ବୁଥ୍‌ ଭିତରେ ବିଜେପି କର୍ମୀଙ୍କ ଉନ୍ମତ୍ତକାଣ୍ଡ : ୨ ବିଜେଡି କର୍ମୀ ଆହତ

The Sakala Picture
Published On

ବାଲେଶ୍ୱର: ରେମୁଣା ବ୍ଲକ୍‌ ତାଳପଦା ପଞ୍ଚାୟତର 4ନଂ ବୁଥ୍‌ରେ ବିଜେଡି କର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି ବିଜେପି କର୍ମୀ । ବିଜେଡିର ଜଣେ ମହିଳାଙ୍କ ସମେତ ୨ଜଣ କର୍ମୀ ଆହତ ହୋଇଛନ୍ତି । ଭୋଟ ଦେବାକୁ ଯାଉଥିବାବେଳ ଆକ୍ରମଣ କରିଛନ୍ତି ବିଜେପି କର୍ମୀ । ସୂଚନା ମୁତବାକ ଭୋଟର ଲିଷ୍ଟରେ ଡାକ ନାଁ ଶିବା ରହିଛି ଏବଂ ଭୋଟର କାର୍ଡରେ ଶିବା ମଳିକ ରହିଛି । ତେଣୁ ତାଙ୍କ ନାମ ହିଁ ଲିଷ୍ଟରେ ପରିବର୍ତ୍ତନ ହୋଇଯାଇଥିବା ସେ […]

ବାଲେଶ୍ୱର: ରେମୁଣା ବ୍ଲକ୍‌ ତାଳପଦା ପଞ୍ଚାୟତର 4ନଂ ବୁଥ୍‌ରେ ବିଜେଡି କର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି ବିଜେପି କର୍ମୀ । ବିଜେଡିର ଜଣେ ମହିଳାଙ୍କ ସମେତ ୨ଜଣ କର୍ମୀ ଆହତ ହୋଇଛନ୍ତି । ଭୋଟ ଦେବାକୁ ଯାଉଥିବାବେଳ ଆକ୍ରମଣ କରିଛନ୍ତି ବିଜେପି କର୍ମୀ । ସୂଚନା ମୁତବାକ ଭୋଟର ଲିଷ୍ଟରେ ଡାକ ନାଁ ଶିବା ରହିଛି ଏବଂ ଭୋଟର କାର୍ଡରେ ଶିବା ମଳିକ ରହିଛି । ତେଣୁ ତାଙ୍କ ନାମ ହିଁ ଲିଷ୍ଟରେ ପରିବର୍ତ୍ତନ ହୋଇଯାଇଥିବା ସେ କହିଥିଲେ । ଭୋଟ ଦେବାକୁ ମଧ୍ୟ କହିଥିଲେ ଉକ୍ତ ବ୍ୟକ୍ତି । କିନ୍ତୁ ଏହି ବ୍ୟକ୍ତି ଜଣଙ୍କୁ ଭୋଟ ଦେବାକୁ ବିରୋଧ କରିଥିଲେ ବିଜେପି କର୍ମୀ । ପରେ ଗଣ୍ଡଗୋଳ ପରିସ୍ଥିତି ଉପୁଜିଥିଲା, ବିଜେଡି କର୍ମୀଙ୍କୁ ଆକ୍ରମଣ କରିତଇଳଏ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି ।

ଆହୁରି ପଢ଼ନ୍ତୁ: 'ସୁଭଦ୍ରା' ଯୋଜନାକୁ ନେଇ ବଡ ଖବର: ଆସନ୍ତାକାଲି ମହିଳା ଦିବସରେ ମିଳିବ ଚତୁର୍ଥ କିସ୍ତି

24 Feb 2022 By The Sakala

ବୁଥ୍‌ ଭିତରେ ବିଜେପି କର୍ମୀଙ୍କ ଉନ୍ମତ୍ତକାଣ୍ଡ : ୨ ବିଜେଡି କର୍ମୀ ଆହତ

ବାଲେଶ୍ୱର: ରେମୁଣା ବ୍ଲକ୍‌ ତାଳପଦା ପଞ୍ଚାୟତର 4ନଂ ବୁଥ୍‌ରେ ବିଜେଡି କର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି ବିଜେପି କର୍ମୀ । ବିଜେଡିର ଜଣେ ମହିଳାଙ୍କ ସମେତ ୨ଜଣ କର୍ମୀ ଆହତ ହୋଇଛନ୍ତି । ଭୋଟ ଦେବାକୁ ଯାଉଥିବାବେଳ ଆକ୍ରମଣ କରିଛନ୍ତି ବିଜେପି କର୍ମୀ । ସୂଚନା ମୁତବାକ ଭୋଟର ଲିଷ୍ଟରେ ଡାକ ନାଁ ଶିବା ରହିଛି ଏବଂ ଭୋଟର କାର୍ଡରେ ଶିବା ମଳିକ ରହିଛି । ତେଣୁ ତାଙ୍କ ନାମ ହିଁ ଲିଷ୍ଟରେ ପରିବର୍ତ୍ତନ ହୋଇଯାଇଥିବା ସେ କହିଥିଲେ । ଭୋଟ ଦେବାକୁ ମଧ୍ୟ କହିଥିଲେ ଉକ୍ତ ବ୍ୟକ୍ତି । କିନ୍ତୁ ଏହି ବ୍ୟକ୍ତି ଜଣଙ୍କୁ ଭୋଟ ଦେବାକୁ ବିରୋଧ କରିଥିଲେ ବିଜେପି କର୍ମୀ । ପରେ ଗଣ୍ଡଗୋଳ ପରିସ୍ଥିତି ଉପୁଜିଥିଲା, ବିଜେଡି କର୍ମୀଙ୍କୁ ଆକ୍ରମଣ କରିତଇଳଏ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି ।

https://www.thesakala.in/latest-odisha-news/balasore/bjp-activists-attack-inside-the-booth/article-9491
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର