ଜମି ବାଡ଼ି ବିବାଦକୁ ନେଇ ଚାରି ଭାଇଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ

The Sakala Picture
Published On

ଜଳେଶ୍ଵର : ଜମି ବାଡ଼ି ବିବାଦକୁ ନେଇ ଚାରି ଭାଇଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ , ଚାରି ଗୁରୁତର । ବାଲିଆପାଳ ଥାନା ମଝିପଡା ଗ୍ରାମର ଘଟଣା । ଚାରି ଭାଇଙ୍କ ମଧ୍ୟରେ ଦୀର୍ଘଦିନ ଧରି ଜମି ବାଡ଼ି ବିବାଦ ଲାଗି ରହିଥିଲା । ଗତ ବିଳମ୍ୱିତ ରାତିରେ ଘଟଣାର ଉଗ୍ରରୂପ ନେଇ ପରସ୍ପର ମଧ୍ୟରେ ହାଣ କାଟ ହୋଇଛନ୍ତି । ଚାରି ଭାଇ ଯାକ ଗୁରୁତର ହୋଇ ବାଲିଆପାଳ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଅବସ୍ଥା […]

ଜଳେଶ୍ଵର : ଜମି ବାଡ଼ି ବିବାଦକୁ ନେଇ ଚାରି ଭାଇଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ , ଚାରି ଗୁରୁତର । ବାଲିଆପାଳ ଥାନା ମଝିପଡା ଗ୍ରାମର ଘଟଣା । ଚାରି ଭାଇଙ୍କ ମଧ୍ୟରେ ଦୀର୍ଘଦିନ ଧରି ଜମି ବାଡ଼ି ବିବାଦ ଲାଗି ରହିଥିଲା । ଗତ ବିଳମ୍ୱିତ ରାତିରେ ଘଟଣାର ଉଗ୍ରରୂପ ନେଇ ପରସ୍ପର ମଧ୍ୟରେ ହାଣ କାଟ ହୋଇଛନ୍ତି । ଚାରି ଭାଇ ଯାକ ଗୁରୁତର ହୋଇ ବାଲିଆପାଳ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ୱରକୁ ସ୍ଥାନନ୍ତରିତ କରାଯାଇଛି, ପୋଲିସର ତଦନ୍ତ ଆରମ୍ଭ ।

ଆହୁରି ପଢ଼ନ୍ତୁ: ବସ୍ତାରେ ବିଜେଡିର ଶକ୍ତି ପ୍ରଦର୍ଶନ: ରବୀନ୍ଦ୍ର ଓ ସୁବାସିନୀଙ୍କ ବିନା ତୃଣମୂଳ ସଂଗଠନରେ ପଡ଼ିନି ଫରକ

22 Oct 2022 By The Sakala

ଜମି ବାଡ଼ି ବିବାଦକୁ ନେଇ ଚାରି ଭାଇଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ

ଜଳେଶ୍ଵର : ଜମି ବାଡ଼ି ବିବାଦକୁ ନେଇ ଚାରି ଭାଇଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ , ଚାରି ଗୁରୁତର । ବାଲିଆପାଳ ଥାନା ମଝିପଡା ଗ୍ରାମର ଘଟଣା । ଚାରି ଭାଇଙ୍କ ମଧ୍ୟରେ ଦୀର୍ଘଦିନ ଧରି ଜମି ବାଡ଼ି ବିବାଦ ଲାଗି ରହିଥିଲା । ଗତ ବିଳମ୍ୱିତ ରାତିରେ ଘଟଣାର ଉଗ୍ରରୂପ ନେଇ ପରସ୍ପର ମଧ୍ୟରେ ହାଣ କାଟ ହୋଇଛନ୍ତି । ଚାରି ଭାଇ ଯାକ ଗୁରୁତର ହୋଇ ବାଲିଆପାଳ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ୱରକୁ ସ୍ଥାନନ୍ତରିତ କରାଯାଇଛି, ପୋଲିସର ତଦନ୍ତ ଆରମ୍ଭ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର