବିଜେଡି

ତେବେ ଉକ୍ତ ସ୍ଥାନରେ କୌଣସି ଏକ ନଡ଼ିଆ ପତ୍ର ଘଟଣାକୁ ନେଇ ସାନ ଭଉଣୀ ଜ୍ବାଇଁ ସେଖ ଲୋକମାନ ତାଙ୍କୁ ତେବେ ପଚାଶ ପ୍ରତିଶତ ବିକଳାଙ୍ଗର ସୁଯୋଗ ନେଇ ବାରମ୍ବାର ଆକ୍ରୋଶର ଶିକାର ହୋଇ ଅସଦାଚରଣ କରିବା ସହ ତାଙ୍କୁ ମାଡ଼ ମାରିବା ଓ ବଳାତ୍କାର ଉଦ୍ୟମ କରିଥିବା ନେଇ ନିକଟସ୍ଥ ପରିଖି ଫାଣ୍ଡି ଯାଇଥିଲେ ତେବେ ସେଠାରେ ତାଙ୍କ ଲିଖିତ ଅଭିଯୋଗ ଗ୍ରହଣ ନକରିବାରୁ ନ୍ୟାୟ ପାଇଁ ବାଲେଶ୍ଵର ଆରକ୍ଷୀ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ଦେବାକୁ ଆସି ନିରାଶ ହୋଇ ଫେରିଥିବା ଜଣା ପଡିଛି ।

14 Jun 2022 By The Sakala

ବଳାତ୍କାର ଉଦ୍ୟମ ଅଭିଯୋଗରେ ଏସପିଙ୍କ ଦ୍ୱାରସ୍ଥ ହେଲେ ମହିଳା

ବାଲେଶ୍ଵର : ବାଲେଶ୍ଵର ସଦର ବ୍ଳକ ସଦର ଥାନା ଅନ୍ତର୍ଗତ ପରିଖି ଫାଣ୍ଡିରେ ଲିଖିତ ଅଭିଯୋଗ କଲେ ସୁଦ୍ଧା ସେଠାରେ ଅଭିଯୋଗ ଗ୍ରହଣ କରୁନଥିବା ଅଭିଯୋଗ ଆଣି ବାଲେଶ୍ଵର ଏସପିଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଛନ୍ତି ପରଖି ଗ୍ରାମର ଆଲେହା ଖାତୁନ । ସୂଚନା ଅନୁଯାୟୀ ଆଲେହା ଖାତୁନ ପରିଖି ପଞ୍ଚାୟତର ତାଳବରେଇ ଗ୍ରାମରେ ବାସ କରୁଥିବା ବେଳେ ବାସ କରୁଥିବା ବେଳେ ରହୁଥିବା ସ୍ଥାନରେ ଜମିଜମା ବିବାଦ ରହିଥିବା ସୂଚନା ଦେଇଛନ୍ତି ।

ତେବେ ଉକ୍ତ ସ୍ଥାନରେ କୌଣସି ଏକ ନଡ଼ିଆ ପତ୍ର ଘଟଣାକୁ ନେଇ ସାନ ଭଉଣୀ ଜ୍ବାଇଁ ସେଖ ଲୋକମାନ ତାଙ୍କୁ ତେବେ ପଚାଶ ପ୍ରତିଶତ ବିକଳାଙ୍ଗର ସୁଯୋଗ ନେଇ ବାରମ୍ବାର ଆକ୍ରୋଶର ଶିକାର ହୋଇ ଅସଦାଚରଣ କରିବା ସହ ତାଙ୍କୁ ମାଡ଼ ମାରିବା ଓ ବଳାତ୍କାର ଉଦ୍ୟମ କରିଥିବା ନେଇ ନିକଟସ୍ଥ ପରିଖି ଫାଣ୍ଡି ଯାଇଥିଲେ ତେବେ ସେଠାରେ ତାଙ୍କ ଲିଖିତ ଅଭିଯୋଗ ଗ୍ରହଣ ନକରିବାରୁ ନ୍ୟାୟ ପାଇଁ ବାଲେଶ୍ଵର ଆରକ୍ଷୀ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ଦେବାକୁ ଆସି ନିରାଶ ହୋଇ ଫେରିଥିବା ଜଣା ପଡିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର